Home ଓଡ଼ିଶା କଟକରେ ନଦୀଗୁଡିକରେ ଏକତ୍ରିତ ହୋଇ ଶ୍ରଦ୍ଧାଳୁମାନେ ଡ଼ଙ୍ଗା ଭସେଇ ପାରବେ ନାହିଁ

କଟକରେ ନଦୀଗୁଡିକରେ ଏକତ୍ରିତ ହୋଇ ଶ୍ରଦ୍ଧାଳୁମାନେ ଡ଼ଙ୍ଗା ଭସେଇ ପାରବେ ନାହିଁ

34

କଟକ, ୧୬/୧୧(ଓଡ଼ିଆ ପୁଅ /ଅଭୟ ଜେନା )କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକ ସହରର ଶ୍ରଦ୍ଧାଳୁମାନେ ସ୍ଥାନୀୟ ନଦୀ ମାନଙ୍କରେ ଏକତ୍ରିତ ହୋଇ ଡ଼ଙ୍ଗା ଭସେଇ ପାରିବେନି ବୋଲି ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି। କୋଭିଡ କଟକଣା ଓ ଏସ ଆର ସି ଙ୍କ ଗାଇଡ଼ ଲାଇନ ଦୃଷ୍ଟିରୁ ଏହାକୁ କଡାକଡି ପାଳନ କରିବାକୁ ଡିସିପି ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଯେ ସ୍ଥାନୀୟ ମହାନଦୀ, କାଠଯୋଡି, ଓ କୁଆଖାଇ ନଦୀ ରେ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରଭାତ ରୁ ସ୍ନାନ କରି ପୁଣ୍ୟ ଅର୍ଜନ କରିବାର ପରମ୍ପରା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.