Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ମହିଳା ମହାସଂଘର ବ୍ୟାପକ ଅନିୟମିତତା ଅଭିଯୋଗରେ ମହିଳାଙ୍କ ଧାରଣା

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ମହିଳା ମହାସଂଘର ବିଭିନ୍ନ ସମସ୍ୟା ଉପୁଜୁଥିବାବେଳେ ଆଜି ତାହା ଉଗ୍ରରୁପ ନେଇଛି...

ଦୁଇ ମୋବାଇଲ୍ ଲୁଟେରା ଗିରଫ, ୨୨ ମୋବାଇଲ୍ ଜବତ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଟାଉନ୍ ପୁଲିସ୍ ଦ୍ୱାରା ଦୁଇଜଣ ମୋବାଇଲ୍ ଲୁଟେରା ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍ ଓ...

ମରଣାତ୍ମକ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟେଡ଼ ଦେବୀଦତ୍ତ ପଟ୍ଟନାୟକ ଏକ ମରଣାତ୍ମକ ଆକ୍ରମଣ ସହ ହତ୍ୟାଉଦ୍ୟମ କରିବା ମାମଲାରେ ବିଚାର କରି ଅଭିଯୁକ୍ତଙ୍କୁ...

ଆଦାନୀ ଡାଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୬୩ ୟୁନିଟ ରକ୍ତ ସଂଗ୍ରହ

0
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଧାମରା ପୋର୍ଟର ସିଏସ୍‌ଆର୍ ଅଂଶ ଆଦାନୀ ଫାଉଣ୍ଡେସନ୍ ଓ ଓଡ଼ିଶା ରକ୍ତ ଭଣ୍ଡାର, ଭଦ୍ରକ ଶାଖାର ମିଲିତ ସହଭାଗିତାରେ କରଣପାଲି...

ନମସ୍କାର ସମାଜିକ ସଙ୍ଗଠନର ସମ୍ବର୍ଦ୍ଧନା ସଭା, ବୟସର ଅପରାହ୍ଣରେ ବରିଷ୍ଠଙ୍କୁ ସେବା ଓ ସମ୍ମାନ...

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଗ୍ରଣୀ ସାମାଜିକ ସଙ୍ଗଠନ ନମସ୍କାର ପକ୍ଷରୁ ଆଜି ବରିଷ୍ଠ ବୃଦ୍ଧବୃଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ବ୍ଲକ ଓଲଙ୍ଗ ପଞ୍ଚାୟତ...

ଅଜୟ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଜଣାଶୁଣା ସମାଜସେବୀ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି, ଭଦ୍ରକ ପୁସ୍ତକ ମେଳାର ସମ୍ପାଦକ, ବିଜୁ ଜନତା ଦଳର ରାଜ୍ୟ...

ରାଷ୍ଟ୍ରମାତା କସ୍ତୁରବାଙ୍କ ୭୮ତମ ସହିଦ୍ ଦିବସ ପାଳିତ, କସ୍ତୁରବା ଥିଲେ ସମର୍ପିତ ନାରୀ ଜୀବନର...

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ରାଷ୍ଟ୍ରମାତା କସ୍ତୁରବା ଗାନ୍ଧୀଙ୍କର ୭୮ତମ ସହିଦ୍ ଦିବସ ଜିଲ୍ଲା ସଂସ୍କୃତି ଭବନରେ ପ୍ରତିଷ୍ଠାନର...

“ଅଫେରା ଅତୀତ ପୁସ୍ତକ ଲୋକାର୍ପିତ”, ଅନୁଭୂତିଲବ୍ଧ ଚିନ୍ତାଧାରାରୁ ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅନୁଭୂ୍‌ତିଲବ୍ଧ ଚିନ୍ତାଧାରାକୁ କେନ୍ଦ୍ରକରି ଜୀବନୀ ପୁସ୍ତକର ଭିତ୍ତିଭୂମି ସୃଷ୍ଟି ହୋଇଥାଏ । ସେହି ଭିତ୍ତିଭୂମିରେ ଯେଉଁ ଅସ୍ତିତ୍ୱ ଉକୁଟେ, ତାହା ସହିତ...

ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବୈଠକ

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଆଗାମୀ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ...

କୋବିଡ଼୍ କଟକଣା ତଦାରଖ ପାଇଁ ଅଧିକାରୀଙ୍କୁ ଦାୟିତ୍ୱ ଅର୍ପଣ, ମାସ୍କ ପିନ୍ଧିବା ଓ ସାମାଜିକ...

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସରକାର କୋବିଡ଼ ୧୯କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ ହେଁ ପୁଣି ଏକ ନୂଆ କରୋନା ଭାଇରସ୍ ସଂକ୍ରମଣର ଆଶଙ୍କା...

ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ...

0
ଭଦ୍ରକ ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ (ସେକ୍‌ସୁଆଲ ହାରାସମେଣ୍ଟ) ପ୍ରସଙ୍ଗ ଏବେ ଚର୍ଚ୍ଚା ଜୋର...

ମୋ ମାତୃଭାଷା ମୋ ସ୍ୱାଭିମାନର ପ୍ରତୀକ; ବିଶ୍ୱ ମାତୃଭାଷା ଦିବସ ପାଳିତ

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସରକାରୀ ବଳଦେବଜୀଉ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଆର୍ନ୍ତଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି ।...

ସରକାରୀ ଜାଗାକୁ ମାଡିବସିଛନ୍ତି ଜବରଦଖଲକାରୀ; ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ, ସହରର ରାଜରାସ୍ତା ହେଉଛି ସଂକୁଚିତ,...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ବଢିଚାଲିଛି ଜବର ଦଖଲ । ସରକାରୀ ଯାଗାଜମିକୁ ଜବର ଦଖଲ କରି ମାଡିବସିଛନ୍ତି ଅଧିକାଂଶ ଲୋକ । ଫଳରେ...

ଅମୃତ ଜଳ ଯୋଗାଣ ବ୍ୟବସ୍ଥାକୁ ୫ ବର୍ଷ ପୂରିଲା, ୧୦ ହଜାରରୁ ଉର୍ଦ୍ଧ ଉପଭୋକ୍ତା...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଅମୃତ ଜଳ ଯୋଗାଣ ବ୍ୟବସ୍ଥା କୁ ଇତିମଧ୍ୟରେ ୫ ବର୍ଷ ପୁରିଲା ହେଲେ ସହରରେ...

ରୋଭର୍ସ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ, ଯାଜପୁରର ମହାଲକ୍ଷ୍ମୀ ଟିମ୍‌କୁ ହରାଇ ଭଦ୍ରକର ରୋଭର୍ସ କ୍ଲବ...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣାବଜାର ସ୍ଥିତ ମହାବୀର ପଡ଼ିଆରେ ରୋଭର୍ସ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରୋଭର୍ସ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଯାଜପୁର ଦଳକୁ...

ଚଣ୍ଡିଖୋଲ-ଭଦ୍ରକ ରାଜରାସ୍ତା ପାଲଟିଛି ମରଣଯନ୍ତା, ଡିବିଏଲ୍ କଂପାନୀ ସଚେତନ ନହେଲେ କାର୍ଯ୍ୟାଳୟ ବନ୍ଦ ସହ...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରିବର୍ତ୍ତିତ ଓ ପରିବର୍ଦ୍ଧିତ ପରିସ୍ଥିତିକୁ ନେଇ ରାଜରାସ୍ତା ସଂପ୍ରସାରଣ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଚଣ୍ଡିଖୋଲ-ଭଦ୍ରକ ରାସ୍ତାର ସଂପ୍ରସାରଣ...

ବେଆଇନ୍ ମାଟି ବୋହୁଥିବା ଟ୍ରାକ୍ଟର ଓଲଟି ଚାଳକ ମୃତ

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହର ଓ ତାର ନିକଟବର୍ତ୍ତୀ ଗେଲପୁର, ସାମରାଇପୁର ଓ କୋର୍କରା ଅଂଚଳରେ ବହୁ ବ୍ୟବସାୟୀ ବେଆଇନ୍ ଭାବେ ଟ୍ରାକ୍ଟର ଦ୍ୱାରା...

ଭଦ୍ରକ ସହରରେ ସେକ୍ସ ରାକେଟ୍ ଠାବ, ୨ ଯୁବକ କୋର୍ଟ ଚାଲାଣ, ଅଟକ ୪...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ଖୋଲମଖୋଲା ଚାଲିଛି ଦେହ ବେପାର । କଚେରୀ ପାଖରୁ ଆରମ୍ଭ କରି ଚରମ୍ପା ରେଲ୍‌ୱେ ଷ୍ଟେସନ ପର୍ଯ୍ୟନ୍ତ ବହୁ...

କଂଗ୍ରେସ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ, ଭଦ୍ରକରେ ମେଡ଼ିକାଲ କଲେଜ ପାଇଁ ବିଧାନସଭାରେ...

0
ଭଦ୍ରକ, ୨୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

ଆଖୁଚାଷ ପ୍ରତି ପ୍ରୋତ୍ସାହନ ନାହିଁ ମୁଣ୍ଡରେ ହାତ ଦେଲେଣି ହଜାରହଜାର ଆଖୁଚାଷୀ

0
ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ଆଖୁଚାଷ ପ୍ରତି ସରକାରଙ୍କର କୈାଣସି ପ୍ରୋତ୍ସାହନ ନାହିଁ । ଫଳରେ ମୁଣ୍ଡରେ ହାତଦେଇ ବସିଛନ୍ତି ହଜାର ହଜାର ଆଖୁଚାଷୀ...