Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ନୟାଗଡ଼ ଜିଲ୍ଲା ମହୋତ୍ସବ-୨୦୧୯ର ଦ୍ୱିତୀୟ ସନ୍ଧ୍ୟା : ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ

0
ନୟାଗଡ଼, ୨୫ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ନୟାଗଡ଼ ଖେଳପଡ଼ିଆଠାରେ ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୧୯ର ସାଂସ୍କୃତିକ ଆସର ଦର୍ଶକଙ୍କ ମନ ବେଶ୍ ମୋହିଥିଲା। ନୟାଗଡ଼ର...

ଆଜିଠାରୁ ୫୦ଟି ବିଦ୍ୟାଳୟକୁ ସରକାରୀ ରନ୍ଧାଖାଦ୍ୟ

0
ନୟାଗଡ଼, ୯ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର ନୟାଗଡ଼ ବ୍ଳକ ଓ ନୟାଗଡ଼ ମ୍ୟୁନିିସିପାଲିଟିର ୫୦ଟି ବିଦ୍ୟାଳୟକୁ ସୋମବାରଠାରୁ ସରକାରୀ ରନ୍ଧାଖାଦ୍ୟ ଯୋଗାଣ ହୋଇଛି। ଏଥିପାଇଁ ବିଭିନ୍ନ ବିଦ୍ୟାଳୟମାନଙ୍କରେ ନୂଆ...

୪ ବିଧାୟକଙ୍କୁ ନେଇ ଭେଟେରାନ ଫୁଟବଲ୍ ମ୍ୟାଚ

0
ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳ ପଡ଼ିଆରେ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟର ଅୟ୍ୟ ଆରମ୍ଭ ପୂର୍ବରୁ ନୟାଗଡ଼ ଜିଲାର ୪ ବିଧାୟକଙ୍କୁ ନେଇ ଭେଟେରାନ ଫୁଟବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ...

ନୀଳ ବିପ୍ଳବ ଯୋଜନାରେ ମତ୍ସ୍ୟ ପରିବହନ ଭିତ୍ତି ସଂରଚନାର ସହାୟତା କଲେ ମତ୍ସ୍ୟ ମନ୍ତ୍ରୀ...

0
ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୀଳ ବିପ୍ଳବ ଯୋଜନା ମାଧ୍ୟମରେ ମତ୍ସ୍ୟ ପରିବହନ ଭିତ୍ତି ସଂରଚନା ସହାୟତାର ଶୁଭାରମ୍ଭ ହୋଇଛି। ମତ୍ସ୍ୟ, ପଶୁସଂପଦ, କୃଷି...

ହୋଟେଲ ସତ୍କାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
ନୟାଗଡ଼, ୩୦ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଖଣ୍ଡପଡ଼ାରୋଡ଼ରେ ଥିବା ହୋଟେଲ ସତ୍କାରରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାମ ଉମାକାନ୍ତ ମେହେର(୩୫) ଓ...

ଶ୍ରମ ବିଭାଗର କାର୍ଯାନୁଷ୍ଠାନ ଶୂନ: ବିଦେଶରେ ଫସୁଛନ୍ତି ଓଡ଼ିଆ ଶ୍ରମିକ

0
ନୟାଗଡ଼, ୨୨ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼ ଶ୍ରମ ବିଭାଗର ଉଦାସୀନତାକୁ ନେଇ ଜିଲାର ଓଡ଼ିଆ ଶ୍ରମିକମାନେ ବାରମ୍ବାର ବିଦେଶରେ ଫସୁଥିବା ଅଭିଯୋଗ ହେଉଛି। ବେକାର ଯୁବକମାନେ କାମ ଅନ୍ୱେଷଣରେ ବାହାରକୁ ଯାଇ...

ନୟାଗଡ଼ ଜିଲା ଭଲିବଲ୍ ଖେଳାଳୀ ଚୟନ ପ୍ରକ୍ରିୟା ଶେଷ

0
ନୟାଗଡ଼, ୨୧ା୧୧: ଓଡ଼ିଶା ଭଲିବଲ୍ ଆସୋସିଏସନ ଦ୍ୱାରା ପାରାଦ୍ୱୀପଠାରେ ୨୩ରୁ ୨୬ ଯାଏଁ ଅନୁଷ୍ଠିତ ହେବାକୁ ଥିବା ୬୮ତମ ସିନିଅର ଆନ୍ତଃଜିଲା ଭଲିବଲ୍ ପୁରୁଷ ମ୍ୟାଚରେ ଯୋଗ ଦେବାପାଇଁ ନୟାଗଡ଼ ଜିଲା ଆଥ୍ଲେଟିକ...

ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍ୟାପିତ

0
ନୟାଗଡ଼, ୨୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ୨ଦିନ ଧରି ଚାଲିଥିବା ଜିଲାସ୍ତରୀୟ ଯୁବ ଉତ୍ସବ ଉଦ୍ୟାପିତ ହୋଇଯାଇଛି। ଜିଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ...

ଖାଉଟିଙ୍କ ସାମାଜିକ ସୁରକ୍ଷା ପାଇଁ ଲଣ୍ଠନ ଶୋଭାଯାତ୍ରା

0
ନୟାଗଡ଼, ୨୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ସଚେତନ ଖାଉଟି ମଂଚ ଓ ଜଷ୍ଟିସ ଆନୁକୂଲ୍ୟରେ ଖାଉଟିମାନଙ୍କ କଲ୍ୟାଣକୁ ଅଣଦେଖା କରି ଜିଲା ମନିଟରିଂ କମିଟିକୁ ସୁପ୍ତ ଭାବରେ ରଖିଥିବା...

ନୟାଗଡ଼ ବ୍ଳକସ୍ତରୀୟ ସୁରଭି-୨୦୨୦

0
ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୦ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ...

ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦ ବୈଠକ

0
ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ପାଠ୍ୟକ୍ରମ ନିର୍ଦ୍ଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଓଡ଼ିଆ...

ଶରଣକୁଳ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ : କଟକ ସାଇ ହଷ୍ଟେଲକୁ ହରାଇ ଭୁବନେଶ୍ୱର ସଂଘର୍ଷ...

0
ନୟାଗଡ଼, ୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଶରଣକୁଳ ଲଡ଼ୁବାବା ଆଥ୍ ଲେଟିକ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟର ତୃତୀୟ ଦିବସରେ କଟକର ସାଇ ହଷ୍ଟେଲକୁ ପରାସ୍ତ କରି ଭୁବନେଶ୍ୱରର...

ମାଳିସାହି ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

0
ନୟାଗଡ଼, ୩ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀକେଶ ନୋଡାଲ ଉଚ୍ଚ ବିଦ୍ୟାଳୟର ୫୦ବର୍ଷ ପୂର୍ତ୍ତୀ ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ -୨୦୧୯ ପାଇଁ ପ୍ରସ୍ତୁତି ବୈଠକ...

ନୟାଗଡ଼ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅରୁଣ କହିଲେ ୫ଟି ଦ୍ୱାରା ପ୍ରଶାସନିକ ସ୍ତରରେ ବ୍ୟାପକ...

0
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରେ ବିଜୁ ଜନତା ଦଳର ଏକ ବିରାଟ ପଦଯାତ୍ରା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ...

ଶରଣକୁଳ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ : ସଂଘର୍ଷ କ୍ଲବ ଭୁବନେଶ୍ୱର ୨-୧ ଗୋଲରେ ବିଜୟୀ

0
ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଶରଣକୁଳ ଲଡୁକେଶ ଆଥ୍ଲେଟିକ ଆସୋସିଏସନ ଆନୁକୂଲ୍ୟରେ ୬୦ିତମ ସର୍ବଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ ସ୍ଥାନୀୟ ନାରାୟଣୀ ହାଇସ୍କୁଲ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଆସୋସିଏସନର ସଭାପତି ବିଧାୟକ...

ଜିଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ

0
ନୟାଗଡ଼, ୩୦-୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସୃଜନୀ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସାଂସଦ...

ଉତ୍କଳ ବିଶ୍ୱ ବିଦ୍ୟାଳୟର ଟପ୍ ଟେନ ତାଲିକାରେ ଗତୀଶ୍ୱର କଲେଜର ରଶ୍ମୀତା ସପ୍ତମ ସ୍ଥାନରେ

0
ନୟାଗଡ଼, ୩୦ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉତ୍କଳ ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ନାତକ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଟପ୍ ଟେନ୍ ତାଲିକାରେ ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର...

ଚର୍ଚ୍ଚାରେ ଚର୍ଚ୍ଚାରେ କୃଷି, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

0
ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ ଖୋଲା ଜନଶୁଣାଣି କରି ଲୋକଙ୍କ ସୁବିଧା ଅସୁବିଧା ବୁଝି ଚର୍ଚ୍ଚାକୁ ଆସିଥିବା ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର...

ନାଟ୍ୟକର୍ମୀ ଅଶୋକ କରଙ୍କୁ ନାଟ୍ୟ ସମ୍ବର୍ଦ୍ଧନା

0
ନୟାଗଡ଼, ୨୫-୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଓଡ଼ିଶା ଲି୍ଙ୍କ ଆନୁକୂଲ୍ୟରେ କୋରାପୁଟ ଠାରେ ଆୟୋଜିତ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମ୍ପ୍ରତିକ ଓଡ଼ିଆ ନାଟକରେ ବିଶେଷ...

‘ଲେଖନୀ’ ପାଇଁ ଲେଖା ଆବଶ୍ୟକ

0
ନୟାଗଡ଼, ୨୫ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଆସନ୍ତା ଡିସେମ୍ବର ମାସରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘ ତା’ର ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ଏକ ସ୍ମରଣିକା...