Tag: Bhadrak News
ବିଶ୍ୱ ସଂସ୍କୃତ ଦିବସ ସମାରୋହ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲୋକଭାଷା ପ୍ରଚାର ସମିତିଃ, ଭଦ୍ରକ ଶାଖା ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ସମାରୋହ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ନାୟକଙ୍କ ସଭାପତିତ୍ୱରେ...
୧୭ ବର୍ଷ ଧରି ନାହାଁନ୍ତି ସଂସ୍କୃତ ଶିକ୍ଷକ, ବାରମ୍ବାର ଦାବି ସତ୍ୱେ ଦୃଷ୍ଟି ଦେଉନି...
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ର ବାଲିପୋଖରୀ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦସ୍ଥିତ ଜଗନ୍ନାଥ ପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ୨୦୦୬ ମସିହାରୁ...
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆନ୍ଦୋଳନକୁ ବିଜେପି ଜିଲା ସଭାପତିଙ୍କ ନୈତିକ ସମର୍ଥନ
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭିନ୍ନ ଦାବି ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଚାଳିଥିବା ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ବିଜେପିର ଭଦ୍ରକ ଜିଲା ସଭାପତି ହେମନ୍ତ...
ନବ ନିର୍ମିତ ଭଦ୍ରକ ମେଡ଼ିକାଲ ସିଲିଂ ଗଳିପଡ଼ିବା ଘଟଣା, ଅନୁଧ୍ୟାନ କଲେ ଭଦ୍ରକ ବିଧାନସଭା...
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ଅପରାହ୍ଣରେ ସାମାନ୍ୟ ବର୍ଷା ଓ ଅଳ୍ପ ମାତ୍ର ପବନରେ ଭଦ୍ରକ ଗେଲପୁରଠାରୁ ନବ ନର୍ମିତ ଭଦ୍ରକ ମେଡ଼ିକାଲ (ଶିଶୁ ଓ...
ଆର୍.ଡ଼ି.ସି.ଙ୍କ ଭଦ୍ରକ ଜିଲ୍ଲାଗସ୍ତ, ସମୀକ୍ଷା କଲେ ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ପ୍ରଗତି
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନାର ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସଂପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟଧାରା, ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ...
୪ ଦଫା ଦାବି ନେଇ ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍ର ବିଶେଷ ଅଧିବେଶନ,...
ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅଲ୍ ଓଡ଼ିଶା ମିଟର ରିଡର୍ସ ଆସୋସିଏସନ୍ ପକ୍ଷରୁ ୪ ଦଫା ଦାବି ନେଇ ଏକ ସାଧାରଣ ସଭା ଭଦ୍ରକ ବାଇପାସସ୍ଥିତ...
ଭଣ୍ଡାରିପୋଖରୀ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରତିକାନ୍ତ ବେହେରାଙ୍କ...
ଗର୍ଭଧାରଣ ନକରି ବି କ୍ଷୀର ଦେଉଛି ୧୩ମାସର ବାଛୁରୀ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗର୍ଭଧାରଣ ନକରି ବି ଏକ ୧୩ମାସର ବାଛୁରୀ କ୍ଷୀର ଦେଉଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।...
ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ର ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଥଇଳା ଗ୍ରାମ ମାତିନିସାହି ପୋଖରୀରୁ ଶୁକ୍ରବାର ସନ୍ଧ୍ୟାରେ ଜନୈକ ଯୁବକର ମୃତଦେହ ଉଦ୍ଧାର...
ଛତାବର-ଛଞ୍ôଛଣା ରାସ୍ତାରୁ ଉଚ୍ଛେଦ ଆରମ୍ଭ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ଛତାବର-ଛଞ୍ôଛଣା ପୁର୍ତ୍ତ ରାସ୍ତା ପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ...
ଲୋକକଳା ଜରିଆରେ ଆଇ.ଇ.ସି ଅଭିଯାନ, ଜିଲ୍ଲା ସ୍ତରୀୟ ଦ୍ୱିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଦ୍ୱାରା ଚଳିତ ମାସର ଶେଷାର୍ଦ୍ଧରେ ଯୋଜନାବଦ୍ଧ ଭାବେ ଆୟୋଜିତ ହେବାକୁ ଥିବା ଓଡ଼ିଶା ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା,...
ଜିଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୯ ରେ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୯.୯.୨୦୨୩ ରେ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ...
ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ଦିବସବ୍ୟାପୀ କାର୍ଯ୍ୟକ୍ରମ
ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ସ୍ଥିତ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ୫-ଟି ରେ ଅନ୍ତର୍ଭୁକ୍ତ ହୋଇ ୧ କୋଟି...
କଲେଜକୁ ଯିବା ରାସ୍ତାରେ ଛାତ୍ର ନିଖୋଜ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ବଡ଼ ଲହୁଣିପାଳ ଗ୍ରାମର ଶଶିକାନ୍ତ କବିଙ୍କ ପୁଅ ପ୍ରୀତିରଂଜନ...
ତହସିଲ କାର୍ଯ୍ୟାଳୟ ସାମ୍ନାରେ ଅଖିଳ ଭାରତ କୃଷକ ସଭାର ଗଣଧାରଣା
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ତହସିଲ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଦାବି ନେଇ ଶୁକ୍ରବାର ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା...
ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବେଶ ପଥରେ ନାଳ ଯୋଗୁ ବଢ଼ୁଛି ପ୍ରଦୂଷଣ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ପଥରେ ସୃଷ୍ଟି ହୋଇଥିବା ନାଳ ଯୋଗୁ ତିହିଡ଼ି ବଜାରରେ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ...
ପୁନର୍ବାର ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ଆଶିଷ କୁମାର ମାହୁନ୍ତ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନିରୋଜ କୁନ୍ଦାନ ଓ ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ତଥା ଓଡ଼ିଆ ପ୍ରଭାରୀ ଅନୁଲେଖା...
କୁନି ଝିଅର ରକ୍ଷୀ ବାନ୍ଧିଲେ ଶ୍ରୀଜଗନ୍ନାଥ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଭୁ ଶ୍ରୀଜଗନ୍ନାଥ କୁନି ଭଉଣୀଟିଏ ପଠାଇଥିବା ରାକ୍ଷୀକୁ ହାତରେ ବାନ୍ଧିଛନ୍ତି । ପୁଣି ଭାଇ ଭାବରେ ଭଉଣୀକୁ ମଧ୍ୟ କିଛି ଉପହାର...
ସମିତି ସଂପାଦକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କ ଟାଳଟୁଳ ନୀତି, ଧାରଣା ଚେତାବନୀ
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ବସନ୍ତରାଜ ସାହୁ ସମିତିର ଅର୍ଥ ତୋଷାରପାତ କରିବା ସହ ବେଆଇନ୍...
ଭଣ୍ଡାରିପୋଖରୀରେ ନୂତନ ନିର୍ମାଣ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ଓ ଆଲୋଚନା
ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସକାଳ ୮ ଘଟିକା ସମୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ୍ର ମୁଖ୍ୟ ବଜାରରେ ଏକ ନୂତନ ଯାତ୍ରୀ ବିଶ୍ରାମଗାର,...























