Bikash Biswal
ସୋସୋ ପୁଲିସ ଦ୍ୱାରା ପଥର ବୋଝେଇ ହାଇୱା ଜବଦ
ହାଟଡିହି- ୮ /୫/ ସୋସୋ ପୁଲିସ ଦ୍ୱାରା ଆଜି ଏକ ପଥର ବୋଝେଇ ହାଇୱା ଜବଦ ହୋଇଛି । ହାଇୱାଟି ସିଆଡିମାଳିଆ ଡମ୍ପରୁ ପଥର ବୋଝେଇକରି ଆଣୁଥିବାବେଳେ ନୁଆସାହି ନିକଟରେ ସୋସୋ ପୋଲି...
ସୁରଟ ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା
ହାଟଡିହି- ୮ /୫/ ପୁର୍ବରୁ କଲିକତା ଫେରନ୍ତାଙ୍କ ପାଇଁ ସମଗ୍ର ରାଜ୍ୟରେ କରୋନା ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ସୁରଟ ଫେରନ୍ତା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ଦୁଇଦିନ...
ବଡରମ୍ପାସ ଗ୍ରାମରେ ମାସ୍କ ବଣ୍ଟନ
ହାଟଡିହି- ୭ /୫/ କରୋନା ଭୁତାଣୁ ଏବେ ସାରା ବିଶ୍ୱରେ ହାହା କାର ସୃଷ୍ଟି କରିଥିବାବେଳେ ଏବେ ଭାରତରେ ମଧ୍ୟ ତାର କାୟା ବିସ୍ତାର କରି ଚାଲିଛି । ତେଣୁ କରୋନା ଭଳି...
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬୦ହଜାର ଦାନ କଲେ ଶିକ୍ଷକ ଶିକ୍ଷୟତ୍ରୀ
ହାଟଡିହି- ୭ /୫/ କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଦେଶ ଏବେ ଘୋର ଆର୍ôଥକ ସଙ୍କଟ ଦେଇ ଗତିକରୁଥିବାବେଳେ ହାଟଡିହି ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀମାନେ ସରକାରଙ୍କୁ ସହଯୋଗ ପାଇଁ ଅଣ୍ଟା ଭିଡିଛନ୍ତି ।...
କରୋନା ଯୁଦ୍ଧରେ ସାମିଲ ସାମ୍ବାଦିକ ମାନଙ୍କୁ ଜୟଦୁର୍ଗା ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା
ହାଟଡିହି- ୭ /୫/ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୁଦ୍ଧରେ ସାମିଲ ଥିବା ସାମ୍ବାଦିକ ମାନଙ୍କୁ ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିଲାଗି...
ହରଡବାଡି ଗ୍ରାମରେ ବିଷାକ୍ତ ଛତୁ ଖାଇ ୬ଅସୁସ୍ଥ
ହାଟଡିହି- ୭ /୫/ ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ହରଡବାଡି ଗ୍ରାମରେ ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୬ଜଣ ଅସୁସ୍ଥ ହୋଇପଡିଥିବା ଜଣାଯାଇଛି । ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।...
ସମସ୍ୟାଘେରରେ ଅଙ୍ଗନବାଡି ସୁପରଭାଇଜର(କଣ୍ଟାକଚୁଆଲ) କରୋନା ଯୋଦ୍ଧା ହୋଇକି ବି, ସମସ୍ୟାଘେରରେ
ହାଟଡିହି- ୭ /୫/ ସମସ୍ୟା ଘେରରେ ଅଛନ୍ତି କଣ୍ଟ୍ରାକ୍ଟଚୁଆଲ ଅଙ୍ଗନବାଡି ସୁପର ଭାଇଜର ମାନେ। ଦୀର୍ଘ ୮/୧୦ବର୍ଷ ହେଲା କମ ଦରମାରେ କାମ କରିଚାଲିଥିଲେବି ସେମାନଙ୍କ କଥା ବୁଝିବାକୁ ସରକାର ଆଦୌ ପଦକ୍ଷେପ...
ହୀରାପୁର ଓ ମୁଗୁପୁରରୁ ୨୪ସ୍ୱାବ ସଂଗ୍ରହ
ହାଟଡିହି- ୬ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଦ୍ୱିତୀୟ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ଗତକାଲି ସୁଧା...
ସର୍ଭଫର ପିପୁଲ ପକ୍ଷରୁ ବିପନ୍ନଙ୍କୁ ସହାୟତା
ହାଟଡ଼ିହି-୬/୪, ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବଧଗଡିଆ ଗ୍ରାମରେ ଗତ କିଛିଦିନ ତଳେ ବଜ୍ରପାତରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଘର ଜଳିଯାଇଥିବା ସହ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ...
ଅଟକ ଝାଡଖଣ୍ଡ ଶ୍ରମିକଙ୍କୁ ବସ କରି ପଠାଇଲା ପ୍ରଶାସନ
ହାଟଡ଼ିହି-୬/୪, ଗତକାଲି ଠାରୁ ହାଟଡିହି ଠାରେ ଅଟକି ଥିବା ୪୦ଜଣ ଶ୍ରମିକଙ୍କୁ ପ୍ରଶାସନ ବସ ଯୋଗେ ଝାଡଖଣ୍ଡକୁ ପଠାଇଛି । ଏହି ଲୋକମାନେ ଯାଜପୁରରେ କାମ କରୁଥିବାବେଳେ ଗତକାଲି ଚାଲି ଚାଲି ବାଟବଣା...
ଇଞ୍ଚୋଳରେ କମ ପରିମାଣର ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା
ହାଟଡ଼ିହି-୬/୪, କରୋନା ଲକଡାଉନ ପାଇଁ କେନ୍ଦ୍ର ସରକାର ପ୍ରତି ପରିବାରକୁ ଜଣପିଛା ୫କିଲୋ ଚାଉଳ ଓ ଡାଲି ଯୋଗାଇ ଦେଇଛନ୍ତି । କିନ୍ତୁ ବଣ୍ଟନ କରୁଥିବା ପଞ୍ଚାୟତ ଓ ଏସଏସଜି ଗ୍ରୁପ କିଛି...
ସରକାରଙ୍କ ଗାଇଡଲାଇନ ଉଲଙ୍ଘନ ସୁରଟ ଫେରନ୍ତାଙ୍କ ସହ ଚାଟାର୍ଡ ଏକାଉଣ୍ଟାଣ୍ଟଙ୍କୁ ସାଙ୍ଗରେ ରଖିଲା ପ୍ରଶାସନ
ହାଟଡ଼ିହି-୬/୪, କୋଭିଡ-୧୯ ବିରୁଦ୍ଧରେ ଏବେ ସମସ୍ତେ ଲଢ଼ୁଥିବାବେଳେ ସରକାର ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଏହି ଗାଇଡଲାଇନ ଅନୁଯାଇ କାର୍ଯ୍ୟ କରୁନଥିବାରୁ ଅସନ୍ତୋଷ ପ୍ରକାଶ...
ତଅଁଳରେ ଅଗ୍ନିକାଣ୍ଡ, ଜଳିଗଲା ୪ବଖରା ବିଧାୟକଙ୍କ ସହାୟତା
ହାଟଡିହି- ୫ /୫/ ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତର ତଅଁଳ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ବଖରା ଘର ପୋଡି ଯାଇଛି । ଗତକାଲି ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ...
କରୋନା ପଜେଟିଭ ଘଟଣା, ୨୩୨ ନମୁନା ସଂଗ୍ରହ
ହାଟଡିହି- ୫ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ଆଜିସୁଧା ୨୩୨ଜଣଙ୍କ ନମୁନା ସଂଗ୍ରହ ପାଇଁ...
ଝାଡଖଣ୍ଡ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କଲେ ସ୍କୁଲ କର୍ତ୍ତୁପକ୍ଷ
ହାଟଡିହି- ୫ /୫/ ଯାଜପୁରରୁ ଝାଡଖଣ୍ଡ ଯାଉଥିବା ଲୋକମାନେ ଭୋକିଲା ଅବସ୍ଥାରେ ଚାଲି ଚାଲି ଆସି ବସନ୍ତିଆରେ ଆଜି ଦିନ ତମାମ ବସିରହିବା ପରେ ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ଉକ୍ତ ଝାଡଖଣ୍ଡ...
ଘରମୁହାଁ ଶ୍ରମିକ, ଗାଡି ଘୋଡା ନମିଳିଲା ନାହିଁ ଚାଲିଚାଲି ଯାଉିଛନ୍ତି ଘରକୁ
ହାଟଡିହି- ୫ /୫/ ଦୀର୍ଘଦିନ ହେବ ବାହାରେ ରହି କାମଦାମ କରୁଥିବାବେଳେ ଲକଡାଉନ ଯୋଗୁଁ କାମଦାମ ବନ୍ଦ ହୋଇଯିବାପରେ ଏବେ ଶ୍ରମିକମାନେ ଘରମୁହାଁ ହୋଇପଡିଛନ୍ତି । ସେମାନଙ୍କୁ ଅଟକାଇଲେବି ରହିବା ପାଇଁ ନାରାଜ...
ପ୍ରବାସୀଙ୍କ ପାଇଁ ସଜେଇ ହେଉଛି ସଂଗରୋଧ କେନ୍ଦ୍ର
ହାଟଡିହି- ୪ /୫/ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡିଆ ମାନଙ୍କୁ ଓଡିଶା ଫେରାଇ ଆଣିବାପାଇଁ ରାଜ୍ୟସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପରିକି ଗତ ଦୁଇଦିନ ହେଲା ଲୋକଙ୍କ ଧାଡି...
ହାଟଡିହିରେ କରୋନା ପଜେଟିଭ ପରେ ଅଞ୍ଚଳରେ କୋକୁଆଭୟ, ୩ଟି ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଓ ୧୧ଟି...
ହାଟଡିହି- ୪ /୫/ କେନ୍ଦୁଝର ଜିଲ୍ଲାର ହାଟଡିହିରେ ଦ୍ୱିତୀୟ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆଶଙ୍କାର ବାତାବରଣ ଖେଳି ଯାଇଛି । ସରକାରଙ୍କ ବାରମ୍ବାର ଚେତାବନୀ ଓ...
ଅଗ୍ନି ବିପନ୍ନଙ୍କୁ ସହାୟତାର ହାତବଢ଼ାଇଲା ସମାଜ ଦର୍ପଣ
ହାଟଡିହି- ୩/୫/ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମରେ ଗତ ତିନିଦିନ ତଳେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡର ବିପନ୍ନ ପରିବାର ଗୁଡିକୁ ସମାଜ ଦର୍ପଣ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା କରାଯାଇଛି । ଏହି...
ଯୁବକଙ୍କ ଦ୍ୱାରା ଗ୍ରାମ ସଫେଇ
ହାଟଡିହି- ୩/୫/ କରୋନା ମହାମାରୀ ସମୟରେ ଗାଁରେ ବସି ରହିଥିବା ଯୁବକମାନେ ଆଜି ନିଜ ଗାଁକୁ ନିଜେ ସଫା ସୁତରା ରଖିବାକୁ ନିଷ୍ପତି ନେଇଛନ୍ତି । ସଢ଼ା ପଞ୍ଚାୟତ ନାହା ଗ୍ରାମର ରାଜା...