Home Top News ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଯୋଗାନନ୍ଦ ଶାସ୍ତ୍ରୀ ଏନସିପିରେ ଯୋଗ...

ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଯୋଗାନନ୍ଦ ଶାସ୍ତ୍ରୀ ଏନସିପିରେ ଯୋଗ ଦେଲେ

36

ନୂଆ ଦିଲ୍ଲୀ ୧୭ -୧୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭାର ପୂର୍ବତନ ବାଚସ୍ପତି ଓ ବରିଷ୍ଠ କଂଗ୍ରେସ ନେତା ଯୋଗାନନ୍ଦ ଶାସ୍ତ୍ରୀ ଏନସିପିରେ ଯୋଗ ଦେଇଛନ୍ତି।

ତେବେ ଏନସିପିର ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ସେ ଏନସିପିରେ ଯୋଗ ଦେଇଛନ୍ତି।

ଶାସ୍ତ୍ରୀ ୨୦୨୦ ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.