Home Coronavirus Outbreak ଦେଶରେ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୯୭ ନୂଆ...

ଦେଶରେ କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୧ ମୃତ

28

ନୂଆ ଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୮,୫୫୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୩୭.୩୦% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୩୮,୭୩,୮୯୦ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୨,୧୩୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୮୦୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୪,୬୬,୫୯୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨,୨୩୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୬୪,୧୫୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୩୭.୩୦%

ଆରୋଗ୍ୟ ହୋଇଛନ୍ତି ୯୮.୨୮୦୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୫%

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୨, ୭୦, ୧୬, ୩୩୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୪୨, ୧୭୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୩୬ ୧୨୯
ଆନ୍ଧ୍ରପ୍ରଦେଶ ୨୭୩୪ ୨୦୫୩୧୩୪ ୪୧୬ ୧୪୪୧୮
ଅରୁଣାଚଳ ପ୍ରଦେଶ ୫୦ ୫୪୯୦୦ ୨୮୦
ଆସାମ ୩୨୨୬ ୬୦୫୧୩୧ ୧୭୧ ୬୦୫୬
ବିହାର ୨୭ ୭୧୬୪୭୨ ୯୬୬୨
ଚଣ୍ଡିଗଡ଼ ୩୦ ୬୪୫୪୦ ୮୨୦
ଛତିଶଗଡ ୨୬୬ ୯୯୨୫୫୨ ୧୩୫୮୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୮
ଦିଲ୍ଲୀ ୩୫୭ ୧୪୧୫୦୩୨ ୨୪ ୨୫୦୯୫
୧୦ ଗୋଆ ୨୫୨ ୧୭୪୯୦୫ ୨୦ ୩୩୭୬
୧୧ ଗୁଜୁରାଟ ୨୫୩ ୮୧୬୬୭୧ ୧୭ ୧୦୦୯୦
୧୨ ହରିୟାଣା ୧୪୬ ୭୬୧୨୬୬ ୧୬ ୧୦୦୫୧
୧୩ ହିମାଚଳ ପ୍ରଦେଶ ୧୧୩୨ ୨୨୧୦୬୮ ୧୦୯ ୩୮୨୨
୧୪ ଜାମ୍ମୁ କାଶ୍ମୀର ୧୫୪୪ ୩୨୮୪୩୩ ୧୧୫ ୪୪୫୫
୧୫ ଝାଡଖଣ୍ଡ ୧୩୩ ୩୪୩୭୬୯ ୨୨ ୫୧୩୯
୧୬ କର୍ଣ୍ଣାଟକ ୭୫୨୨ ୨୯୪୬୬୦୧ ୬୬୭ ୩୮୧୫୩
୧୭ କେରଳ ୬୩୯୬୮ ୪୯୭୧୦୮୦ ୬୭୦୫ ୩୬୦୮୭ ୨୧୦
୧୮ ଲଦାଖ ୧୯୭ ୨୦୮୨୧ ୨୭ ୨୧୧
୧୯ ଲକ୍ଷଦୀପ ୧୦୩୧୪ ୫୧
୨୦ ମଧ୍ୟପ୍ରଦେଶ ୭୭ ୭୮୨୩୭୯ ୧୦୫୨୫
୨୧ ମହାରାଷ୍ଟ୍ର ୧୫୪୯୭ ୬୪୬୯୭୩୯ ୯୪୮ ୧୪୦୬୩୬ ୩୪
୨୨ ମଣିପୁର ୫୩୭ ୧୨୨୦୯୮ ୩୩୪ ୧୯୫୩
୨୩ ମେଘାଳୟ ୨୬୩ ୮୨୩୫୨ ୨୫ ୧୪୬୫
୨୪ ମିଜୋରାମ ୫୩୯୦ ୧୨୩୯୮୮ ୨୫୦ ୪୬୭
୨୫ ନାଗାଲାଣ୍ଡ ୧୪୮ ୩୧୧୭୫ ୧୬ ୬୯୫
୨୬ ଓଡ଼ିଶା ୨୪୮୬ ୧୦୩୪୯୯୫ ୨୩୬ ୮୩୮୧
୨୭ ପୁଡୁଚେରୀ ୩୨୦ ୧୨୬୩୦୯ ୧୮ ୧୮୬୬
୨୮ ପଞ୍ଜାବ ୩୦୨ ୫୮୫୯୫୮ ୨୭ ୧୬୫୭୩
୨୯ ରାଜସ୍ଥାନ ୭୩ ୯୪୫୫୧୨ ୧୭ ୮୯୫୪
୩୦ ସିକ୍କିମ୍ ୧୧୭ ୩୧୫୯୦ ୪୦୧
୩୧ ତାମିଲନାଡୁ ୯୩୪୯ ୨୬୭୦୭୬୧ ୯୧୩ ୩୬୩୧୧ ୧୫
୩୨ ତେଲେଙ୍ଗାନା ୩୭୩୭ ୬୬୬୧୭୬ ୧୬୪ ୩୯୭୬
୩୩ ତ୍ରିପୁରା ୧୧୩ ୮୩୭୬୧ ୧୦ ୮୧୭
୩୪ ଉତ୍ତରାଖଣ୍ଡ ୧୭୪ ୩୩୬୪୮୦ ୭୪୦୪
୩୫ ଉତ୍ତରପ୍ରଦେଶ ୯୯ ୧୬୮୭୨୮୦ ୨୨୯୦୯
୩୬ ପଶ୍ଚିମବଙ୍ଗ ୮୦୨୭ ୧୫୭୮୪୩୪ ୮୨୫ ୧୯୩୩୩ ୧୪
ମୋଟ ୧୨୮୫୫୫ ୩୩୮୭୩୮୯୦ ୧୨୧୩୪ ୪୬୪୧୫୩ ୩୦୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.