Home କେନ୍ଦୁଝର ଝାଡଖଣ୍ଡ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କଲେ ସ୍କୁଲ କର୍ତ୍ତୁପକ୍ଷ

ଝାଡଖଣ୍ଡ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କଲେ ସ୍କୁଲ କର୍ତ୍ତୁପକ୍ଷ

292

ହାଟଡିହି- ୫ /୫/ ଯାଜପୁରରୁ ଝାଡଖଣ୍ଡ ଯାଉଥିବା ଲୋକମାନେ ଭୋକିଲା ଅବସ୍ଥାରେ ଚାଲି ଚାଲି ଆସି ବସନ୍ତିଆରେ ଆଜି ଦିନ ତମାମ ବସିରହିବା ପରେ ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ ଉକ୍ତ ଝାଡଖଣ୍ଡ ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ବିଡିଓଙ୍କ ପରାମର୍ଶ କ୍ରମେ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଓ ଗୋପାଳ କୃଷ୍ଣ ରାଉତଙ୍କ ସହଯୋଗ କ୍ରମେ ସେଣ୍ଟ ଜାଭିୟର ହାଇସ୍କୁଲର ସଭାପତି ଉଦୟନାଥ କରଓ ତାଙ୍କ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନେ ୪୦ଜଣ ଝାଡଖଣ୍ଡ ଶ୍ରମିକଙ୍କୁ ଭାତ, ଡାଲମା, ଖଟା ଆଦି ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.