Home ଜିଲ୍ଲା ପରିକ୍ରମା ବାଲି ଟ୍ରକ ଜବତ, ଚାଳକ ଗିରଫ

ବାଲି ଟ୍ରକ ଜବତ, ଚାଳକ ଗିରଫ

44

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ପୁଲିସ ଆଜି ୧୬ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରୁ ବେଆଇନ ବାଳି ପରିବହନକାରୀ ଟ୍ରକ ଜବତ କରିବା ସହ ଚାଳକକୁ ଗିରଫ କରିଥିବା ଜଣାଯାଇଛି । ଭଦ୍ରକ ଆଡକୁ ଯାଉଥିବା ଓଆର ୧୬ ସି ୩୦୬୩ନଂ ବେଆଇନ ବାଲି ବୋଝେଇ ଟ୍ରକ ଜବତ ହେବା ସହ ଚାଳକ ବାଲେଶ୍ୱର ଥାନା ଅଞ୍ଚଳର ରଣଜିତ ବାରିକକୁ ଗିରଫ କରାଯାଇଛି । ଥାନାରେ ୩୩୬/୨୧ନଂ ମାମଲା ଋଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.