Home ଜିଲ୍ଲା ପରିକ୍ରମା ନୟାଗଡ଼, ଶରଣକୁଳ ଓ ଓଡ଼ଗାଁ ଥାନାରେ ଆଇଆଇସି ଅଦଳବଦଳ

ନୟାଗଡ଼, ଶରଣକୁଳ ଓ ଓଡ଼ଗାଁ ଥାନାରେ ଆଇଆଇସି ଅଦଳବଦଳ

24

ନୟାଗଡ଼, ୧୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଏସ୍ ପି ସିଦ୍ଧାର୍ଥ କଟାରିଆ ନୟାଗଡ଼ ଟାଉନ ଥାନା, ଶରଣକୁଳ ଥାନା ଓ ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସିକୁ ଅଦଳ ବଦଳ କରିଛନ୍ତି। କିଛିଦିନ ତଳେ ନୟାଗଡ଼ ଟାଉନ ଥାନାରେ ଆଇଆଇସି ଜୟଦୀପ ମହାନ୍ତିଙ୍କର ଓଙ୍ଗ଼ଗାଁ ଆଦର୍ଶ ଥାନାକୁ ବଦଳି ହୋଇଥିବାବେଳେ ଏବେ ତାଙ୍କର ଶରଣକୁଳ ଥାନାକୁ ବଦଳି ହୋଇଛି। ସେହିପରି ଶରଣକୁଳ ଥାନାରେ ଥିବା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କର ଓଡ଼ଗାଁ ଆଦର୍ଶ ଥାନାକୁ ବଦଳି ହୋଇଛି। ତେବେ ଓଡ଼ଗାଁ ଆଦର୍ଶ ଥାନାର ଆଇଆଇସି ପ୍ରଜ୍ଞା ପରିମିତିା ଜେନାଙ୍କୁ ପୂର୍ବବତ୍‌ ନୟାଗଡ଼ ଟାଉନ ଥାନାରେ ଅବସ୍ଥାପିତ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.