Surendra Nath Pradhan
ନ୍ୟାୟ ଯାତ୍ରାକୁ ପୂରିଲା ୫୦ ଦିନ – ଚାଷୀ ସମସ୍ୟା ନେଇ ସରକାରଙ୍କ ଖିଆଲ...
ନୟାଗଡ଼ ୧୩-୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗୋଟେ କୃଷିପ୍ରଧାନ ଦେଶରେ ଓ କୃଷି ପ୍ରଧାନ ରାଜ୍ୟରେ ଚାଷୀ ଯେତେ ଗୁରୁତ୍ୱ ପାଇବା କଥା ତା’ଠାରୁ ବେଶୀ ଅତ୍ୟାଚାରିତ ହେଉଛି। ନିଜ ଦେଶରେ...
ନୟାଗଡ଼: ୩୧ଟି ପରୀକ୍ଷା କେନ୍ଦ୍ରରେ ୯୩୦୫ଜଣ ଯୁକ୍ତଦୁଇ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ନୟାଗଡ଼ ଜିଲାରେ ୩ ତାରିଖ ମଙ୍ଗଳବାରଠାରୁ...
ଖେଲୋ ଇଣ୍ଡିଆ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ବ୍ରୋଞ୍ଜ ବିଜେତା
ନୟାଗଡ଼, ୨ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଭୁବନେଶ୍ୱର ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାରେ ନୟାଗଡ଼ର ଝିଅ ଦୀପାଲି ମହାପାତ୍ର ବ୍ରୋଞ୍ଜ ପଦକ ହାସଲ...
ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ଅଧିବେଶନ
ନୟାଗଡ଼, ତା. ୧୨.୦୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ଯୋଜନା ବୋର୍ଡ କମିଟିର ପ୍ରଥମ ବୈଠକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ,...
ନୟାଗଡ଼ ଜିଲ୍ଲା ପରିଷଦର ୭ମ ସାଧାରଣ ଅଧିବେଶନ
ନୟାଗଡ଼, ତା. ୧୨.୦୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଆଜି ଦିବା ଘ.୧୦.୩୦ମି. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ...
ନନ୍ଦିଘୋରରେ ସମ୍ବର୍ଦ୍ଧନା ସମାରୋହ
ନୟାଗଡ଼, ୧୨ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)- ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରେ ନିଜ ମାଟିର କୃତି ସନ୍ତାନଙ୍କ ଉଦ୍ଦେଶ୍ୟରେ ନନ୍ଦିଘୋର ପଂଚାୟତ ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।...
ସର୍ବଭାରତୀୟ ନୟାଗଡ଼ ହକି କପ୍ର ୨ୟ ଦିବସ : ହରିୟାନା ଓ ଭୁବନେଶ୍ୱର ରେଲୱେ...
ନୟାଗଡ଼, ୨୧-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସର୍ବଭାରତୀୟ ନୟାଗଡ଼ ହକି କପ୍ର ୨ୟ ଦିବସରେ ଦୁଇ ପର୍ଯ୍ୟାୟ ଖେଳରେ ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ...
‘ଚିତ୍ରରଙ୍ଗ’ର ସାଂସ୍କୃତିକ ମହୋତ୍ସବ
ନୟାଗଡ଼, ୨୦-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସଂସ୍କୃତି ଭବନରେ ଚିତ୍ରରଙ୍ଗ ପକ୍ଷରୁ ୩ ଦିନ ଧରି ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ରାଗେଶ୍ରୀ ନିଳୟମ...
ଆକ୍ୟୁ-ପଙ୍କଚର୍ ହେଲଥ୍ କେୟାର ସେଣ୍ଟର ଉଦ୍ଘାଟିତ
ନୟାଗଡ଼, ୨୧-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପାଣ୍ଡରା ଛକ ବାଇପାସ୍ ସନ୍ନିକଟ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ବିକଳ୍ପ ଚିକିତ୍ସା ଆକ୍ୟୁ-ପଙ୍କଚର୍ ହେଲଥ୍କେୟାର ସେଣ୍ଟରକୁ ବିଶିଷ୍ଟ ଆକ୍ୟୁପ୍ରେସର ବିଶେଷଜ୍ଞ ଶ୍ରୀଯୁକ୍ତ ନୀତିନ୍...
ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ ଉଦ୍ଯାପିତ
ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ଚେସ୍ ଆସୋସିଏସନ ଏବଂ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଦୁଇଦିନ ଚାଲିଥିବା ଜିଲାସ୍ତରୀୟ ଓପନ ଚେସ୍ ଟୁର୍ଣ୍ଣାମେଂଟ -୨୦୨୦ ଉଦ୍ଯାପିତ ହୋଇଯାଇଛି।...
ନୟାଗଡ଼ ପୌରପରିଷଦ: ୧୧୫ ସଫେଇ କର୍ମଚାରୀ ଶ୍ରମିକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆନୁକୂଲ୍ୟରେ ଇନୋଡଷ୍ଟ ସଂସ୍ଥା ଭୁବନେଶ୍ୱର ପକ୍ଷରୁ ନୟାଗଡ଼ ପୌର ପରିଷଦର ୧୧୫ଜଣ ସଫେଇ କର୍ମଚାରୀ ଓ ଶ୍ରମିକଙ୍କୁ ଦକ୍ଷତା...
ସର୍ବଭାରତୀୟ ନୟାଗଡ଼ ହକି କପ୍ର ୨ୟ ଦିବସ : ହରିୟାନା ଓ ଭୁବନେଶ୍ୱର ରେଲୱେ...
ନୟାଗଡ଼, ୨୦ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସର୍ବଭାରତୀୟ ନୟାଗଡ଼ ହକି କପ୍ର ୨ୟ ଦିବସରେ ଦୁଇ ପର୍ଯ୍ୟାୟ ଖେଳରେ ହରିୟାନା ଓ ଭୁବନେଶ୍ୱର ରେଲୱେ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ...
ଆଦର୍ଶ ଗ୍ରାମ କଂଚନବିଲି: ୨୧ ଝିଅରେ ୧୬ ପୁଅ
ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ନେଇ ଉଦ୍ବେଗ ପ୍ରକାଶ ପାଇଛି। ପୁଅଙ୍କ ସଂଖ୍ୟା ୧୦୦୦ ଥିଲାବେଳେ ଝିଅଙ୍କ ସଂଖ୍ୟା ୮୫୫...
ଗତୀଶ୍ୱର କଲେଜର ବାର୍ଷିକ କ୍ରୀଡ଼ା ଉତ୍ସବ
ନୟାଗଡ଼, ୧୮ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ ମହାବିଦ୍ୟାଳର ବାର୍ଷିକ କ୍ରୀଡ଼ା ଉତ୍ସବ ମହାବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ...
ଗାଁ ମୁଣ୍ଡେ ପହଚିଂଲେ ହେଲେ ଘରକୁ ଫେରିଲେନି କାର ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ
ନୟାଗଡ଼, ୧୧ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଘରୁ ଯାଇ ଘରକୁ ଫେରିଲେନି ପରିବାର ଲୋକେ। ଗାଁକୁ ଫେରିବା ବାଟରେ ଗାଁ ମୁଣ୍ଣେ ପହଚିଂ ଘରକୁ ଶବ ହୋଇ ଫେରିବା ଘଟଣା ଓଡଗାଁ...
ନିଶା ନିବାରଣ ସଚେତନତା ପଦଯାତ୍ରା
ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ନୟାଗଡ଼ ବ୍ଲକ୍ର ଇଟାମାଟି ଗ୍ରାମପଞ୍ଚାୟତରେ ଆଞ୍ଚଳିକ ମହିଳା ଉନ୍ନୟନ କମିଟି, ଇଟାମାଟି ତରଫରୁ ଏକ ନିଶା ନିବାରଣ ସଚେତନତା ପଦଯାତ୍ରା ଅନୁଷ୍ଠାନର ସଂଗଠିକା...
ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା – କୋହଲା ପାଗକୁ ଉଷ୍ମ କଲା ମଡର୍ଣ୍ଣ...
ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ କୋହଲା ପାଗକୁ ଉଷ୍ମ କରିଛି ମଡର୍ଣ୍ଣ ଡ୍ୟାନ୍ସ ଓ ଡାଲଖାଇ ନୃତ୍ୟ। ଉପଜିଲାପାଳ ଲଗ୍ନଜିତ୍ ରାଉତଙ୍କ ସଭାପତିତ୍ୱରେ...
ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନ ପାସେଞ୍ଜରକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭ ଉଦ୍ଘାଟନ
ନୟାଗଡ଼, ୨୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଏବଂ ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଟାଉନ ଠାରୁ ମହିପୁର ରେଳ ଲାଇନକୁ...
ଜିଲ୍ଲା ମହୋତ୍ସବରେ ଅସ୍ଥାୟୀ ଆଇନ୍ ସେବା ପ୍ରଦର୍ଶନୀ କେନ୍ଦ୍ର ଉଦ୍ଘାଟିତ
ନୟାଗଡ଼, ୨୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ମହୋତ୍ସବ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ଆଇନ୍ସେବା ପ୍ରାଧୀକରଣଙ୍କ ପକ୍ଷରୁ ଜିଲ୍ଲା ଜଜ୍ ଗୋପାଳଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ମହୋତ୍ସବ ପଡିଆରେ ପ୍ରଦର୍ଶନୀ କେନ୍ଦ୍ର...
ଜିଲ୍ଲାପାଳଙ୍କ ଅନାଥାଶ୍ରମରେ ବଡ଼ଦିନ ପାଳନ
ନୟାଗଡ଼, ୨୫.୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ନୟାଗଡ଼ ଜିଲ୍ଲାପାଳ ଡା, ପୋମା ଟୁଡୁ ଦିବା ଘ.୧୧.୩୦ମି. ସମୟରେ ପାଣିପୋଇଲା ସ୍ଥିତ ନୟାଗଡ଼ କଳା ପରିଷଦ ଅନାଥାଶ୍ରମ ପରିଦର୍ଶନ କରି ସେଠାରେ ଥିବା...