Suchitra Dash
ମାଲକାନଗିରି ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ପାଇଁ ଡ୍ରାଏରନ ଆରମ୍ଭ
ମାଲକାନଗିରି,୮ା୧ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଜନଜୀବନକୁ ଅତିଷ୍ଟ କରିପକାଇ ଥିବା ବେଳେ ଏହାର ସଂକ୍ରମଣରୁ ସୁର କ୍ଷିତ ରହିବା ପାଇଁ ଦେଶ ବିଦେଶର ବୈଜ୍ଞନାକି ଓ ଡାକ୍ତର...
ଆର୍ଥିକ ଅନାଟନ ପାଇଁ ୫ମାସର ଶିଶୁ ପୁତ୍ରକୁ ବିକ୍ରିପରେ ମାନଶିକ ଭାରସାମ୍ୟ ହରାଇ ଆତ୍ମହତ୍ୟା...
ମାଲକାନଗିରି,୭ା୧(ଓଡିଆ ପୁଅ ) ପେଟକୁ ଦାନା ଦେବା ଓ ଘର ଚଳାଇବା ପାଇଁ ଆର୍ଥିକ ଅନାଟନରୁ ୫ବର୍ଷର ଶିଶୁପୁତ୍ରକୁ ବିକ୍ରିକରି ଦେବା ପରେ ଛୁଆକୁ ନପାଇ ଦୁଃଖରେ ନିଜର ମାନଶିକ ଭାରସାମ୍ୟହରାଇ ଆତ୍ମହତ୍ୟା...
ମାଲକାନଗିରି ଜିଲ୍ଲାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ , ପ୍ରଥମ ପର୍ଯ୍ୟାରେ ଚାଷୀଙ୍କ ଠାରୁ ୩୦ହଜାର...
ମାଲକାନଗିରି,୭ା୧(ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଚୁର ପରିମାଣରେ ଉନ୍ନତମାନର ମାଣ୍ଡିଆ ଚାଷ ହୋଇଥିବାରୁ ଚଳିତ କରିପ ବର୍ଷପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ହଜାର କି୍ୱଟାଂଲ ମାଣ୍ଡିଆ ଚାଷୀମାନହ୍କ ଠାରୁ କ୍ରୟ କରାଯିବାପାଇଁ...
ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏୟାରଟେଲ ଟାଓ୍ୟାରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ପୋଡି
ମାଲକାନଗିରି,୭ା୧ (ଓଡିଆ ପୁଅ )ଆଜି ମାଲାକନଗିରି ଜିଲ୍ଲା ସଦର ମହକୁମା କୁମୁଟିଗୁଡା ସାହିରେ ଥିବା ଏୟାରଟେଲ ଟାଓ୍ୟାରରେ ନିଆଁ ଲାଗି ଲ କ୍ଷାଧିକ ଟଙ୍କାର ଯନ୍ତ୍ରାଶଂ ପୋଡି ଯାଇଥିବାର ଜଣାପଡିଛି । ଆଜି...
ବନବିଭାଗ ର ଚଢଉ,ଲକ୍ଷାଧିକ ଟଙ୍କାର ମୁଲ୍ୟବାନ ସାଗୁଆନ ପଟା ଓ କାଠ ଜବତ,୨ ଜଣ...
ମାଲକାନଗିରି,୭ା୧ (ଓଡିଆ ପୁଅ )ଆଜି ମାଲାକନଗିରି ବନବିଭାଗକୁ ମିଳିଛି ଏକ ସଫଳତା ,ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ ସହ ୨ଜଣଙ୍କୁ ବନବିଭାଗ ଗିରଫ କରିଛି । ମାଲକାନଗିରି...
ମାଲକାନଗିରି ସିଡିଓମଓ କାର୍ଯ୍ୟାଳୟର ଡିପିଏମ ଙ୍କୁ ଲାଚଂନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କଲା
ମାଲକାନଗିରି,୬ା୧(ଓଡିଆ ପୁ୍ଅ ) ମାଲକାନଗିରି ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଏନଏଚଆରଏମ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ)ସୁଦୀପ କେଶଙ୍କୁ ବିଲପାସ କରିଦେବା ପାଇଁ ଟଙ୍କା ଲାଚଂନେଉଥିବା ବେଳେ ଆଜି ଦୁର୍ନିତିନିବାରଣ ବିଭାଗ ପକ୍ଷରୁ ଗିରଫ...
ମାଲକାନଗିରି ବନାଚଂଳ ପକ୍ଷରୁ ପକ୍ଷୀ ଗଣନା, ୧୪ପ୍ରଜାତିର ୨୧୪୯ ଟି ପକ୍ଷୀ ଚିହ୍ନଟ
ମାଲକାନଗିରି,୫ା୧(ଓଡିଆ ପୁଅ ) ଚଳିତ ଶୀତରୁତୁରେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ସତୀଗୁଡା ଜଳଭଣ୍ଡାରରେ ଗତ ଦୁଇଦିନ ହେଲା ବନବିଭାଗ ପକ୍ଷରୁ ପକ୍ଷୀଗଣନା ଚାଲିଛି । ଶୀତର ପ୍ରକୋପ ଲାଗିରହିଥିବା ବେଳେ ଆନ୍ତଃପ୍ରବାସୀ...
ଜୟ ମାଲକାନଗିରି ଗୃପ ଯୁବଅନୁଷ୍ଠାନ ପକ୍ଷରୁ ଆଓମାର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ,କମ୍ବଳ...
ମାଲକାନଗିରି,୫ା୧(ଓଡିଆ ପୁଅ ) ଜୟ ମାଲକାନଗିରି ଗୃପର ଯୁବସଂଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଅନୁଷ୍ଟାନ ପରିଦର୍ଶନ କରି ସେମାନଙ୍କୁ ସହାୟତା ଯୋଗାଇ...
ପେଟପାଇଁ ୬ମାସର ଶିଶୁକୁ କାଖରେ ଧରି ୫୦୦କିଲୋମିଟ ଚାଲିଲେ ଗରିବ ଆଦିବାସୀ ଦମ୍ପତି
ମାଲକାନଗିରି,୫ା୧(ଓଡିଆ ପୁଅ ) ପେଟ ଚାଖଣ୍ଡକ ପାଇଁ ଗାଁ ଛାଡି ସୁଦୁର ଆନ୍ଦ୍ରପ୍ରଦେଶ ହାଇଦ୍ରାବାଦକୁ ଦାଦନଖଟିବାକୁ ଯାଇଥିବା ଏକ ଗରିବ ଆଦିବାସୀ ଦମ୍ପତି ସେଠାରେ ନିର୍ଯ୍ୟାତିତ ହୋଇ ଦୀର୍ଘ୫୦୦ କିଲୋମିଟ ରାସ୍ତା ଚାଲି...
କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଙ୍ଗଠନ ପକ୍ଷରୁ ସିପିଆଇଏମ ର ଆହ୍ୱାନ କ୍ରମେ...
ମାଲକାନଗିରି,୨୬ା୧୧ (ଓଡିଆ ପୁଅ )କୃଷକ ଶ୍ରମିକ ଆଇନ ମାରଣ ନିତୀ ଦରଦାମ ବୃଦ୍ଧି କୁ ବିରୋଧକରି ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କୃଷକ ସଙ୍ଗଠନ ପ କ୍ଷରୁ ସିପିଆଇଏମ ର ଆହ୍ୱାନ...
ମାଓବାଦୀ ଯବାନ ମଧ୍ୟରେ ଗୁଳିବିନିମୟ,କ୍ୟାର୍ଡର ମାଓବାଦୀ ମୃତ,ଏକେ୪୭ ବନ୍ଧୁକ ଓ ଗୋଳାବାରୁଦ ଜବତ
ମାଲକାନଗିରି,୨୬ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳରେ ଆଜି ମାଓବାଦୀ ଯବାନ ମଧ୍ୟରେ ଗୁଳିବିନମୟ ଘଟିଛି । ପୁଲିସ ଗୁଳିରେ ଜଣେ ମାଓ କ୍ୟାର୍ଡରଙ୍କର ମୃତ୍ୟୁ ହେବା ସହ...
ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍ମଣନାୟକ ଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ପାଳିତ
ମାଲକାନଗିରି,୨୨ା୧୧(ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷମଣ ନାୟକଙ୍କ ୧୨୧ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ କରୋନା ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି ।...
ଖେଳୁଥିବା ସମୟରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ
ମାଲକାନଗିରି/୨୨ା୧୧ (ଓଡିଆ ପୁଅ ) ମା ବାପା ଧାନକଟାରେ ବ୍ୟସ୍ତ ଥିବା ବେଳେ ଖେଳୁଥିବା ସମୟରେ ପୋଖରୀରେ ବୁଡିଯାଇ ଦୁଇଭଉଣୀଙ୍କର ମୃତ୍ୟୁଘଟିଛି ।ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ...
ସହୀଦ ଯବାନ ଙ୍କ ପରିବାର ସହିତ ନିଆରା ଢଙ୍ଗରେ ମହାଶ୍ୱରୀ ଯୁବା ସଙ୍ଗଠନ ପାଳିଲେ...
ମାଲକାନଗିରି,୧୬ ।୧୧ (ଓଡିଆ ପୁଅ )ମାଲକାନଗିରି ମହାଶ୍ୱରୀ ଯୁବା ସଙ୍ଗଠନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଦୀପାବଳି ଉତ୍ସବ । ଜାମୁ ଓ କାଶ୍ମିର ରେ ଆତଙ୍କ ବାଦିଙ୍କ ସହିତ ଲଢି...
ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି,ନୂତନ ଜିଲ୍ଲାପାଳ ଭାବେ ଡ.ଓ୍ୟାଇ ବିଜୟ ଙ୍କୁ ଦାଇତ୍ୱ
ମାଲକାନଗିରି,୧୬ ।୧୧ (ଓଡିଆ ପୁଅ ) ମାନ୍ୟବର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ପୁଲିସ ହତ୍ୟାମାମଲା ରୁଜୁକରିବା ପରେ ଆଜି ସକାଳୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କୁ ରାଜ୍ୟସରକାର ବଦଳି...
ଜିଲ୍ଲା ହସ୍ପିଟାଲରେ ଶୁଭାରମ୍ଭ ହେଲା ସାନ୍ସ କାର୍ଯ୍ୟକ୍ରମ
ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ହସପିଟାଲରେ ସୁଭାରମ୍ଭ ହୋଇଛି ସାନ୍ସ କାର୍ଯ୍ୟକ୍ରମ । ଆଜି ସକାଳେ ଜିଲ୍ଲାହସପିଟାଲ ପରିସରରେ ଏହି ନୂତନ ସାନ୍ସ(ଶିଶୁ ମାନଙ୍କ ନିମୋନିଆ ରୋଗ ସଂପର୍କରେ...
ବିଡି ସେକୁଥିବା ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଅଲ୍ପକେ ବର୍ତିଲେ କର୍ମଚାରି
ମାଲକାନଗିରି,୧୩ା୧୧ (ଓଡିଆ ପୁଅ ) ନିଆଁରେ ବିଡି ସେକୁଥିବା ସମୟରେ ଅସାବଧାନତା ରେ ବିଡି ପୋଡି ଯାଇ ବିଡି ଫ୍ୟାକ୍ଟ୍ରୀରେ ନିଆଁ ଲାଗି ଅଳ୍ପକେ ବର୍ତି ଯାଇଛନ୍ତି କର୍ମଚାରୀ । ମାଲକାନଗିରି ଜିଲ୍ଲାସ୍ଥ...
ଧନ୍ ତେରସ୍ ରେ ସୁନାଦୋକାନରେ ପ୍ରବଳ ଭିଡ,କରୋନା କଟକଣାକୁ ଫୁ,ଭୁଲିଗଲେ ସାମାଜିକ ଦୂରତା ଓ...
ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଜି ଥିଲା ଧନ୍ ତେରସ୍ ,ଆଜିର ଦିନରେ ସୁନା କିଣିଲେ ଘରର ମଙ୍ଗଳ ହେବାସହିତ ଧନସମ୍ପତି ବୃଦ୍ଧିପାଇଥାଏ ବୋଲି ଲୋକକଥା ରହିଛି । ସୁନାଭରି ପୁବ ର୍ରୁ ୫୧ହଜାର...
ଜନସଂଖ୍ୟା ସମାଧନ ଫାଉଣ୍ଡେସନ ମାଲକାନଗିରି ଜିଲ୍ଲାକମଟି ଗଠନ
ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ହାଟପଦା...
କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଏଏନଏମ ଙ୍କୁ ଛଟେଇ କରିବା ବିରୋଧରେ ଜିଲ୍ଲାପାଳ ଙ୍କ...
ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମାହିମାରି ବ୍ୟାପିଥିବାରୁ ଏଥିରୁ ସୁରକ୍ଷିତ ରହିବା ପାଇଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସ୍ଥାୟୀ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା ।...