Bikash Biswal
ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସରେୀ ବୃକ୍ଷରୋପଣ
ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଇଞ୍ଚୋଳ ବିକାଶ ମଞ୍ଚ ଗତ ୫ବର୍ଷ ଧରି ପରିବେଶ ସଚେତନତା, ମୃତ୍ତିକା ସଂରକ୍ଷଣ, ବୃକ୍ଷରୋପଣ, ପ୍ଲାଷ୍ଟିକ ବ୍ୟବହାର ନକରିବା...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅଧାପକଙ୍କ ଦାନ (ଫଟୋ)
ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଗୋପ ଗ୍ରାମର ଅଧ୍ୟାପକ ଦୁର୍ଗାଶଙ୍କର ପରିଡା କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ହଜାର ଟଙ୍କା ଦାନ...
ଓରାଳିରେ ଦୀର୍ଘଦିନ ହେଲା ଏଟିଏମ ଅଚଳ, ଲୋକେ ହିନସ୍ଥା
ହାଟଡିହି- ୭ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଓରାଳି ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ କାଉଣ୍ଟରଟି ଦୀର୍ଘଦିନ ହେଳା ଅଚଳ ହୋଇପଡିଥିବାରୁ ଲୋକମାନେ...
ସୋସୋରେ ହାତୀଙ୍କ ଉତ୍ପାତ କମୁନି, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ
ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ସୋସୋ, ପଢ଼ିଆରିପଲ୍ଲୀ, କାନପୁର, ମରଚାଇପଦା, ନିଉଦାନୀ ଆଦି ଅଞ୍ଚଳରେ ହାତୀର ଉତ୍ପାତ କମୁ ନଥିବାରୁ ଚାଷୀମାନେ ନାନା କ୍ଷୟକ୍ଷତିର ସମ୍ମୁଖୀନ...
ବ୍ୟବସାୟୀଙ୍କ ପରଲୋକ
ହାଟଡିହି- ୬ / ୬(ଓଡିଆପୁଅ / ବିକାଶ ବିଶ୍ୱାଳ) ଶାଳଣିଆଁ ବଜାରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଏଲକଣିଆଁ ଗ୍ରାମର ପାଗଳ ଚନ୍ଦ୍ର ସାହୁଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି ।...
ପ୍ରତି ପଞ୍ଚାୟତରେ ଟୀକାକରଣ କରିବାକୁ ଦାବି
ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନା ମହାମାରୀରୁ ମୁକ୍ତି ପାଇବାପାଇଁ ସରକାର ଟୀକାକରଣକୁ ଗୁରୁତ୍ୱ ଦେଉଥିବାବେଳେ ଏବେ ଲୋକମାନେ ସଚେତନ ହୋଇପଡିଥିବାରୁ ଟୀକାର ଅଭାବ ଦେଖା ଦେଇଛି ।...
ଦୁଇ ଦିନରେ ୪୧ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପିଲା
ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଦୁଇଦିନ ଭିତରେ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ମୋଟ ଆକ୍ରାନ୍ତଙ୍କ...
ଅଁରା ଗାଁରେ ସମାଧାନ ବୈଠକ ବେଳେ ଗୋଷ୍ଠୀ ସଂଘର୍ଷ, ୩ଆହତ
ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ଗ୍ରାମରେ ଗତବର୍ଷ ବାଡିରେ କୁକୁଡା ପସିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ...
ଦୁଇ ବାଲିବୋଝେଇ ଟ୍ରାକ୍ଟର ଜବଦ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ବେଆଇନ ଭାବେ ବାଲି ବୋଝେଇ କରି ଯାଉଥିବା ଦୁଇଟି ଟ୍ରାକ୍ଟରକୁ ହାଟଡିହି ତହସିଲ ପକ୍ଷରୁ ଜବଦ କରାଯାଇଛି । ତହସିଲର ଅତିରିକ୍ତ...
ଗାଁ ଗୁଡିକୁ ବିଶୋଧନ ପାଇଁ ସ୍ୱେଚ୍ଛାସେବୀଙ୍କ ଅଭିନବ ପ୍ରୟାସ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଅନେକ ପଞ୍ଚାୟତରେ ଏବେ କରୋନା ମହାମାରୀ ବ୍ୟାପିି ଚାଲିଥିବାବେଳେ ଗାଁ ଗୁଡିକୁ ବିଶୋଧନ କରିବାପାଇଁ କିଛି ଅନ୍ନପୁର୍ଣ୍ଣା ଗ୍ରାମୀଣ...
ଭିନ୍ନକ୍ଷମ ଶିଶୁକୁ ଟ୍ରାଇସାଇକେଲ ପ୍ରଦାନ କଲେ ଯୁବକ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଯୁଦ୍ଧିଷ୍ଠିର ନାଏକଙ୍କ ଭିନ୍ନକ୍ଷମ ପୁଅ ଜନାର୍ଦ୍ଦନ ନାଏକଙ୍କୁ ଗ୍ରାମର ଯୁବକ ସୁଧାଶୁଂ ଶେଖର...
ବିଶ୍ୱପରିବେଶ ଦିବସ ଅବସରରେ ଇଞ୍ଚୋଳରେ ବୃକ୍ଷରୋପଣ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ପଞ୍ଚାୟତର ବିଜେଡି...
ଆସପେୟାର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆସପେୟାର ପକ୍ଷରୁ ଶାଳଣିଆଣିଆଁ କ୍ଲଷ୍ଟରରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷ ହିଁ...
କୁରାଢ଼ିଘସାରେ ବିଶ୍ୱ ପରିବେଶ ଦିବସ ପାଳିତ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶ୍ୱ ପରିବେଶ ଦିବସରେ ପ୍ରକୃତିବନ୍ଧୁ ଶିକ୍ଷକ ବିଶ୍ୱରଞ୍ଜନ ବେହେରାଙ୍କ ସଂଯୋଜନାରେ କୁରାଢ଼ିଘସା ମଧ୍ୟ ଇଂରାଜି ବିଦ୍ୟାଳୟ ପରିସରରେବିଶ୍ୱ ପରିବେଶ ଦିବସ ପାଳିତ...
ପ୍ରଥମେ ବାପା ମା ଯାଇଥିଲେ ଏବେ ଗଲା ପୁଅ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନାର ଦ୍ୱିତୀୟ ଲହର ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସ୍ୱାମୀ ସ୍ତ୍ରୀ ତ ଆଉ କେଉଁଠି ସମ୍ପୁର୍ଣ୍ଣ ପରିବାରକୁ...
ବେଆଇନ ମୋରମ ଉତ୍ତୋଳନ, ମେସିନି ଓ ଡମ୍ପର ଜବଦ
ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ଝୁଣାବାଡିରେ ବେଆଇନ ଭାବେ ମୋରମ ଖୋଳାବେଳେ ପୁଲିସ ଗୋଟିଏ ଜେସିବି ମେସିନି ଓ ଗୋଟିଏ ଡମ୍ପରକୁ...
ଢ଼େଙ୍କା ହାଟସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ
ହାଟଡିହି- ୪ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ହାଟ ସାହି ନିକଟରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାଯାିଛି । ସଢ଼ା ଗ୍ରାମର...
ସ୍କୁଲ ପରିସରରୁ ମାଟିମୋରମ ତାଡିନେଲେ , ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷୟତ୍ରୀ
ହାଟଡିହି- ୪ / ୬ ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ମନରେଗା ଯୋଜନାରେ ଏକ ରାସ୍ତା କାମ ଚାଲିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବାଳିକା ହାଇସ୍କୁଲର ପଟ୍ଟାଭୁକ୍ତ...
ଦୁଇ ଦିନରେ ୫୦ ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୭୫୭ରେ ପହଞ୍ଚିଲା
ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୭ରେ ପହଞ୍ଚିଛି । ଗତ ଦୁଇଦିନ...
ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ
ହାଟଡିହି- ୩ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) କୋଭିଡ ଦ୍ୱିତୀୟ ଲହରକୁ ଆଖି ଆଗରେ ରଖି ରାଧାଗୋବିନ୍ଦ ଫାଉଣ୍ଡେସନ ପକ୍ଷରୁ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ଫାଉଣ୍ଡେସନର...