Home Coronavirus Outbreak ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ – ୪ଜଣ ବିଏସଏଫ ଯବାନ

ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ – ୪ଜଣ ବିଏସଏଫ ଯବାନ

169

ମାଲକାନଗିରି ୨୭-୬ (ଓଡ଼ିଆ ପୁଅ) ମାଲକାନଗିରିରେ ଆଜି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣ ବିଏସଏଫ ଯବାନ ଅଛନ୍ତି। ଆଉ ଜଣେ ତାମିଲନାଡୁ ଫେରନ୍ତା ପ୍ରବାସୀ ବୋଲି ଜଣାପଡ଼ିଛି।

୪ଜଣ ବିଏସଏଫ ଯବାନ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିବା ବେଳେ ସେମାନେ ମଧ୍ୟ କ୍ଵାରେଣ୍ଟାଇନ କେନ୍ଦ୍ରରେ ଥିଲେ।

ସୂଚନାଯୋଗ୍ୟଯେ, ମାଲକାନଗିରି ରେ ୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣ ସକ୍ରୀୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.