Home କେନ୍ଦୁଝର ୨୦୧୭ବ୍ୟାଚ୍ ଛାତ୍ରଛତ୍ରୀଙ୍କ ବନ୍ଧୁ ମିଳନ

୨୦୧୭ବ୍ୟାଚ୍ ଛାତ୍ରଛତ୍ରୀଙ୍କ ବନ୍ଧୁ ମିଳନ

110

ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ନୁଆଗାଁ ହାଇସ୍କୁଲର ୨୦୧୭ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୁଆଗାଁ ପଞ୍ଚୁପାଣ୍ଡବ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇ ସ୍କୁଲ ବେଳର ସ୍ମୃତି ଓ ଅନୁଭୁତିକୁ ରୋମନ୍ଥନ କରିବା ସହ ପରଷ୍ପରର ଶୁଖ ଦୁଃଖରେ ଭାଗି ହେବାକୁ ନିଷ୍ପତି ନେଇଥିଲେ । ବହୁ ଦୁର ଦୁରାନ୍ତରୁ ଛାତ୍ରଛାତ୍ରୀମାନେ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଜିତେନ୍ଦ୍ର ଖଣ୍ଡୁଆଳ, ଚନ୍ଦନ କୁମାର ପ୍ରଧାନ, ଦେବବ୍ରତ ପରିଡା, ଜୀବନଜ୍ୟୋତି ଦାସ, ଆଶିଷ କୁମାର ସାହୁ, ଭାଗ୍ୟଶ୍ରୀ ପ୍ରଧାନ, ଇତିଶ୍ରୀ ପ୍ରୀୟଦର୍ଶନୀ, ଶୁଭଶ୍ରୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.