Home ଜିଲ୍ଲା ପରିକ୍ରମା ଜିଲ୍ଲା ହସ୍ପିଟାଲରେ ଶୁଭାରମ୍ଭ ହେଲା ସାନ୍ସ କାର୍ଯ୍ୟକ୍ରମ

ଜିଲ୍ଲା ହସ୍ପିଟାଲରେ ଶୁଭାରମ୍ଭ ହେଲା ସାନ୍ସ କାର୍ଯ୍ୟକ୍ରମ

27

ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ହସପିଟାଲରେ ସୁଭାରମ୍ଭ ହୋଇଛି ସାନ୍ସ କାର୍ଯ୍ୟକ୍ରମ । ଆଜି ସକାଳେ ଜିଲ୍ଲାହସପିଟାଲ ପରିସରରେ ଏହି ନୂତନ ସାନ୍ସ(ଶିଶୁ ମାନଙ୍କ ନିମୋନିଆ ରୋଗ ସଂପର୍କରେ ) କାର୍ଯ୍ୟକ୍ରମକୁ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଫୁଲ କୁମାର ନନ୍ଦ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ୦-୫ବର୍ଷର ଶିଶୁ ମାନଙ୍କର ନିମୋନିଆ, ସ୍ୱାଶ, କଫ,କାଶ ରୋଗ ଉପରେ ଏହି ସାନ୍ସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି,ଏବେ କରୋନା ମହାମାରି ସମୟରେ ଶିଶୁ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ ଅଛି ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଡିଏମଓ ମେଡିକାଲ ଶିବପ୍ରସାଦ ମହାରଣା,ଡା. କୃଷ୍ଣଚନ୍ଦ୍ର ମହାପାତ୍ର,ଡା. ସଙ୍କଳ୍ପ ଭୋଳ,ଡା ଶଶିଭୁଷଣ ମହାପାତ୍ର,ଡା. ସନ୍ଧ୍ୟାରାଣି ପଟନାୟକ ଙ୍କ ସହିତ ଅନ୍ୟାନ ଡାକ୍ତର ଜିଲ୍ଲା ହସପିଟାଲର କର୍ମକର୍ତାମାନେ ଉପସ୍ଥିତରହିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସେବିକା ସଜୁଂକ୍ତା ସେଠୀ ପରିଚାଳନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.