Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ମାଲକାନଗିରି ରେ ୧୦ ନୁଆ କରୋନା ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ନାଇଟ କର୍ପ୍ୟୁ ଜାରି,ଦୁଇଦିନ...

0
ମାଲକାନଗିରି,୧ା୭(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢିଚାଲିଛି । ଆଜି ଜିଲ୍ଲାରେ ପୁଣି ୧୦ଜଣ ନୁଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି...

ତୈଳ ଦରବୃଦ୍ଧିରେ ଗର୍ଜିଲା କଂଗ୍ରସ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର

0
ମାଲକାନଗିରି,୩୦ା୬ (ଓଡିଆ ପୁଅ ) ମହାମାରି କରୋନା ଭୟରେ ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡିଥିବା ବେଳେ ହୁ ହୁ ହୋଇ ବଢିଚାଲିଥିବା ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲାକଂଗ୍ରେସ...

ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୨୯ ବିଏସଏଫ ଯବାନଙ୍କ ସମତେ ୩୬ କରୋନା ସଂକ୍ରମିତ...

0
ମାଲକାନଗିରି,୩୦ା୬(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇଚାଲିଛି । ଆଜି ଜିଲ୍ଲାରେ ପୁଣି ୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ...

ମନରେଗା କାମରେ ୨୦୦ଦିନର କର୍ମନିଯୁକ୍ତି ଓ ମଜୁରୀ ବୃଦ୍ଧି ଦାବିକରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର...

0
ମାଲକାନଗିରି,୨୯ା୬(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିଥିବାରୁ ତାଲାବନ୍ଦ ପରିସ୍ଥିତି ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଆର୍ଥିକସ୍ଥତି ବହୁତ ଖରାପ...

ମାଲକାନଗିରି ତହସିଲରେ ଘଟାଂଏ ଭିତରେ ଜମିପଟା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ

0
ମାଲକାନଗିରି,୨୯ା୬ (ଓଡିଆ ପୁଅ ) ଫାଇଭ ଟି ଓ ମୋ ସରକାର ଯୋଜନାରେ ତହସିଲ ପକ୍ଷରୁ ଜମିକବଲାର ଘଟାଂଏ ମଧ୍ୟରେ ଜମିକ୍ରେତାଙ୍କୁ ପଟାପ୍ରଦାନ କରାଯିବା ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶକ୍ରମେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି...

ଦୁଇ ଜିଲ୍ଲାବାସୀଙ୍କ ରୋଗ ପରୀକ୍ଷଣ ପାଇଁ ଗୋଟିଏ ମାତ୍ର ଅଲଟ୍ରାସାଉଣ୍ଡ ମେସିନ,ଇକୋ ମେସିନ ନାହିଁ

0
ମାଲକାନଗିରି,୨୯ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଉତମ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ...

ମୋଟୁ ବିନାୟକପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ,୫ଜଣ ଅଭିଯୁକ୍ତ ଗିରଫ

0
ମାଲକାନଗିରି,୨୮ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଥାନାସ୍ଥ ଦୁର୍ଗମ ଅପହଁଚ ଇଲାକା ବିନାୟକପୁର ଗ୍ରାମରେ ଗତ୨୪ତାରିଖ ରାତ୍ରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସେହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ,...

ଲକଡାଉନ ସମୟରେ ଅର୍ଥ ଲଗାଣକାରୀ ସଂସ୍ଥାପକ୍ଷରୁ ରୁଣଆଦାୟ ପାଇଁ ଜୁଲମ

0
ମାଲକାନଗିରି,୨୮ା୬( ଓଡିଆ ପୁଅ ) ସମଗ୍ର ବିଶ୍ୱରେ ମହାମାରି କରୋନା କାୟାବିସ୍ତାର କରି ଲକଡାଉନ ପରିସ୍ଥିରେ ଜନଜୀବନ ଅତିଷ୍ଟ ହୋଇପଡିଥିବା ବେଳେ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଲୋନିମାନଙ୍କ ଉପରେ ରୁଣ ଆଦାୟ ପାଇଁ...

ସାଂସଦ ଙ୍କ ମାଲକାନଗିରି ଗସ୍ତ,ପଚାଂୟତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଶୁଭାଆରମ୍ଭ

0
ମାଲକାନଗିରି,୨୭ା୬ (ଓଡିଆ ପୁଅ ) ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲା ଗସ୍ତକରି ପଚାଂୟତସ୍ତରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ଉଦଘାଟନ କରିଛନ୍ତି । ଆଜି ପ୍ରଥମ ଦିବସରେ...

ଗୁଣିଆ ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା,ଦୁଇ ଅଭିଯୁକ୍ତ ଗିରଫ

0
ମାଲକାନଗିରି,୨୭ା୬ (ଓଡିଆ ପୁଅ ) ଅତ୍ୟାଧୁନିକ ବିଜ୍ଞାନ ଓ ଇଟଂରନେଟ ଯୁଗରେ ସଭ୍ୟ ଶିକ୍ଷିତ ମଣିଷ ସମାଜ ଚନ୍ଦ୍ରମଣ୍ଡଳରେ ପହଁଚି ମଙ୍ଗଳଗ୍ରହରେ ରହିବାପାଇଁ ଗବେଷଣା କରୁଥିବା ବେଳେ ଏବେ ବି କିଛି ଲୋକ...

ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ – ୪ଜଣ ବିଏସଏଫ ଯବାନ

0
ମାଲକାନଗିରି ୨୭-୬ (ଓଡ଼ିଆ ପୁଅ) ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ବିଏସଏଫ ଯବାନ ଅଛନ୍ତି। ଆଉ ଜଣେ ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି...

ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କିରାଣୀ

0
ମାଲକାନଗିରି, ୨୬।୬ (ଓଡ଼ିଆ ପୁଅ) ମାଲକାନଗିରି ଉପଜିଲ୍ଲାପାଳ କର୍ଯ୍ୟାଳୟର କିରାଣି ଏକେ ନାୟକ ଜମିଜମା ମାମଲା ଫଇସଲା କରିବା ପାଇଁ ଆଜି ଜଣେ ଲୋକ ଠାରୁ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

ଜନ୍ମକଲା ପିତା ମାତା ଚାଲିଗଲେ ଆରପାରିକୁ,ପାଳିତ ବାପା ମା ଘରଛାଡିଲେ,ଅନାଥ ନନ୍ଦିନୀ ଏବେ ବୃଦ୍ଧାଙ୍କ...

0
ମାଲକାନଗିରି,୨୬ା୬(ଓଡିଆ ପୁଅ ) ଜନ୍ମକଲା ପିତା ମାତା ୫ବର୍ଷଭିତରେ ହାତଧରା ଧରି ହୋଇ ଚାଲିଗଲେ ଆରପାରିକୁ ,ବାପା ମା ଛେଉଣ୍ଡ ଶିଶୁଟିକୁ କୋଳେଇ ନେଇଥିବା ପାଳିତ ବାପା ମା କିଛି ବର୍ଷତଳେ ଘର...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ଉପଲକ୍ଷେ ସଚେତନତା...

0
ମାଲକାନଗିରି,୨୬ା୬ (ଓଡିଆ ପୁଅ ) ମହାମାରି କରୋନା ପାଇଁ ଚଳିତ ବର୍ଷ ଆନ୍ତର୍ଜାତିକ ନିଶାଦ୍ରବ୍ୟ ସେବନ କାରବାର ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳନ ହୋଇପାରି ନଥିବା ବେଳେ ଏହି ଦିବସ...

ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜୀଉ ଙ୍କ ବରାହ ନରସିଂହ ଅବତାର

0
ମାଲକାନଗିରି,୨୫ା୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ମାଲକାନଗିରି ରେ ସବ ର୍ସାଧରଣରେ ରଥ ଯାତ୍ରାକୁ ବନ୍ଦକରା ଯାଇ କୋଭିଡ୧୯ ନିୟମ ପାଳନ କରି କେବଳ ମନ୍ଦିର ବେଢାରେ...

୪୦୦ ଆଦିବାସୀ ମହିଳାଚାଷୀଙ୍କୁ ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଖମ୍ବଆଳୁ ବିହନ ବାଟିଂଲେ

0
ମାଲକାନଗିରି,୨୫ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ୨୫ରୁ ଉର୍ଦ୍ଦ ଗ୍ରାମରେ ଖମ୍ବଆଳୁ ଚାଷପ୍ରତି ମାଧ୍ୟମ ଫାଉଣ୍ଡେସନ ସଂସ୍ଥା ଗୁରୁତ୍ୱ ଦେଇ ଆଦିବାସୀ ମହିଳା ଚାଷୀଙ୍କୁ ତାଲିମପ୍ରଦାନ କରିଛି ।ଚଳିତ ଖରିଫ ରୁତୁରେ...

ସୀମାନ୍ତ ମୋଟୁ ବିନାୟକପୁର ଗ୍ରାମରେ ଦୁର୍ବୁତ୍ତଙ୍କ ଆକ୍ରମଣରେ ବୃଦ୍ଧା ମା ମୃତ, ଝିଅ...

0
ମାଲକାନଗିରି,୨୫ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଥାନାସ୍ଥ ଦୁର୍ଗମ ଅପହଁଚ ଇଲାକା ବିନାୟକପୁର ଗ୍ରାମରେ ଏକ ଚାଚଂଲ୍ୟକର ଘଟଣା ଘଟି ଯାଇଛି । ବିନାୟକପୁୁର ଗ୍ରାମର ସାଲବମ ଲାଛି(୭୫) ଓ...

କୃଷିମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଚିତ୍ରକୋଣ୍ଡା ଫଳ ଉଦ୍ୟାନ...

0
ମାଲକାନଗିରି,୨୫ା୬ (ଓଡିଆ ପୁଅ ) ଆଜି ସକାଳେ ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ,ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଏସ.କେ. ବଶିଷ୍ଠ ଓ କୃଷି ନିର୍ଦ୍ଦେଶକ ଏମ.ମୁଥୁକୁମାର ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି...

ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୧୫ୟୁନିଟ ରକ୍ତ ସଂଗ୍ରହ

0
ମାଲକାନଗିରି,୨୪ା୬ (ଓଡିଆ ପୁଅ )ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ ।...

ବିଭିନ୍ନ ଦାବିନେଇ ଟେଲିଫୋନ ବିଭାଗ ଅସ୍ଥାୟୀ କର୍ମଚାରିଙ୍କ ଆନ୍ଦୋଳନ

0
ମାଲକାନଗିରି,୨୪ା୬(ଓଡିଆ ପୁଅ ) ଦୀର୍ଘ ଏକ ବର୍ଷଧରି ଦରମା ନ ମିଳିବା,ମଜୁରୀ ନଦେଇ ନୁଆ ଟେଣ୍ଡର କରିବା,ଅନ୍ୟାୟ ଭାବେ କର୍ମଚାରି ମାନଙ୍କୁ ଛଟେଇ କରିବା, ଅଳ୍ପ ବେତନ ଦେଇ ଅଧିକ କାମକରାଇବା କୁ...