Home ଜିଲ୍ଲା ପରିକ୍ରମା ଜୟ ମାଲକାନଗିରି ଗୃପ ଯୁବଅନୁଷ୍ଠାନ ପକ୍ଷରୁ ଆଓମାର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ,କମ୍ବଳ ଓ...

ଜୟ ମାଲକାନଗିରି ଗୃପ ଯୁବଅନୁଷ୍ଠାନ ପକ୍ଷରୁ ଆଓମାର ଗରିବ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ,କମ୍ବଳ ଓ ପୋଷାକ ବଟଂନ

42

ମାଲକାନଗିରି,୫ା୧(ଓଡିଆ ପୁଅ ) ଜୟ ମାଲକାନଗିରି ଗୃପର ଯୁବସଂଗଠନ ପକ୍ଷରୁ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଅନୁଷ୍ଟାନ ପରିଦର୍ଶନ କରି ସେମାନଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଜୟ ମାଲକାନଗିରି ଗୃପର ଉପଦେଷ୍ଠା କାଲିମେଳା ତହସଲିଦାର ଆଲୋକ କୁମାର ଅନୁଗୁଳିଆ ମୁଖ୍ୟଅତିଥି ଭାବେ ଯୋଗଦେଇ , ଆଓମା ଗୁରୁକୁଳ ରେ ଥିବା ଗରିବ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଆସୁବିଧା କଥା ପଚାରିବୁଝିବା ସହିତ ସେମାନଙ୍କୁ କମ୍ବଳ,ପୋଷାକ, ପୁସ୍ତକ ବଟଂନ କରିଥିଲେ । ଏହି ଅବସରେ ଆଓମାର ମୁଖ୍ୟ ବିନାଶକୁମାର ମିଶ୍ରଙ୍କସହିତ ରଭି ରାଜେଶ,ବସନ୍ତ ନାୟକ,ଅଭିଶେକ ବାଗ,ଲକ୍ଷମ୍‌ିକାନ୍ତ ପୁଜାରୀ,ଜଗଦିଶ ନାୟକ, ସନ୍ଦିପ ମୁଦ୍ରା,ଅନୁରୁପ ପଟନାୟକ,କିରନ କୁମାର ଅନୁଗୁଳିଆ ଓ ଅନ୍ୟାନ ସଭ୍ୟ ମାନେ ସହିତ ଅନ୍ୟାନ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.