Surendra Nath Pradhan
ପଠାଣି ସାମନ୍ତ ଅଡିଟୋରିୟମ ନବୀକରଣ ପାଇଁ ୨କୋଟି ମଞ୍ଜୁର, ତୃତୀୟନୟନ ପକ୍ଷରୁ ‘ଅନ୍ଧାରରେ ଆସ’ମଂଚସ୍ଥ
ନୟାଗଡ଼, ୧୫-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର କଳା ଓ ସଂସ୍କୃତିର ଅନୁଷ୍ଠାନ ତୃତୀୟନୟନ ପକ୍ଷରୁ ନାଟକ ‘ଅନ୍ଧାରରେ ଆସ’ ସଫଳତାର ସହ ମଂଚସ୍ଥ ହୋଇଯାଇଛି। ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଏକ...
ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ ଅଖଣ୍ଡ ଭଜନ ଉଦ୍ଯାପିତ
ନୟାଗଡ଼, ୧୪ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ୨୪ ଘଂଟିଆ ବିଶ୍ୱବ୍ୟାପୀ ସାଇ...
ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଟିକାକରଣ ପାଇଁ ସଚେତନତା ସଭା
ନୟାଗଡ଼, ୧୪-୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟିକାକରଣ ପାଇଁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ...
ଅଖିଳ ଭାରତୀୟ ବିଶାଳ ଆଇନ୍ ସେବା ଶିବିର
ନୟାଗଡ଼, ୧୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଅଖିଳ ଭାରତୀୟ ଆଇନ ସଚେତନତା ଓ ପ୍ରସାରଣ ଅଭିଯାନ ପରିପ୍ରେକ୍ଷୀରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରା ସରକାରୀ ଜନମଙ୍ଗଳକାରୀ ସହାୟତା ବଂଟନ...
ନୟାଗଡ଼, ଶରଣକୁଳ ଓ ଓଡ଼ଗାଁ ଥାନାରେ ଆଇଆଇସି ଅଦଳବଦଳ
ନୟାଗଡ଼, ୧୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଏସ୍ ପି ସିଦ୍ଧାର୍ଥ କଟାରିଆ ନୟାଗଡ଼ ଟାଉନ ଥାନା, ଶରଣକୁଳ ଥାନା ଓ ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସିକୁ ଅଦଳ ବଦଳ...
ବେନାମୀ କମ୍ପ୍ୟୁଟର ପ୍ରମାଣପତ୍ର ରଦ୍ଦ ପାଇଁ ଦାବି
ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ବେନାମୀ କମ୍ପ୍ୟୁଟର ସାର୍ଟିିଫିକେଟ ଦେଇ ଛାତ୍ରଛାତ୍ରୀଙ୍କୁ ଠକୁଥିବା କମ୍ପ୍ୟୁଟର ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।...
ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀଙ୍କ ହୃଦ୍ଘାତରେ ଦେହାନ୍ତ
ନୟାଗଡ଼, ୧୧ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ପ୍ରସୂତୀ ଓ ସ୍ତ୍ରୀ ବିଭାଗର ବିଶେଷଜ୍ଞ ତଥା ଶରଣକୁଳ ଡାକ୍ତରଖାନାର ମେଡିକାଲ ଅଫିସର ଡାକ୍ତର ସୁରେନ୍ଦ୍ର ଷଡ଼ଙ୍ଗୀ(୫୮)ଙ୍କ ହୃଦ୍ଘାତରେ ପରଲୋକ ଘଟିଛି। ଗୁରୁବାର ଭୋର...
ନନ୍ଦିଘୋର ଠାରେ ମଣ୍ଡଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ନୟାଗଡ଼, ୧୧ା୧୧ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଜବାହରଲାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବସନ୍ତ କିଶୋର ସାହୁଙ୍କ...
ନୟାଗଡ଼ ପୌରପରିଷଦ ୱାର୍ଡ଼ସଂଖ୍ୟା ୧୩ ରୁ ୧୬କୁ ବୃଦ୍ଧି ସହ ସଂରକ୍ଷଣ ତାଲିକା ପ୍ରକାଶ
ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ପୌରପରିଷଦ ୱାର୍ଡ଼ ସଂଖ୍ୟା ୧୩ରୁ ୧୬କୁ ବୃ୍ଦ୍ଧି ପାଇବା ସହ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି ସଂରକ୍ଷଣ ବ୍ୟବସ୍ଥାରେ ଅଧା...
ମହିଳା ଆଇନ ସାକ୍ଷରତା ଓ ଶଶକ୍ତି କରଣ ଶିବିର ଅନୁଷ୍ଠିତ
ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ମହିଳା କମିଶନଙ୍କ ମଳିତ ସହଯୋଗରେ ମହିଳା ଆଇନ ସାକ୍ଷରତା ଓ ଶଶକ୍ତିକରଣ ଶିବିର ସ୍ଥାନୀୟ ଜିଲ୍ଳା...
୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ଗୋସମ୍ପଦ ଓ ମତ୍ସ୍ୟ ଚାଷ ଉପରେ...
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ ମାଛିପଡ଼ା ଗ୍ରାମପଂଚାୟତ ପଡ଼ିଆଠାରେ ୭୦ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଶୁ, ମତ୍ସ୍ୟ, କୃଷି ଓ...
ଇଟାମାଟି ଗ୍ରାମବାସୀଙ୍କ ଦ୍ୱାରା ଯବାନ ସମ୍ମାନୀତ
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଇଟାମାଟି ଗ୍ରାମବାସୀଦ୍ୱାରା ସୀମାନ୍ତରେ କାର୍ଯ୍ୟ କରୁଥିବା ଯବାନ କୈଳାସ ଚନ୍ଦ୍ର ସାହୁଙ୍କୁ ଯଥୋଚିତ ସମ୍ମାନୀତ କରାଯାଇଛି। ଇଟାମାଟି ପାଇକସାହିର କୈଳାସ ଦୀର୍ଘ ୨୦ବର୍ଷ୧୦ମାସ ୨୩...
ପୂର୍ବ ଶତୃତାକୁ ନେଇ ସାନଭାଇର ବୋମାମାଡ଼ରେ ବଡ଼ଭାଇ ଗୁରୁତର
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଳକ ବାହାଡ଼ାଝୋଲାର ମାଣିକପାଟଣାସାହିରେ ରାଜନୈତିକ ହିଂସାରୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବଡ଼ଭାଇ ଓ ସାନଭାଇ ଭିତରେ...
ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଗଣଧାରଣା
ନୟାଗଡ଼, ୬ା୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଓ ନୟାଗଡ଼ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ନୟାଗଡ଼...
ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା
ନୟାଗଡ଼, ୬ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳର ବାଉଁଶିଆ ଗ୍ରାମରେ ସମାଜ କଲ୍ୟାଣ ସଂଗଠନ ଆଶ୍ରୟ ପକ୍ଷରୁ ଦିବ୍ୟାଙ୍ଗ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ତଥା ପ୍ରତିଷ୍ଠାତା...
ଦରଦାମ ବୃଦ୍ଧିକୁ ନେଇ ନୟାଗଡ଼ ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ର ସରକାରଙ୍କ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହ ପ୍ରତିବାଦ ସଭା...
ଅଫଲାଇନ୍ ଓ ଅନ୍ଲାଇନ ମାଧ୍ୟମରେ ଭୋଟର ତାଲିକା ସଂଶୋଧନ ପାଇଁ ବ୍ୟବସ୍ଥା
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜିଲ୍ଲାରେ ନଭେମ୍ବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବା ସହ ୨୦୨୨...
ବାଲ୍ୟବିବାହ ରୋକିବାରେ ଗ୍ରାମମୁଖିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଜିଲ୍ଲାପାଳ
ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଉପଯୁକ୍ତ ସଚେତନତା ଓ ଶିକ୍ଷା ଗ୍ରହଣରେ ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକାଯାଇପାରିବ ଏବଂ ଏଥିପାଇଁ ଗ୍ରାମମୁଖିଆମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଳାପାଳ...
ଗାନ୍ଧିବାଦୀ ପଦ୍ମଶ୍ରୀ ଏସ୍ଏନ ସୁବାରାଓଙ୍କ ସ୍ମୃତିସଭା
ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଏସ୍.ଏନ୍.ସୁବାରାଓଙ୍କ ସ୍ମୃତିରେ ତ୍ରିନାଥ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ...
ଦେଢ଼ବର୍ଷ ପରେ ସ୍କୁଲ ଆସିଲେ ଅଷ୍ଟମ ପିଲା, ଶିକ୍ଷାଧିକାରୀଙ୍କ ଦ୍ୱାରା ବିଦ୍ୟାଳୟ ତଦାରଖ
ନୟାଗଡ଼ ୨୫ -୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟକୁ ଆସିଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ। କରୋନା କଟକଣା ଯୋଗୁଁ ଦୀର୍ଘ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି...