24.1 C
Bhubaneswar
Friday, March 29, 2024
Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ଇଞ୍ଚୋଳ ପଞ୍ଚାୟତରେ ବିଜେପିର ସାଂଗଠନିକ ବୈଠକ

0
ହାଟଡିହି-୩ /୧(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା...

୨୦୧୭ବ୍ୟାଚ୍ ଛାତ୍ରଛତ୍ରୀଙ୍କ ବନ୍ଧୁ ମିଳନ

0
ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ନୁଆଗାଁ ହାଇସ୍କୁଲର ୨୦୧୭ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୁଆଗାଁ ପଞ୍ଚୁପାଣ୍ଡବ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ...

ସମ୍ବାଦ ଆମ ଓଡିଶା ଓ ବି.କେ ହାଇସ୍କୁଲ ଛାତ୍ରସଂଘ ପକ୍ଷରୁ ରକ୍ତଦାନ ଶିବିର

0
ହାଟଡିହି-୨ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମ୍ବାଦ ଆମ ଓଡିଶା ଓ ବି.କେ ହାଇସ୍କୁଲ ସୋସୋ କାନପୁର ପକ୍ଷରୁ କାନପୁର ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...

ଇଞ୍ଚୋଳରେ ଆମ ଓଡିଶା ଓ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର

0
ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଶୈଳବାଳା ଫାଉଣ୍ଡେସନ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ...

ବରାଙ୍ଗ ପ୍ରିମିୟର ଲିଗ, କୁଆଡ ଚମ୍ପିୟନ

0
ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଠାରେ ବଜରଙ୍ଗୀ କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ବରାଙ୍ଗ ପ୍ରିମିୟର ଲିଗ ଆଜି ଉଦଯାପିତ...

ନିଆରା ଢ଼ଙ୍ଗରେ ନବ ବର୍ଷ ପାଳିଲେ ସମାଜସେବୀ

0
ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର ଶିକ୍ଷାବିତ ତଥା ସମାଜସେବୀ ସତ୍ୟପୀର ମହାନ୍ତି ନୁଆବର୍ଷର ପ୍ରଥମ ଦିନରେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ...

ବିବେକାନନ୍ଦ ପାଠକ ମଞ୍ଚର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ

0
ହାଟଡିହି-୨ /୧: (ଓଡିଆପୁଅ / ବିକାଶ ବିଶ୍ୱାଳ) ବିବେକାନନ୍ଦ ପାଠକ ମଞ୍ଚ, ନୁଆରମ୍ପାସର ସପ୍ତଦଶ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ଅନଲାଇନ ମାଧ୍ୟମରେ ଆୟୋଜିତ ଶ୍ରେଷ୍ଠ ପାଠକ ମନୋନୟନ ଓ ଆଶୁ ଓଡିଆ କବିତା...

ତାମ୍ପଳା ଗ୍ରାମରେ ଚଢ଼ାଉ, ଜଣକୁ ଗିରଫ କଲା ଅବକାରୀ ବିଭାଗ

0
ହାଟଡିହି-୨ /୧: (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ତାମ୍ପଳା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫କିଲୋ ଗଞ୍ଜେଇ ଜବଦ କରାଯିବା ସହିତ ଏହି ଘଟଣାରେ...

ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

0
ହାଟଡ଼ିହି, ୨ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ରାଜୀବ ଲୋଚନ ନାୟକ ଓ...

ତରତରା-ବଞ୍ଚୋ ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ

0
ହାଟଡ଼ିହି, ୧ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ତରତରା-ବଞ୍ଚୋ ମଝିସାହି ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଛି । ବିଧାୟକ ଶ୍ରୀ ସେଠୀ ଗ୍ରାମ୍ୟ...

ଶାସଙ୍ଗରେ ଚାରଣଗୋଷ୍ଠୀ ପୁରୀର ୩୨ତମ ଚାରଣ ପ୍ରବର୍ଯ୍ୟା ଉଦ୍‌ଯାପିତ

0
ହାଟଡ଼ିହି, ୧ /୧/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ୯ଦିନ ଧରି ଚାଲିଥିବା ୩୨ତମ ଚାରଣ ପ୍ରବର୍ଯ୍ୟା ଶାସଙ୍ଗ ଗ୍ରାମରେ ଉଦଯାପିତ ହୋଇଯାଇଛି । ଗତ...

ଟଙ୍କା ବଣ୍ଟାବେଳେ ପିଇଓ ଜିଆରଏସଙ୍କୁ ର୍ଦୁବ୍ୟବହାର

0
ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ରେସନକାର୍ଡ ହିତାଧିକାରୀଙ୍କୁ ଟଙ୍କା ବଣ୍ଟାବେଳେ ପିଇଓ ଜିତେନ୍ଦ୍ର ଜେନା ଓ ଜିଆରଏସ ଗୋଲଖ ନାଏକଙ୍କୁ ର୍ଦୁବ୍ୟବହାର...

ଏସିବି ଫାଉଣ୍ଡେସନର ବାର୍ଷିକ ଓ ସମ୍ବର୍ଦ୍ଧନା ଉତ୍ସବ, ସିଦ୍ଧଗୁମ୍ଫାର ବିକାଶ ପାଇଁ ମନ୍ତ୍ରୀଙ୍କ ପ୍ରତିଶୃତି

0
ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ଏସିବି ଫାଉଣ୍ଡେସନ କାହାଳିଆଗଡିଆର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସଂସ୍କୃତିମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏଥିରେ...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଶିଳାନ୍ୟାଶ

0
ହାଟଡ଼ିହି, ୩୧ /୧୨/ : (ଓଡିଅ।।ପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ବିଭିନ୍ନ ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଛି । ଆଜି ବିଧାୟକ ଶ୍ରୀ ସେଠୀ ଗ୍ରାମ୍ୟ...

ବରିଷ୍ଠ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

0
ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ବରିଷ୍ଠ କଂଗ୍ରେସ କର୍ମୀ ସରଳା ଗ୍ରାମର ବିଷ୍ଣୁ ନାରାୟଣ ସା କଂଗ୍ରେସ ଛାଡି ବିଜେଡିରେ ସାମିଲ...

ଶିଶୁ ସାହିତ୍ୟିକା ବିଦ୍ୟୁତପ୍ରଭାଙ୍କୁ ଉତ୍କଳ କେଶରୀ ସମ୍ବର୍ଦ୍ଧନା

0
ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟ୍ରତ କାଠିଆସରା ଗ୍ରାମର ଶିଶୁ ସାହିତ୍ୟିକ ବିଦ୍ୟୁତପ୍ରଭା ଦେଓଙ୍କୁ ଉତ୍କଳ କେଶରୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି ।...

ହାଟଡିହିରେ କିନ୍ନର ସମାଜର ବୈଠକ

0
ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କିନ୍ନର ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଘା ଫାଉଣ୍ଡେସନର ସଭାନେତ୍ରୀ ସୁରେଶ୍ୱରୀ ସାଗରୀକା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ...

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

0
ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବ୍ୟାରେଜ ପୋଲ ଉପରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ...

ପନ୍ଦାଡୋ ହାଇସ୍କୁଲରୁ କମ୍ପ୍ୟୁଟର ଓ ଲ୍ୟାବ ସାମଗ୍ରୀ ଚୋରୀ

0
ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ପନ୍ଦାଡୋ ହାଇସ୍କୁଲରେ ଗତକାଲି ରାତିରେ ଚୋରମାନେ କମ୍ପ୍ୟୁଟର, ଓ ଲ୍ୟାବ ସାମଗ୍ରୀ ଭଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ...

ପଞ୍ଚାୟତ କାର୍ଯ୍ୟାଳୟରେ ପସି କର୍ମଚାରୀଙ୍କୁ ର୍ଦୁବ୍ୟବହାର ଅଭିଯୋଗ

0
ହାଟଡ଼ିହି, ୨୭ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ କାର୍ଯ୍ୟାଳୟରେ ପସି ପଞ୍ଚାୟତ କର୍ମଚାରୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ପଞ୍ଚାୟତର କାଗଜପତ୍ରକୁ ବାହାରକୁ ଫୋପାଡିଦେବା...