Tag: Bhadrak News
ଗାନ୍ଧୀଙ୍କ ଐତିହାସିକ ହରିଜନ ପଦଯାତ୍ରା ସ୍ମାରକୀ ଦିବସ ପାଳିତ
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୩୪ ମସିହା ଜୁନ ୭ ତାରିଖରେ ଐତିହାସିକ ହରିଜନ ପଦଯାତ୍ରାର ସ୍ମାରକୀ ଦିବସ ଉପଲକ୍ଷେ ଆଜି ଭଦ୍ରକ ଗାନ୍ଧି ବିଚାରମଞ୍ଚ ଏବଂ...
ଜିଲାରେ ଦୁଇଦିନିଆ ସଟ୍ଡାଉନ୍ : ଶୂନଶାନ ସହରରେ ନୀରବତାର ଛାଇ
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ମହାମାରୀକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧୧ଟି ଜିଳାରେ ଚଳିତମାସ ପ୍ରଥମ ସପ୍ତାହର ପ୍ରତ୍ୟେକ ଶନିବାର ଓ...
ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪୦ : ୧୦୬ ସୁସ୍ଥ, ୩୪ ଚିକିତ୍ସାଧିନ
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାରେ ଦୁଇଦିନରେ ମୋଟ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୪ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା...
ଧାମରା-କାଳିନାଳୀ-ତାଳଚୁଆ ଆର୍ନ୍ତଜିଲ୍ଲା ଜଳପଥ ପରିବହନ ସାଗରମାଳା : ପ୍ରକଳ୍ପର ଅଭିମୂଖେ ପୋର୍ଟ ନିର୍ଦ୍ଦେଶକ ଏବଂ...
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତସ୍ଥ କାଳିନାଳୀ- ତାଳଚୁଆ ଆର୍ନ୍ତଜିଲ୍ଲା ଜଳପଥ ପରିବହନ ସାଗରମାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନେଇ ଆଜି ରାଜ୍ୟ...
ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୩୦ ୟୁନିଟ୍ ରକ୍ତ ସଂଗ୍ରହ
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଘଣ୍ଟେଶ୍ୱର ସଣ୍ଡଗଡା ଗ୍ରାମରେ ଥିବା ବିଦ୍ୟାଳୟ ପରିସରରେ ପାଣିଗ୍ରାହୀ ମେଡିକାଲ ଷ୍ଟୋର ପକ୍ଷରୁ ଏକ...
ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ : କରୋନା ପାଇଁ ବିନା ଭକ୍ତରେ ସମ୍ପନ୍ନ...
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତ ଅନୁଷ୍ଠିତ ହୋଇଯାଇଛି । ବିଶେଷକରି ମହାମାରୀ...
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଥାନା ଅଧୀନସ୍ଥ ଶ୍ୟାମପୁର ଗ୍ରାମର ପାଣ୍ଡବ ସାହୁଙ୍କ ପତ୍ନୀ ମାନସୀ ସାହୁ (୪୬)ଙ୍କର ଆଜି ସାପ କାମୁଡାରେ ମୃତ୍ୟୁ ଘଟିଥିବା...
ଧାମନଗରରେ ଧରାହେଲା ବେଆଇନ୍ ଗୋ-ଚାଲାଣ ପିକ୍ଅପ୍, ୬ ଟି ଗୋରୁ ଉଦ୍ଧାର
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ଭଳି ମହାମାରୀ ସମୟରେ ବି ଦିନ ଦ୍ୱିପ୍ରହରରେ ଜିଲା ପୁଲିସ୍ ପ୍ରଶାସନ ଆଖିରେ ଧୂଳିଦେଇ ବେଧଡକ ଭାବେ ବେଆଇନ୍ ଗୋ-ଚାଲାଣ...
ବିଦ୍ୟୁତ୍ ଆଘାତରେ ଯୁବକ ମୃତ
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବାସୁଦେବପୁର ବ୍ଲକ୍ର ନରସିଂହପୁର ପଂଚାୟତ ମଖଲପୁର ଅଂଚଳର ଜଣେ ୧୮ ବର୍ଷ ଯୁବକର ଅକାଳ ମୃତ୍ୟୁ । ମଖଲପୁର...
ଧାମରା ରେ କ୍ଷୟକ୍ଷତି ର ଆକଳନ ପାଇଁ ୫ଜଣିଆ କେନ୍ଦ୍ରୀୟ ଟିମ : କରୋନା...
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାତ୍ୟା ଅମ୍ଫାନ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ସେହି କ୍ଷୟକ୍ଷତିର ଆକଳନ ପାଇଁ ଆଜି ୫ଜଣିଆ କେନ୍ଦ୍ରୀୟ ଟିମ...
ବାତ୍ୟା ଅମ୍ଫାନର କ୍ଷୟକ୍ଷତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ପ୍ରତିନିଧି ଦଳ
ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିକଟ ଅତୀତରେ ବାତ୍ୟା ଅମ୍ଫାନ ଭଦ୍ରକ ଜିଲ୍ଲାରେ ପ୍ରଭୁତ କ୍ଷତି ଘଟାଇ ଯାଇଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଭଦ୍ରକ...
ଧାମରାରେ କରୋନାର ଭୟାବହତାକୁ ନେଇ ଆଶଙ୍କା, କଂଗ୍ରେସ – ପ୍ରଶାସନର ଦ୍ୱାରସ୍ଥ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦରାଂଚଳରେ କରୋନାର ଭୟାବହତାକୁନେଇ ଗୋଷ୍ଠୀ ସଂକ୍ରମଣର ଆଶା ରହିଛି, ତୁରନ୍ତ ଏହି ରୋଗ ପ୍ରଭାବରୁ ରକ୍ଷା ପାଇବା ପାଇଁ ବରିଷ୍ଠ...
ସଟଡାଉନ ବେଳେ ଖବର କାଗଜ ବିତରଣ କଟକଣାମୁକ୍ତ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ଶନିବାର ଓ ରବିବାର ସଟଡାଉନ ବେଳେ ଖବରକାଗଜ ବିତରଣ କଟକଣା ମୁକ୍ତ ରହିବ । ଏହା ସ୍ପଷ୍ଟ କରିଛନ୍ତି ଭଦ୍ରକ...
ନଦୀରୁ ଉଦ୍ଧାର ହେଲା ନିଖୋଜ ମହିଳାଙ୍କ ଶବ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମ ବୈତରଣୀ ନଦୀ ଘାଟରୁ ଜଣେ ବୟସ୍କ ମହିଳାଙ୍କ ଶବକୁ ପୁଲିସ୍...
କୋଡଗମ୍ଭୀର ଗ୍ରାମରେ ପଲ୍ଲୀସଭାକୁ ନେଇ ଉତ୍ତେଜନା
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ସମୟରେ ସମସ୍ତ ସଭା ସମିତି ଆୟୋଜନ କରିବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ହେଲେ ଭଦ୍ରକ...
ଏସିଏଫ୍ଙ୍କ ଘରେ ଭିଜିଲାନ୍ସ ଚଢଉ : ଦେଢକୋଟିର ସଂପତ୍ତି ଠାବ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜଂଗଲ ଓ ବନ୍ୟପ୍ରାଣୀ ବିଭାଗର ଆସିଷ୍ଟାଣ୍ଡ କଞ୍ଜରଭେଟର ଏସିଏଫ୍ ବିରାଜ ମୋହନ ମହାନ୍ତି ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା...
ଆଜି ଆଉ ୯ ଆକ୍ରାନ୍ତ ଚିହ୍ନଟ : ସଂପୃକ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ରାଜ୍ୟରେ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି...
ସାଢେ ୧୩ ହଜାର ଚାଷୀଙ୍କୁ ମିଳିବ ୪୯ କୋଟି ଟଙ୍କାର ଋଣ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ଖରିଫ ଚାଷ ପାଇଁ ଚାଷୀଙ୍କୁ ସମବାୟ ଋଣ ପ୍ରଦାନ ଏବେଠୁ ବାଟବଣା ହେବା ଦେଖାହେଲାଣି । କାରଣ କରୋନା ମାଡରେ...
ଧାନର ଏମ୍ଏସ୍ପି ବୃଦ୍ଧିରେ ଚାଷୀ ହତାଶ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ବିପତ୍ତି ସମୟରେ କେନ୍ଦ୍ର ସରକାର ୧୪ଟି କୃଷିଜାତ ଉତ୍ପାଦର ସହାୟକ ଦର ୫୦ ରୁ ୮୩ ପ୍ରତିଶତ ବୃଦ୍ଧି କରିଛନ୍ତି...
ବାତ୍ୟା ଅମ୍ଫାନ କ୍ଷୟକ୍ଷତିକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଧାମରା ଗସ୍ତ
ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ମାସରେ ବାତ୍ୟା ଅମ୍ପାନ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଧାମରା ଉପକୂଳ ଅଂଚଳରେ ମଧ୍ୟ ଏହି ବାତ୍ୟା ବହୁ...