Home Coronavirus Outbreak ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ, ୨ ମୃତ

ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ, ୨ ମୃତ

56

ଭୁବନେଶ୍ୱର ୧୭ -୧୧ (ଓଡ଼ିଆ ପୁଅ) ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ନୂଆ ଆକ୍ରାନ୍ତ: ୨୨୬
୦-୧୮ ବର୍ଷର: ୩୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୮
– ସ୍ଥାନୀୟ ଅଞ୍ଚଳରୁ୯୮
୧- ବାଲେଶ୍ୱର ଜିଲ୍ଲାରୁ – ୧୦
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୪
୪- ବୌଦ୍ଦ ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୧୫
୬- ଦେବଗଡ଼ ଜିଲ୍ଲାରୁ – ୧
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଞ୍ଜାମ ଜିଲ୍ଲାରୁ – ୨
୯- ଜଗତସିଂହପୁର ଜିଲ୍ଲାରୁ – ୪
୧୦- ଯାଜପୁର ଜିଲ୍ଲାରୁ – ୮
୧୧- କଳାହାଣ୍ଡି ଜିଲ୍ଲାରୁ – ୩
୧୨- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୩
୧୩- ଖୋର୍ଦ୍ଧାରୁ : ୧୧୪
୧୪- କୋରାପୁଟ ଜିଲ୍ଲାରୁ – ୨
୧୫- ମାଲକାନଗିରି : ୨
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୬
୧୭- ନୟାଗଡ଼ ଜିଲ୍ଲାରୁ – ୩
୧୮- ପୁରୀ ଜିଲ୍ଲାରୁ – ୧
୧୯- ସମ୍ବଲପୁର ଜିଲ୍ଲାରୁ – ୭
୨୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧
୨୧- State Pool: ୨୭
– ନୂଆ ସୁସ୍ଥ ହୋଇଥିଲେ୨୩୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୩୦୦୬୪୯୪
– ମୋଟ ଆକ୍ରାନ୍ତ ୧୦୪୬୦୮୮
– ମୋଟ ସୁସ୍ଛ ହୋଲେଣି ୧୦୩୪୯୯୫
– ସକ୍ରୀୟ ଆକ୍ରାନ୍ତ – ୨୬୫୭

ରାଜ୍ୟରେ ଆଜି କରୋନା ନେଇଛି ୨ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮୩୮୩ କୁ ବୃଦ୍ଧି ପାଇଛି।

୧- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ମେଲିଟସ୍ ରୋଗରେ ପୀଡ଼ିତ ଥିଲେ।
୨- ମୟୁରଭଞ୍ଜ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.