Pramod Kumar Ray
କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଡ୍ରାଇଭର ଗିରଫ, ଅଞ୍ଚଳବାସୀଙ୍କ ସହିତ ଛାତ୍ରୀଙ୍କ ୩ଘଣ୍ଟା...
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ଠାରେ ସୋମବାର ସକାଳେ ଏକ କାର୍ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି...
ମିଶନ ଦିବ୍ୟାସ୍ତ୍ର, ଅଗ୍ନିି-୫,କ୍ଷେପଣାସ୍ତ୍ରର ୯ମ ପରୀକ୍ଷଣ
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ଅପରାହ୍ଣ ୪.୫୦ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି...
ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି କଳା ପରିଷଦ ଗଠିତ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଂଚଳ ଯାତ୍ରା ସମ୍ରାଟ ସ୍ୱର୍ଗତ ଶ୍ୟାମସୁନ୍ଦର ମହାପାତ୍ରଙ୍କ ସ୍ମୃତି ରକ୍ଷା ପାଇଁ କଳାପରିଷଦ ଗଠନ କରାଯାଇଛି ।...
ପଂଚୁଟିକ୍ରି ସରାକରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଧନ୍ୟବାଦ ଉତ୍ସବ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ପଂଚୁଟିକ୍ରି ଠାରେ ଥିବା ପଂଚୁଟିକ୍ରି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଧନ୍ୟବାଦ ଉତ୍ସବ...
ଗୋପିନାଥପୁର ପଂଚାୟତରେ ମନରେଗାରେ ହୋଇଥିବା ଦୁର୍ନୀତି ବିଷୟରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ବାଚନ...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଗୋପିନାଥପୁର ପଂଚାୟତରେ ୨୦୨୧-୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ନାବାଳକ ଓ ନାବାଳିକା ମାନଙ୍କୁ ବିଭିନ୍ନ ପ୍ରକଳ୍ପରେ ଶ୍ରମିକ ଦର୍ଶାଇ...
ଧାମରାରେ ଇଏସଆଇସି ମେଡିକାଲ ଖୋଲିବା ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା, ଅସନ୍ତୋଷ ବ୍ୟକ୍ତ କଲେ...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ଠାରେ ଏକ ଇଏସଆଇସି ମେଡିକାଲ ଖୋଲିବାକୁ ୨୦୦୯ ମସିହାରୁ ଭାରତୀୟ ମଜଦୁର ସଂଘ ଦାବୀ କରିଆସୁଥିଲା ।...
ଭଦ୍ରକରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୪୫୨୭୬୭୦୭ ଟଙ୍କାରେ ୧୯୮୬ ଟି ମୋକଦ୍ଦମା ଆପୋଷ...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ଭଦ୍ରକଠାରେ ଅନୁଷ୍ଠିତ ହୋଇଯାଇଅଛି ।...
ପାଳଦାବାଙ୍କ ଏନ.ଏଚ. ଉପରେ ବାଇକକୁ ପଛରୁ ପିଟିଲା ବାଇକ, ଜଳିଗଲା ୨ ବାଇକ, ଜଣେ...
ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଚକବନ୍ଦୀ ଅଫିସଛକ ସମ୍ମୁଖରେ ବିପଦସଙ୍କୁଳ ରାସ୍ତା ଅତିକ୍ରମ ଯୋଗୁ...
ଆବେଦନକାରୀଙ୍କୁ ତହସିଲଦାର ଓ କିରାଣୀଙ୍କ ମାଡ ଅଭିଯୋଗ, ମିଛକଥା ବୋଲି କହିଲେ ତହସିଲଦାର
ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ତହସିଲକୁ ଆବେଦନ ନେଇ ଯାଇଥିବା ଜଣେ ବ୍ୟକ୍ତିକୁ ତହସିଲଦାର ଓ କିରାଣୀ ମାଝୀବାବୁ ମାଡ ମାରିଥିବା ଅଭିଯୋଗ...
ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଉତ୍ସବ
ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟାଳୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜ୍ଞାପନ ପତ୍ର ବଣ୍ଟନ ପ୍ରଦାନ ଉଦ୍ଦେଶ୍ୟରେ ସମଗ୍ର ରାଜ୍ୟରେ...
ଭଣ୍ଡାରିପୋଖରୀରେ ମହାଶିବରାତ୍ରୀ
ଭଦ୍ରକ, ୮ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପୁରପଲ୍ଲୀରେ ପବିତ୍ର ମହାଶିବରାତ୍ରୀ ଓ ଜାଗରଯାତ୍ରା ଶୁକ୍ରବାର ପାଳିତ ହୋଇଛି । ଭକ୍ତମାନେ ଉପବାସ ରହିବା...
ପୋଲକୁ ପିଟିଲା ଟାଟା ଏସି, ଚାଳକ ମୃତ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ଦମକଳ କେନ୍ଦ୍ର ସମ୍ମୁଖରେ ଆଜି ଏକ ମର୍ମନ୍ତୁଦ...
ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବିଶ୍ୱ ଆର୍ନ୍ତଜାତୀୟ ମହିଳା ଦିବସ ଜିଲ୍ଲା ସଂସ୍କୃତି ଭବନରେ ଫେଲୋସିପ୍ ଅଗ୍ରଣୀ ଅନୁଷ୍ଠାନର ସଂଯୋଜନା ଓ ଅଖିଳ ଭାରତୀୟ ଗଣତାନ୍ତ୍ରୀକ...
ଭଦ୍ରକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ
ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପବିତ୍ର ଶିବରାତ୍ରି ଜିଲାବ୍ୟାପି ବହୁ ଶୈବପୀଠମାନଙ୍କରେ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଓଡ଼ିଶାର...
ମହାସମାରୋହରେ ପାଳିତ ହେଲା ମଣିବାବାଙ୍କ ମହାଶିବରାତ୍ରୀ, ଆଖଣ୍ଡଳମଣି ପୀଠରେ ୩ ଲକ୍ଷ ଭକ୍ତଙ୍କ ଜନ...
ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ମହାଶିବରାତ୍ରୀ ପାଇଁ ରାଜ୍ୟର ପ୍ରମୁଖ ଶୈବକ୍ଷେତ୍ର ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ହୋଇ ଉଠିଥିଲା ଭକ୍ତମୟ । ବିଶେଷକରି ମଣିବାବାଙ୍କ...
ନାବାଳିକା ଛାତ୍ରୀ ଅନ୍ତଃସତ୍ତ୍ୱା ଘଟଣାରେ ଶିକ୍ଷୟତ୍ରୀ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ଜନୈକ ନବମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣାରେ ଜଣେ ଅଭିଯୁକ୍ତ...
ସଡକ ଦୁର୍ଘଟଣା, ୪ ଆହତ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାର ଖୋଳାମୁହଁ ନିକଟ ନଟିଆ ଜେନା ବାଙ୍କରେ ବୁଧବାର ବିଳମ୍ବିତ ରାତ୍ରରେ ସଡକ ଦୁର୍ଘଟଣା ହୋଇ...
ଆଗରପଡାରେ ଚୋରା ବାଲି ଗାଡି ଜବତ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ବ୍ଲକ ଆଗରପଡା ବଜାରର କାଣ୍ଡବା ପୋଲ ଠାରେ ଖଣି ବିଭାଗ ୫ଗୋଟି ଚୋରା ବାଲି ବୋଝେଇ ଟିପରକୁ ଜବତ...
ଦୁର୍ଘଟଣାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁଲିସ୍ ବିଭାଗରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧ ତାରିଖ ରାତିରେ ବହୁଦରଡା ଗ୍ରାମ ନିକଟ ଜାତୀୟ ରାଜପଥ...