Home କେନ୍ଦୁଝର ପୁର୍ବତନ କର୍ମଚାରୀଙ୍କ ପରଲୋକ

ପୁର୍ବତନ କର୍ମଚାରୀଙ୍କ ପରଲୋକ

36

ହାଟଡ଼ିହି,୨୧ / ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଳସମ୍ପଦ ବିଭାଗର ପୁର୍ବତନ କର୍ମଚାରୀ ତଥା ବଞ୍ଚୋ ଗ୍ରାମ ନିବାସୀ ପିତବାସ ବରାଳଙ୍କ ୮୦ବର୍ଷ ବୟସରେ ଗତ ୧୬ତାରିଖ ଦିନ ପରଲୋକ ହୋଇଯାଇଛି । ସେ ଜଣେ ଅତ୍ୟନ୍ତ ଭଦ୍ର, ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ । ସେ ଏବେ ଶାଳପଡା ବାସଭବନରେ ରହୁଥିବାବେଳେ ତାଙ୍କର ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ମନ୍ଦୋଦରୀ ବରାଳ, ପୁଅ ପଙ୍କଜ, ବୋହୁ ପ୍ରତୀମା, ରୀନା, ମାମା,ଝିଅ ଝରଣା, କଳ୍ପନା, ଜ୍ୟୋତ୍ସ୍ନା, ଫୁଲ ହେମଲତା, ଜ୍ୱାଇଁ ବାବୁଲା, ବିନୋଦ, ବଡଭାଇ ହୃଶିକେଶ, ସାନଭାଇ ପ୍ରଫୁଲ, ପୁତୁରା ମଧୁସୁଦନ, ସଦା, କାଳିଆ, ନାତି ବିଶ୍ୱଜିତ, ବାବୁନ, ନାତୁଣୀ ସନ୍ଧ୍ୟା, ଅରପିତା, ଅନୁରାଧା, ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.