Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ନୁତନ କୋଭିଡ ନିୟମ ଲାଗୁ,ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗଦେଇ ପାରିବେ...

0
ମାଲକାନଗିରି,୧୦ା୧୧(ଓଡିଆ ପୁଅ ) କୋଭିଡ କଟକଣାକୁ ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ନୂତନ ନିୟମ ଲାଗୁକରିଛନ୍ତି । କରୋନା ମହାମାରି ପାଇଁ ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗ...

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ...

0
ମାଲକାନଗିରି ,୧୦ା୧୧(ଓଡିଆ ପୁଅ ) ଜଣେ ନାବାଳିକା କୁ ଅପହରଣ କରି ଦୁଷ୍କର୍ମ କରିବା ତାପରେ ସେ ଗର୍ଭବତୀ ହେବା ଘଟଣାରେ ଅଭିଯୁକ୍ତ ଙ୍କୁ ଆଜି ମାଲକାନଗିରି ଏଡିଜେ କୋର୍ଟ ପକ୍ଷରୁ ୨୦ବର୍ଷ...

ଲାଲଗଡରେ ପୁଲିସ ମହାନିର୍ଦ୍ଦେଶକ ପହଁଚି ମାଓଦମନ ସଂପର୍କରେ ସମୀକ୍ଷା କଲେ

0
ମାଲକାନଗିରି,୮ା୧୧ (ଓଡିଆ ପୁଅ )ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲାଗସ୍ତ କରି ମାଓଦମନ ସଂପର୍କରେ ରଣନିତୀ ପ୍ରସ୍ତୁତି ସହ ସମୀକ୍ଷା କରିଛନ୍ତି । ଡିଜିପି ଶ୍ରୀ...

କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ତଦାରଖ କଲେ କେନ୍ଦ୍ରୀୟ ଅନୁଧ୍ୟାନ...

0
ମାଲକାନଗିରି,୬ା୧୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କେନ୍ଦ୍ରସରକାରଙ୍କ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରି ତଦାରଖ କରିଛନ୍ତି କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଦଳ ।...

ଲାଲଗଡ ର ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓସମସ୍ୟା ସଂପର୍କରେ ସମିକ୍ଷା କଲେ...

0
ମାଲକାନଗିରି,୬ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୋରାସେତୁ ଗ୍ରାମ ଠାରେ ନୂତନ ଭାବେ ପ୍ରତିଷ୍ଟିତ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ମାଓସମସ୍ୟା ସଂପର୍କରେ ସମୀକ୍ଷା...

ଇନ୍ଦିରାଆବାସ ଯୋଗାଇଦେବା ନାମରେ ଠକେଇ,ଭଙ୍ଗାକୁଡିଆ ରେ ଆଶ୍ରୟ ନେଇଛନ୍ତି ଆସହାୟ ବୃଦ୍ଧା

0
ମାଲକାନଗିରି,୪ା୧୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲାର ଜଣେ ବୃଦ୍ଧାଙ୍କୁ ଇନ୍ଦିରାଆବାସ ଯୋଗାଇ ଦେବେ କହି ୬ହଜାର ଟଙ୍କା ଲାଚଂନେଇ ଜିଆରଏସ ଛୁ ମାରିଥିବା ବେଳେ ବିଚରା ବୃଦ୍ଧା ଭଙ୍ଗାକୁଡିଆ ଘରେ ଆଶ୍ରୟନେଇ ଥିବାର...

ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ।

0
ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ଟାଉନହଲ ଠାରେ ପବ୍ଲିକ ରାଇଟ୍ସ ଆସୋସିଏସନ୍ ର ଜିଲ୍ଲା କାର୍ଯ୍ୟକାରାଣୀ ବୈଠକ ଆଜି ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ଅଭିଭକ୍ତ...

ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ଗୋଳାବାରୁଦ, ବନ୍ଧୁକ ଜବତ ,ମାଓବାଦୀ ଙ୍କ ଆକ୍ରମଣ...

0
ମାଲକାନଗିରି,୪ା୧୧ (ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଡିଭିଏଫ ,ଏସଓଜି, ବିଏସଏଫ ଯବାନ ଙ୍କ ସହିତ...

ସୀମାନ୍ତ ମୋଟୁ ଥାନା ପୁଲିସର ଚଢଉ ୫୦କେଜି ଗଜେଂଇ ଜବତ ୨ ଗିରଫ

0
ମାଲକାନଗିରି,୨ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ପୁଲିସ ପକ୍ଷରୁ ଚଢଉ କରାଯାଇ ବେଆଇନ ଭାବେ ଚୋରାରେ ଗଜେଂଇ ଚାଲାଣ କରୁଥିବା ସମୟରେ ଦୁଇଜଣଙ୍କୁ ଗିରଫ କରିବାସହ ସେମାନଙ୍କ ଠାରୁ...

ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଦୁର୍ନିତୀ ନିବାରଣ ସଚେତନତା ସଂପର୍କରେ ସପଥପାଠ

0
ମାଲକାନଗିରି,୨ା୧୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରେ ଆଜି ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଉଦଯାପିତ ହୋଇ ଯାଇଛି । ଏହି ଅବସରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନିତୀ ନିବାରଣ ସଂପର୍କରେ...

ଶିଶୁ ସୁରକ୍ଷା ଆୟୋଗର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ତିନିଜଣ ପିଲା...

0
ମାଲକାନଗିରି,୨ା୧୧(ଓଡିଆ ପୁଅ ) ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ୧୦ମ ପ୍ରତିଷ୍ଠା ଦିବସ ଅବସରେ ମାଲକାନଗିରି ଜିଲ୍ଲାର ତିନିଜଣ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ପାଇଁ ଜିଲ୍ଲାପାଳ ପୁରସ୍କୃତ କରିଛନ୍ତି...

୨ଭିନ୍ନକ୍ଷମ ଝିଅ ଙ୍କ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ନକଟରେ ଗରିବ ବାପାଙ୍କ ଆକୁଳ ନିବେଦନ

0
ମାଲକାନଗିରି,୧ା୧୧(ଓଡିଆ ପୁଅ ) ପ୍ରଥମେ ସ୍ତ୍ରୀ ମାନଶିକ ବିକଳାଙ୍ଗ ହେବାପରେ ଦୁଇଝିଅ ଧିରେ ଧିରେ ଭିନ୍ନକ୍ଷମ ହୋଇ ପଡିଥିବାରୁ ଗରିବ ବାପା ଦୁଇଝିଅଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦ କରିଛନ୍ତି...

୨୩୫୦କେଜି ମହୁଲ ପୋଚ ଓ ୫୦୦ ଲିଟର ମଦ ଜବତ

0
ମାଲକାନଗିରି,୧ା୧୧(ଓଡିଆ ପୁଅ ) ମାଲକାନଗିରି,ବାଲିମେଳା,ଚିତ୍ରକୋଣ୍ଡ ଅବକାରି ବିଭାଗ ଓ ପୁଲିସ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରାଯାଇ ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୫୦୦ଲିଟର ମଦ,୨୩୫୦ କେଜି ମହୁଲ ପୋଚ...

ମାଓଗଡ ଗୋରାସେତୁ ନିକଟରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା

0
ମାଲକାନଗିରି,୧ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ଗୋରାସେତୁ ଗ୍ରାମ ଠାରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପର ଶୁଭଦେଇ ତ୍ରୀରଙ୍ଗା ପତକା ଉଡାଇଛନ୍ତି ଏସପି ରିଶିକେଶ...

ମାଲକାନଗିରି ରେ କୁମାରୀ ପାଳିଲେ କୁମାରପୂଣ୍ଣ ର୍ିମୀ ଉତ୍ସବ

0
ମାଲକାନଗିରି,୩୧ା୧୦ (ଓଡିଆ ପୁଅ ) କରୋନା ମହାମାରି ପାଇଁ ନିରାଡମ୍ବର ସହକାରେ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର କାଲିମେଳା,ମୋଟୁ,ଏମଭି୭୯, ଏମଭି୭୨, ପଡିଆ,ଗମ୍ଫାକୋଣ୍ଡା, ଏମଭି୧୯, ଏମଭି୧୭,ମାଲାକନଗିରି,କୋରକୁଣ୍ଡା, ବାଲିମେଳା,ଚିତ୍ରକୋଣ୍ଡା, ତାର୍ଲା କୋଟା,ଖଇରପୁଟ,କୁଡୁମୁଲୁଗୁମ୍ମା,ମାଥିଲି, ଗୋବିନ୍ଦପାଲି,ପାଙ୍ଗାମ,...

ସହିଦ ଯବାନ ରମେଶ ହାଲଓ୍ୟା ଙ୍କୁ ଶ୍ରଦ୍ଧାଜଂଳୀ

0
ମାଲକାନଗିରି,୩୧ା୧୦ (ଓଡିଆ ପୁଅ)ମାଲକାନଗିରି ଜିଲ୍ଲାସଦର ମହକୁମା ସ୍ଥ ସରାକରୀ ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମପାଳନ କରି ସହିଦ ଯବାନ ରମେଶ ହାଲଓ୍ୟାଙ୍କୁ ଆଜି ତାଙ୍କର ଏକାଦଶତମ ଶହୀଦ ଦିବସ ଅବସରେ ଶ୍ରଦ୍ଦାଜଂଳୀ...

କରୋନା କଟକଣା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ପାଳିତହେଲା ମା ଗଜଲକ୍ଷ୍‌ମୀ ଙ୍କ ପୂଜା

0
ମାଲକାନଗିରି,୩୧ା୧୦(ଓଡିଆ ପୁଅ ) କରୋନା କଟକଣା ମଧ୍ୟରେ କୋଭିଡ ନିୟମ ପାଳନ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ଆଜିଠାରୁ ମା ଗଜଲକ୍ଷ୍‌ମୀଙ୍ଗକ ପୂଜା ନିରାଆଡମ୍ବର ସହକାରେ ଆରମ୍ଭ ହୋଇ ଯାଇଛି ।...

ବିଶାଖାପାଟଣା କେଜିଏଚ ହସପିଟାଲ ରେ ଅଟକି ରହିଥିବା ବଣ୍ଡାଯୁବକର ଶବକୁ ୪ଦିନପରେ ପୁଲିସ ଆଣି...

0
ମାଲକାନଗିରି,୩୧ା୧୦(ଓଡିଆ ପୁଅ ) ଆନ୍ଦ୍ରପ୍ରଦେଶ ବିଶାଖାପାଟଣା କେଜିଏଚ ହସପିଟାଲରେ ଅଟକି ରହିଥିବା ବଣ୍ଡାଯୁବକର ଶବ କୁ ଦୀର୍ଘ ୪ଦିନପରେ ମୁଦୁଲିପଡା ପୁଲିସ ଆଣି ମୃତପରିବାରଙ୍କୁ ଆଜି ହସ୍ତାନ୍ତର କରିଛନ୍ତି । ଖଇରପୁଟ ବ୍ଲକ...

ଅବକାରୀ ବିଭାଗର ଚଢଉ,୪୨୦ ଲିଟର ମଦ ଓ ୭୦୦କେଜି ମହୁଲ ପୋଚ ଜବତ,ଦୁଇ ଗିରଫ

0
ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି,ବାଲିମେଳା,ମାଥିଲି ଅବକାରି ବିଭାଗ ପକ୍ଷରୁ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ଅଚଂଳରେ ଚଢଉ କରାଯାଇ ବେଆଇନ ଭାବେ ଦେଶି ମଦ ରାନ୍ଧୁଥିବା ବେଳେ ୪୨୦ଲିଟର ମଦ,୭୦୦ କେଜି ମହୁଲ ପୋଚ...

ମୋଟୁ ପେଟା ପଥର ଖଣିକୁ ବିରୋଧ କଲେ ଶତାଧିକ ଗ୍ରାମବାସୀ

0
ମାଲକାନଗିରି,୨୯ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଠାରେ ଥିବା ପଥରଖଣିକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ । ମୋଟୁ ତହସିଲ ଅଧିନସ୍ଥ ପୁଷୁଗୁଡା ପଚାଂୟତ ନିକଟବର୍ତି ପେଟା...