Home କେନ୍ଦୁଝର ହାଟଡିହିରେ କିନ୍ନର ସମାଜର ବୈଠକ

ହାଟଡିହିରେ କିନ୍ନର ସମାଜର ବୈଠକ

113

ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କିନ୍ନର ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଘା ଫାଉଣ୍ଡେସନର ସଭାନେତ୍ରୀ ସୁରେଶ୍ୱରୀ ସାଗରୀକା ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କିନର ସମାଜର ସଭାନେତ୍ରୀ କାଜଲ ନାୟକ, ସୀତଲ ବସ୍ତିଆଙ୍କ ସମେତ ବିଭିନ୍ନ ପ୍ରନ୍ତରରୁ ୭୦ରୁ ଉର୍ଦ୍ଧ କିନ୍ନର ଯୋଗଦେଇ ଥିଲେ । ଆଗାମି ପଞ୍ଚାୟତ ନିର୍ବାଚନରେ ସୁରେଶ୍ୱରୀ ସାଗରୀକାଙ୍କ ଭାଇ ଗୁରୁପ୍ରସାଦ ଜେନା ପ୍ରାର୍ôଥ ଭାବେ ଲଢ଼ିବାକୁ ଯାଉଥିବାରୁ କିନ୍ନର ସଂଘ ତାଙ୍କୁ ସମର୍ଥନ ଜଣାଇବା ସହିତ ତାଙ୍କ ପାଇଁ ପ୍ରଚାର କରିବାକୁ ନିଷ୍ପତି ନେଇଛି । ଏହି କାର୍ଯ୍ୟକ୍ରମରେ ଗୁରୁପ୍ରସାଦଙ୍କ ସମେତ ତାଙ୍କର ସମସ୍ତ ପରିବାର ଲୋକବି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.