Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ମରାମତି ହେଉନି ଉଠା ଜଳସେଚନ ପ୍ରକଳ୍ପ, ଏକର ଏକର ଜମିରେ ମରୁଡି ପରିସ୍ଥିତି

0
ହାଟଡ଼ିହି,୨୨ / ୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଦନେଇପୁର ଠାରେ ଥିବା ଉଠାଜଳସେଚନ ପ୍ରକଳ୍ପଟି ମରାମତି ହେଉ ନଥିବାରୁ ଗାଁର ଏକର ଏକର ଜମିରେ ମରୁଡି ପରିସ୍ଥିତି...

ପରିବେଶ ସୁରକ୍ଷା ପାଇଁ ବୃଦ୍ଧ ଦମ୍ପତ୍ତିଙ୍କ ଅଭିନବ ପ୍ରୟାସ

0
ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ପରିବେଶ ସୁରକ୍ଷା ପାଇଁ ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗାଁର ବୃଦ୍ଧ ଦମ୍ପତ୍ତିଙ୍କ ଅଭିନବ ଉଦ୍ୟମ ଏବେ ବେଶ ପ୍ରସଂଶନୀୟ ହୋଇଛି...

ପୁର୍ବତନ ଛାତ୍ର ସଂସଦ ପକ୍ଷରୁ ହାଟଡିହି କଲେଜରେ ସଂଗ୍ରାମଙ୍କୁ ଶ୍ରଦ୍ଧାଞ୍ଜଳୀ

0
ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି କଲେଜର ପୁର୍ବତନ ଛାତ୍ର ତଥା ପୁର୍ବତନ ଯୁବ କଂଗ୍ରେସର ସଭାପତି ତଥା ବର୍ତ୍ତମାନର କଂଗ୍ରେସ ସମ୍ପାଦକ ଥିବା ସଂଗ୍ରାମ ଜେନାଙ୍କ ଅକାଳ ବିୟୋଗରେ...

ଅନ୍ତୋଦୟ ଚେତନା କେନ୍ଦ୍ର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

0
ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଶଙ୍କଟପାଲିଆ ସ୍ଥିତ ଅନ୍ତୋଦୟ ଚେତନାକେନ୍‌ଦ୍ର ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ହଦଗଡ ରେଞ୍ଜର ସୁମିତ ମହାନ୍ତି, ପୁର୍ବତନ...

ଗଛରେ ରାକ୍ଷୀବାନ୍ଧି ସବୁଜ ସୁରକ୍ଷାର ବାର୍ତ୍ତା ଦେଇଛି ଇଞ୍ଚୋଳ ବିକାଶ ମଞ୍ଚ

0
ହାଟଡ଼ିହି,୨୨ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଅଗ୍ରଣୀ ସାମାଜିକ ନ୍ୟାସ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରକ୍ଷାବନ୍ଧନ ଉତ୍ସବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି...

ପୁର୍ବତନ କର୍ମଚାରୀଙ୍କ ପରଲୋକ

0
ହାଟଡ଼ିହି,୨୧ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଳସମ୍ପଦ ବିଭାଗର ପୁର୍ବତନ କର୍ମଚାରୀ ତଥା ବଞ୍ଚୋ ଗ୍ରାମ ନିବାସୀ ପିତବାସ ବରାଳଙ୍କ ୮୦ବର୍ଷ ବୟସରେ ଗତ ୧୬ତାରିଖ ଦିନ ପରଲୋକ ହୋଇଯାଇଛି...

ଆନନ୍ଦପୁର- ତରଭା ବୈତରଣୀ ନଦୀବନ୍ଧ ରାସ୍ତା ବିପର୍ଯ୍ୟସ୍ଥ

0
ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ତରଭା ବୈତରଣୀ ନଦୀବନ୍ଧ ରାସ୍ତାଟି ବିପର୍ଯ୍ୟସ୍ଥ ହୋଇ ପଡିଛି । ଏହି ରାସ୍ତାଟି ଉପରେ ବଞ୍ଚୋ, ମୁଗୁପୁର, ଯଶୋବନ୍ତପୁର, ଆଡହୁରିଆ, ନୀଳାପୁର, ପଞ୍ଚୁଗୋଛିଆ,...

ବିଜେପି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

0
ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜନତାପାର୍ଟି ପକ୍ଷରୁ ଆଜି ବିଭିନ୍ନ ପଞ୍ଚାୟତର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ହାଟଡିହି ବିଜେପି କାର୍ଯ୍ୟାଳୟ ପରିସରରେ ବାଉଁଶଗଡ, କଣ୍ଟିପାଳ...

ପୋଡି ହୋଇ ମହିଳାଙ୍କ ମୃତ୍ୟୁ ମାମଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଲେ ଏନ.ଏଚ.ଆର.ସି

0
ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସଢ଼ା ପଞ୍ଚାୟର ନାହା ଗ୍ରାମରେ ଗତ ୨୦୨୦ରେ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିବା ମୀନତୀ ନାଇକଙ୍କ ପରିବାରକୁ କଣ କ୍ଷତି...

ବହୁ ପ୍ରତିକ୍ଷିତ ଶାଳଣିଆଁ ବିଦ୍ୟୁତ ସବଷ୍ଟେସନ ଉଦଘାଟିତ

0
ହାଟଡ଼ିହି,୨୧ /୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ବହୁ ପ୍ରତିକ୍ଷିତ ଶାଳଣିଆଁ ବିଦ୍ୟୁତ ସବଷ୍ଟେସନ ଆଜି ଉଦଘାଟିତ ହୋଇଯଇଛି । ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ...

ଶଙ୍ଖଣାରେ ସଂଗ୍ରାମଙ୍କ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ

0
ହାଟଡ଼ିହି,୨୦ /୭/ : ( ଓଡିଆପୁଅ / ବିକାଶ ବିଶ୍ୱାଳ) ପୁର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା (ବାପି)ଙ୍କର ନିଜ ଜନ୍ମମାଟି ଶଙ୍ଖଣା ଗ୍ରାମରେ ଏକ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ...

ପାଇପ ବିଛାଇବା ପାଇଁ ଗାତ ଖୋଳି ନପୋତିବାରୁ ଇଞ୍ଚୋଳରେ ଉତ୍ତେଜନା, ଦୁଇ କର୍ମଚାରୀ ଅଟକ

0
ହାଟଡ଼ିହି,୧୯ /୭ ହାଟଡିହି ବ୍ଲକରେ ଏବେ ମେଗା ୱାଟର ପ୍ରୋଜେକ୍ଟ କାମ ପାଇଁ ଠିକାଦାର ରାସ୍ତାଘାଟ ଖୋଳି ପକାଉଥିବାରୁ ସାଧାରଣରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଗାଁଗହଳି ଠାରୁ ଆରମ୍ଭ...

ମନୋରଞ୍ଜନ ସାମନ୍ତ ସିଂହାରଙ୍କ ପରଲୋକ

0
ହାଟଡ଼ିହି,୧୯ /୭ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ପୁର୍ବତନ କ୍ରିକେଟ ଖେଳାଳୀ ତଥା ମା ବରାହୀ କ୍ରିକେଟ କ୍ଲବର ପ୍ରତିଷ୍ଠାତା ତଥା ଜଣେ ଦକ୍ଷ ସଂଗଠକ ଭାବେ...

ଅଧ୍ୟକ୍ଷଙ୍କୁ ମାଡ ଘଟଣା, ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ପକ୍ଷରୁ ନିନ୍ଦା

0
ହାଟଡ଼ିହି,୧୯ /୭ (ଓଡିଆପୁଅ / ବିକାଶ ବିଶ୍ୱାଳ) ବଉଳା ଯୁକ୍ତ ଦୁଇ କଲେଜ ସୋସୋର ଅଧ୍ୟକ୍ଷଙ୍କୁ ରାସ୍ତାରେ ଅଟକାଇ ମାଡ ମରାଯିବା ସହିତ ତାଙ୍କ ଗାଡି ଓ ମୋବାଇଲକୁ ଭଙ୍ଗାରୁଜା କରିବା ଘଟଣାକୁ...

ଜୀବନ ସଂଗ୍ରାମରେ ହାରିଗଲେ ସଂଗ୍ରାମ ଜେନା

0
ହାଟଡ଼ିହି,୧୯ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରେନାର ଶୀକାର ହୋଇ ଦୀର୍ଘ ୩ମାସ ହେଲା ଜୀବନ ଯୁଦ୍ଧରେ ସଂଗ୍ରାମ କରିକରି ଶେଷର ହାରିଗଲେ ସଂଗ୍ରାମ କେଶରୀ ଜେନା ‘ବାପି ଭାଇ’...

ବ୍ଲକ କର୍ମଚାରୀଙ୍କ ଦାୟିତ୍ୱହୀନତାରୁ ବଳି ପଡୁଛନ୍ତି ହିତାଧିକାରୀ

0
ହାଟଡିହି, ୧୭ । ୮ :(ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାପାଇଁ ନିଯୁକ୍ତି...

ଆଇତିପୁର ପଞ୍ଚାୟତରେ ମନରେଗା ଦୁର୍ନୀତିନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

0
ହାଟଡ଼ିହି,୧୭ /୮/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କିଛି ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ...

ପୁଅ ର ଜୁଲୁମ୍ ସହିନପାରି ଥାନାର ଦ୍ବାରସ୍ତ ହେଲେ ବୃଦ୍ଧ ଭିନ୍ନକ୍ଷମ ବାପା ଓ...

0
ହାଟଡ଼ିହି,୧୭ /୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ପୁଅ ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସୁଛି । କଥା କଥା କେ ନିଜ  ବୃଦ୍ଧା  ମା' ଓ ଭିନ୍ନକ୍ଷମ...

ଅପହରଣ ଅଭିଯୋଗ କରିବାରୁ ମରଣାନ୍ତକ ଆକ୍ରମଣ

0
ହାଟଡ଼ିହି,୧୭ /୮/ : ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବାହାରିପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ମଦନ ମୋହନ...

କୃତ୍ତି ଛାତ୍ରଛାତ୍ରୀଙ୍କୁ ବାବାଜି ଚରଣ ଜେନା ମେମୋରିଆଲ ମେଧା ସମ୍ମାନ ପ୍ରଦାନ

0
ହାଟଡ଼ିହି, ୧୬/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଟିଏମ ଏକାଡେମୀ ଡଅଁରର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ବାବାଜି ଚରଣ ଜେନା ମେଧା ସମ୍ମାନ ପ୍ରଦାନ କରାଯାଇଛି । ବାବାଜି ଚରଣ ଜେନାଙ୍କ...