Home Authors Posts by Bureau

Bureau

17655 POSTS 0 COMMENTS

ଜଙ୍ଗଲ ଜମି ଅଧିକାରକୁ ନେଇ ବିବାଦ ଘଟଣା : ଭୟରେ ଗ୍ରାମ ଛାଡିଲେ ଗ୍ରାମବାସୀ

0
ନବରଙ୍ଗପୁର ୧୬-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ସୁରକ୍ଷା ଓ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ ଆକ୍ରୋଶର ଶିକାର ହୋଇଥିବା ତିନି ଗାଁ...

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

0
ନବରଙ୍ଗପୁର ୧୫.୦୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବା ସହ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଜିଲ୍ଲାର ଦଶ ଗୋଟି ବ୍ଲକ ମଧ୍ୟରୁ...

ବର୍ଷାରେ ଭୁଷୁଡ଼ିଲା ଘର- ଅଳ୍ପକେ ବର୍ତ୍ତିଲେ ୨ ବର୍ଷର ପୁଅ

0
ନବରଙ୍ଗପୁର, ୧୫/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଲଘୁଚାପ ଜନିତ ବର୍ଷାର ପ୍ରଭାବରୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭେଲୁଆଗୁଡା ଗ୍ରାମର ପରଶୁରାମ ହରିଜନଙ୍କ ଘରେ ରବିବାର ରାତ୍ରରେ ନିଜର...

ଡାବୁଗାଁରେ ସ୍ଵାଧୀନତା ଦିବସ ପାଳିତ

0
ନବରଙ୍ଗପୁର ୧୬/୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) - ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ସାମ୍ବାଦିକ ସଂଘ କାର୍ଯ୍ୟାଳୟ,...

ତାଳଚେର ଓକିଲ ସଂଘ ତରଫରୁ ସ୍ୱାଧୀନତା ଦିବସ ପାଳିତ

0
ତାଳଚେର, ୧୬/୮(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଓକିଲ ସଂଘ ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ସହ ୭୬ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି...

ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ

0
ତାଳଚେର, ୧୬/୮(ଓଡ଼ିଆ ପୁଅ/ଅଜିତ ବେହେରା): ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡ. ବିନୟ କୁମାର ଖିଲାର ପ୍ରଥମେ ମଧୁବାବୁ ଏବଂ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ...

୧୬ ଅଗଷ୍ଟ ମଙ୍ଗଳବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। ପରିଜନ ତଥା ମିତ୍ରମାନଙ୍କ ସହିତ ସମାରୋହରେ ଉପସ୍ଥିତ ରହିପାରନ୍ତି। ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ସାହ ରହିବ, କିନ୍ତୁ ଅତି ଉତ୍ସାହରେ...

ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ସ୍ଥିତିର ସମୀକ୍ଷା : ତଳମୁଣ୍ଡରେ ବନ୍ୟାର ପ୍ରକୋପ କମାଇବାକୁ...

0
ଭୁବନେଶ୍ୱର, ୧୫/୦୮ (ଓଡ଼ିଆ ପୁଅ) ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କର ସମ୍ଭାବ୍ୟ ବନ୍ୟାର ପ୍ରକୋପ କମାଇବା ପାଇଁ ହୀରାକୁଦ ବନ୍ଧର ୮ଟି ଗେଟ୍ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ବନ୍ଦ ରଖୁବାକୁ ନିଷ୍ପତ୍ତି...

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ : ୫୯ ନଂ ଜାତୀୟ ରାଜପଥ ଉପରେ...

0
ବାଲିଗୁଡ଼ା ୧୫-୮ : (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା। ଲଗାଣ ବର୍ଷାରେ ଜିଲ୍ଲା ସଦର...

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
- ଦେଶବାସୀଙ୍କୁ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ - ଅମୃତ କାଳରେ ବିକଶିତ ଭାରତ ପାଇଁ ସମ୍ଭାବ୍ୟ ଉଦ୍ୟମ କରିବାକୁ ଆହ୍ୱାନ ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୫ (ଓଡ଼ିଆ ପୁଅ) – କେନ୍ଦ୍ର ଶିକ୍ଷା,...

କଡ଼ା ସୁରକ୍ଷାମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୬ ତମ ସ୍ଵାଧୀନତା ଦିବସ ପାଳନ, ସ୍ଵାଧୀନତା ସଂଗ୍ରାମରେ...

0
ମାଲକାନଗିରି, ୧୫-୮ (ଓଡ଼ିଆ ପୁଅ) ସମଗ୍ର ଦେଶ ସ୍ଵାଧୀନତାର ଅମୃତକା ମହୋତ୍ସବ ପାଳୁଥିବା ବେଳେ ସେଥିରୁ ବାଦପଡ଼ିନାହିଁ ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା। କଡ଼ା ପୋଲିସ ସୁରକ୍ଷା ଓ କୋଭିଡ୍ କଟକଣା...

ପୁରୀରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ

0
ପୁରୀ ୧୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ...

ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ

0
ପୁରୀ ୧୫-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବନ୍ୟା ଆଶଙ୍କା ନେଇ ଏକ...

ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

0
ଆଜି ସାରା ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପବିତ୍ର ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ...

କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକ୍ତି ପାଇଲେ ୪ କଏଦୀ

0
କେନ୍ଦୁଝର ୧୫-୮ (ଓଡ଼ିଆ ପୁଅ) ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଅଳ୍ପ ସଜାରେ ଦଣ୍ଡିତ ପରେ ଆଚରଣରେ ପରିବର୍ତ୍ତନ ହୋଇଥିବା ୪ ଜଣ ପରିବର୍ତ୍ତିତ କଏଦୀଙ୍କୁ ମୁକ୍ତ କଲେ ସରକାର। ଏହି...

୧୫ ଅଗଷ୍ଟ ସୋମବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ଆଜିର ଦିନ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ବିଶେଷ ରହିବେ। ମନରେ କୌଣସି ପକ୍କା ନିର୍ଣ୍ଣୟ ନିଅନ୍ତୁ ନାହିଁ। ଦ୍ୱନ୍ଦ୍ୱରେ ରହିବେ। ଟଙ୍କାର ଆଦାନ ପ୍ରଦାନ କିମ୍ବା ଆର୍ଥିକ କାରବାର...

ସ୍ୱାଭିମାନ ଅଞ୍ଚଳ ତଥା ମାଓଗଡ଼ରେ ଥିବା ମାଓବାଦୀଙ୍କ ସହୀଦ ସ୍ତମ୍ଭରେ ଗ୍ରାମବାସୀ ଉଡାଇଲେ ତ୍ରିରଙ୍ଗା...

0
ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ମାଓଗଡ଼ରେ ଥିବା ମାଓବାଦୀଙ୍କ ସହୀଦ ସ୍ତମ୍ବରେ ତ୍ରିରଙ୍ଗା ପତାକା ଉଡାଇ ଗ୍ରାମବାସୀମାନେ ସ୍ବାଧୀନତାର ଅମୃତ କା ମହୋତ୍ସଵ ଆଜି ପାଳିଛନ୍ତି। ଲାଲ୍ ଗଡରେ...

ମାଲକାନଗିରି ଜିଲାରେ ଡେଙ୍ଗୁ ଆତଙ୍କ : ମାସକ ମଧ୍ୟରେ ୧୩୬ ଚିହ୍ନଟ

0
ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ମାଲକାନଗିରି ଜିଲାରେ ଲଗାଣ ବର୍ଷା ଲାଗିରହିଥିବାରୁ ଡେଙ୍ଗୁ ଜ୍ଵର ଆତଙ୍କ ଦେଖାଦେଇଛି। ମାସକ ମଧ୍ୟରେ, ୧୩୬ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇ ସାରିଲେଣି। ବିଶେଷ କରି ଚିତ୍ରକୋଣ୍ଡା...

ନକ୍ସଲ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ନକଲି ନକ୍ସଲ ଗିରଫ

0
ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ନକ୍ସଲ ନାମରେ ଫୋନରେ ଧମକ ଦେଇ ୧୦ ଲକ୍ଷ ଟଙ୍କା ପୋଷାକ ଜୋତା ମାଗିବା ଅଭିଯୋଗରର ମାଲକାନଗିରି ଥାନା ପୁଲିସ ଜଣେ ନକଲି ନକ୍ସଲ କୁ ଗିରଫ...

କଟକ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କଲେ ମେୟର ସୁବାଷ ସିଂହ

0
କଟକ, ୧୪/୮ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବାକୁ କଟକ ମହାନଗର ନିଗମ ପୂର୍ଣ୍ଣ ପ୍ରସ୍ତୁତ ବୋଲି ମେୟର ସୁବାସ ସିଂହ କହିଛନ୍ତି। ବଜ୍ରକବାଟି ରୋଡ ସ୍ଥିତ ମୁଖ୍ୟ...