Home Authors Posts by Bureau

Bureau

17653 POSTS 0 COMMENTS

୧୮ ନଭେମ୍ବର ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

0
ମେଷ : ପରିବାର ଏବଂ କାର୍ଯ୍ୟକ୍ଷେତ୍ରରେ ବୁଝାମଣାପୂର୍ଣ୍ଣ ବ୍ୟବହାରରେ ସଂଘର୍ଷକୁ ଏଡ଼ାଇ ଦିଆଯାଇପାରିରେ। ନିଜ ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିର ଆବଶ୍ୟକତା ଅଛି, ନହେଲେ ବିବାଦ ହୋଇପାରେ। ମହିଳା ବର୍ଗଙ୍କଠାରୁ...

ଆଇପିଏସ୍‌ ସ୍ତରରେ ଅଦଳ ବଦଳ

0
ଭୁବନେଶ୍ୱର ୧୭ -୧୧ (ଓଡ଼ିଆ ପୁଅ) ଆଇପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଏ ନେଇ ଓଡିଶା ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, - ଶ୍ରୀ ବିନୟାନନ୍ଦ...

ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଆନ୍ଦୋଳନ ଡାକରା

0
- ଆନ୍ଦୋଳନର ମଙ୍ଗ ଧରିବେ ମହିଳା, ଯୁବ ଓ ଛାତ୍ର ସଂଗଠନ - ନଭେମ୍ବର ୨୨, ୨୩ ଓ ୨୪ ରେ ତିନି ଆରଡିସି ଦପ୍ତର ଆଗରେ ଧାରଣା ଓ ଧର୍ମଘଟ - ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ମିଶନ ଶକ୍ତି ଗୋଷ୍ଠୀର ମା’ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ...

0
- ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ସରକାର ପ୍ରତିଶୃତିବଦ୍ଧ - ମିଶନ ଶକ୍ତି ଗୋଷ୍ଠୀର ମା'ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ଆବଶ୍ୟକ ସ୍ଥଳେ ପାରିଶ୍ରମିକ ବୃଦ୍ଧି କର - ବ୍ୟାଙ୍କ...

ଆନ୍ତର୍ଜାତୀୟ ନ୍ୟାୟାଳୟର ଚାପରେ କୁଲଭୂଷଣ ଯାଦବଙ୍କୁ ବଡ ଆଶ୍ୱସ୍ତି, ଅପିଲ କରିବାର ଅଧିକାର ମିଳିଲା

0
ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲରେ ଥିବା କୁଲଭୂଷଣ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ ଯାଦବଙ୍କୁ ଅପିଲ...

ଅନ୍ୟ ଜାତିରେ ବିବାହ କରିବାରୁ ୨୫ ବର୍ଷର ଝିଅକୁ ପ୍ରଥମେ ବଳାତ୍କାର ଏବଂ ପରେ...

0
ଭୋପାଳ ୧୭-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଏପରି ଏକ ନୃଶଂସ ବାପାର କାହାଣୀ ଆସିଛି। ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ଝିଅକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ଅଭିଯୋଗରେ...

କ୍ୟାବ ଡ୍ରାଇଭରକୁ ଏମିତି ଚାପୁଡ଼ା ମାରିଚାଲିଲେ ମହିଳା, ଭିଡିଓ ଭାଇରାଲ, ଏବେ ଭଜିବେ ନାମ

0
ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ଲକ୍ଷ୍ନୌପରି ଦିଲ୍ଲୀରେ ଏକ ସମପ୍ରକାରର ଘଟଣା ଘଟିଛି। ରାଜଧାନୀରେ ରାସ୍ତାର ମଝିରେ ଜଣେ ମହିଳା, କ୍ୟାବ ଡ୍ରାଇଭରଙ୍କୁ ମାଡ ମାରିବାର ଏକ ଭିଡିଓ ଭାଇରାଲ...

ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଯୋଗାନନ୍ଦ ଶାସ୍ତ୍ରୀ ଏନସିପିରେ...

0
ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଯୋଗାନନ୍ଦ ଶାସ୍ତ୍ରୀ ଏନସିପିରେ ଯୋଗ ଦେଇଛନ୍ତି। ତେବେ ଏନସିପିର ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ...

ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ, ୨ ମୃତ

0
ଭୁବନେଶ୍ୱର ୧୭ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ନୂଆ ଆକ୍ରାନ୍ତ: ୨୨୬ ୦-୧୮ ବର୍ଷର: ୩୩ -...

ମାଲବାହୀ ଟ୍ରେନର ୮ ଟି କୋଚ୍ ଲାଇନ୍‌ଚ୍ୟୁତ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ଚଲାଚଳ ବ୍ୟାହତ

0
ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ୟୁପିର ଚାନ୍ଦୁଲିର ଜାଫରପୁର ଗାଁ ନିକଟରେ ମାଲବାହୀ ଟ୍ରେନର ୮ ଟି ଡବା ଲାଇନ୍‌ଚ୍ୟୁତ ହୋଇଛି। ଏହା ଫଳରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍ ପ୍ରଭାବିତ...

ଦେଶରେ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୯୭...

0
ନୂଆ ଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୮,୫୫୫ କୁ ହ୍ରାସ...

କଟକରେ ନଦୀଗୁଡିକରେ ଏକତ୍ରିତ ହୋଇ ଶ୍ରଦ୍ଧାଳୁମାନେ ଡ଼ଙ୍ଗା ଭସେଇ ପାରବେ ନାହିଁ

0
କଟକ, ୧୬/୧୧(ଓଡ଼ିଆ ପୁଅ /ଅଭୟ ଜେନା )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକ ସହରର ଶ୍ରଦ୍ଧାଳୁମାନେ ସ୍ଥାନୀୟ ନଦୀ ମାନଙ୍କରେ ଏକତ୍ରିତ ହୋଇ ଡ଼ଙ୍ଗା ଭସେଇ ପାରିବେନି ବୋଲି ଡିସିପି ପ୍ରତୀକ ସିଂହ ସୂଚନା...

ଓଡ଼ିଶା ଓ ଛତିଶଗଡ଼ ପୋଲିସ୍ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ

0
କଟକ, ୧୬/୧୧ (ଓଡ଼ିଆ ପୁଅ) :- ଆଜି ଅପରାହ୍ନରେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ୍ ମଧ୍ୟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ପୂର୍ବାଞ୍ଚଳ ଏକ୍ସପ୍ରେସ୍‍ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0
-ସୁଲାତାନପୁର ଜିଲ୍ଲାରେ ଏକ୍ସପ୍ରେସ୍‍ୱେରେ ନିର୍ମିତ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରିପ୍‍ରେଏୟାର ସୋକୁ କଲେ ପ୍ରଦର୍ଶନ -‘ଏହି ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶରେ ଗ୍ରହଣ କରାଯାଇଥିବା ପ୍ରତିବଦ୍ଧତାର ପ୍ରମାଣ ତଥା ଉତ୍ତର ପ୍ରଦେଶର ଗୌରତ ତଥା...

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆୟକର ବିଭାଗ ପକ୍ଷରୁ ଆସନ୍ତାକାଲି ଆୟୋଜିତ ହେବ...

0
ନୂଆ ଦିଲ୍ଲୀ ୧୬ -୧୧ (ଓଡ଼ିଆ ପୁଅ) ଦେଶ ସ୍ୱାଧୀନତାର ୭୫ତମ ବର୍ଷ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି ‘ଆଜାଦୀ କା ଅମୃତ ମହୋତ୍ସବ’। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କ୍ଷେତ୍ର ପ୍ରଧାନ...

ଜାତୀୟ ପ୍ରେସ ଦିବସ ଅବସରରେ ଗଣମାଧ୍ୟମକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଶୁଭେଚ୍ଛା

0
ନୂଆ ଦିଲ୍ଲୀ ୧୬ -୧୧ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଆଜି ଭାରତର ଗଣମାଧ୍ୟମ ପରିବାରକୁ ଜାତୀୟ ପ୍ରେସ ଦିବସ ଅବସରରେ ଅଭିନନ୍ଦନ...

ଆସନ୍ତା ୧୮ ତାରିଖରେ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର...

0
ଭୁବନେଶ୍ୱର ୧୬ -୧୧ (ଓଡ଼ିଆ ପୁଅ) ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି।...

ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ...

0
ପୁରୀ ୧୬ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ପୌର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ପ୍ରତିବାଦରେ...

ଜାମିନବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ୩୪୮୮ ଅପରାଧୀଙ୍କୁ ଗିରଫ...

0
ଭୁବନେଶ୍ୱର ୧୬ -୧୧ (ଓଡ଼ିଆ ପୁଅ) ଚଳିତ ସପ୍ତାହରେ ୫ ତାରିଖଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପୋଲିସ ତରଫରୁ ଜାମିନ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା।...

ହେରିଟେଜ ରାଇଡରେ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ

0
ପୁରୀ ୧୬ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ହେରିଟେଜ ରାଇଡରେ ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟିକ ଦୂତାବାସର ପ୍ରତିନିଧି ମଣ୍ତଳୀ ସାମିଲ ହୋଇଛନ୍ତି। ଆଜି ଅପରାହ୍ନରେ ବାଣିଜ୍ୟିକ ରାଷ୍ଟ୍ରଦୂତ (କନସଲ ଜେନେରାଲ) ଜୋଏଲ ରିଫମ୍ୟାନଙ୍କ...