Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକ୍ରମ: ଉଦ୍ଦେଶ୍ୟ ରାଜ୍ୟ ସଙ୍ଗଠନ ଉପରେ କି’ ?

0
ଭୁବନେଶ୍ୱର:ବୁଧବାର ଦିନ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଓଡ଼ିଶାର ଏକ ବୈଠକ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ପାନ୍ଥ ନିବାସଠାରେ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ରାଜ୍ୟ ବିଜେପି...

ମିସ୍ ଟିନ୍ ୱାର୍ଲଡ଼ ଭାରତୀୟ କିଶୋରୀ

0
ଭୁବନେଶ୍ୱର:ମିସ୍ ଟିନ୍ ୱାର୍ଲଡ଼ର ବିଜେତା ହୋଇଛନ୍ତି ଜଣେ ଭାରତୀୟ କିଶୋରୀ।ମୁମ୍ବାଇର ସୁଶ୍ମିତା ସିଂ ୨୦୧୯ର ବିଶ୍ୱ ମିସ୍ ଟିନ୍ ସୁନ୍ଦରୀ ଉପାଧି ପାଇଛନ୍ତି।ଆମେରିକାର ଏଲ ସାଲବାଡୋରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁଶ୍ମିତା ଜଣେ...

ଆତଙ୍କବାଦୀଙ୍କ ସହ ଦୁଇ ଗଦ୍ଦାର ଯବାନ ନିହତ

0
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲାସିପୋରା ଅଞ୍ଚଳରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ୨ ଜଣ ଭାରତୀୟ ଜବାନ୍ (ଏସପିଓ) ଅଛନ୍ତି।ଏହି...

ଖାଦ୍ୟ ଅଭାବରୁ ଗ୍ରୀଷ୍ମ ଋତୁ ଭିତରେ ମରିଯିବେ ୨୦ ଲକ୍ଷ ଲୋକ!

0
ଭୁବନେଶ୍ୱର:ସଂଯୁକ୍ତ ରାଷ୍ଟ୍ର (ୟୁଏନ)ର ଆପାତ କାଳ ପାଇଁ ମାନବୀୟ ସାହାଯ୍ୟ ଦାୟିତ୍ୱରେ ଥିବା ପ୍ରମୁଖ ମାର୍କ ଲୋକାଁକ କହିଛନ୍ତି ଯଦି ସୋମାଲିଆକୁ ତୁରନ୍ତ ଅନ୍ତରାଷ୍ଟ୍ରୀୟ ସହଯୋଗ ପହଞ୍ଚା ନ'ଯାଏ,ତେବେ ଗ୍ରୀଷ୍ମ ଋତୁ ସରିବା...

ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ! ଆଉ ତା’ ପରେ…

0
ଭୁବନେଶ୍ୱର: ସଚିବାଳୟରେ ଚାଲିଲା ବ୍ଲ୍ୟୁ ଫିଲ୍ମ।ଏପରି ଘଟଣା ଘଟିଛି ରାଜସ୍ଥାନ ଜୟପୁରରେ ଥିବା ସଚିବାଳୟ ମଧ୍ୟରେ।ସଚିବାଳୟରେ ଥିବା ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଟିଂ ଚାଲିଥିବା ସମୟରେ ହଠାତ ପର୍ଣ୍ଣ ଫିଲ୍ମର କ୍ଲିପ...

ବିଶ୍ୱ ପରିବେଶ ଦିବସ ପାଇଁ ଭିଡିଓ ଗୀତ ଜାରୀ କଲେ କେନ୍ଦ୍ର ସରକାର

0
ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଏହି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୀତ ଜାରୀ କରାଯାଇଛି।ଗୀତଟିର ଶୀର୍ଷକ ରହିଛି "ତାଜି ହାୱା ଆନେ ଦେ"। https://youtu.be/KkQUG4XA1rM https://odiapua.com/june-5-world-environment-day/ ଶଙ୍କର ମହାଦେବନ୍,ଶାନ୍,ସୁନିଧି ଚୌହାନ, ସୈମକ ଦବର, ଏବଂ କପିଲ...

ଜୁନ-୫:ବିଶ୍ୱ ପରିବେଶ ଦିବସ; ଆହ୍ୱାନ: “ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା”

0
ନୂଆଦିଲ୍ଲୀ:ଜୁନ,୫।ଆଜି ବିଶ୍ୱ ପରିବେଶ ଦିବସ।ଇଂରାଜୀରେ (World Environment Day), ସଂକ୍ଷେପରେ (WED)।ପରିବେଶ ପ୍ରତି ସକାରାତ୍ମକ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ରସଂଘର ପରିବେଶ...

ଇଦ୍ ମୁବାରକ୍ : “ଇଦୁଲ ଫିତର” (عيد الفطر)

0
ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ୨୦୧୯ରେ ଜୁନ ୫ ତାରିଖରେ ପଡ଼ୁଛି "ଇଦୁଲ ଫିତର୍"।ଯାହାକୁ ସଂକ୍ଷେପରେ ଇଦ କୁହାଯାଏ।ଏହା ରମଜାନ ମାସର ଶେଷ ଦିନ ପାଳନ କରାଯାଏ।ରମଜାନ, ଇଦ ଅଲ-ଆଧା ଇଦ ଏକ ଆରବୀ...

ପବିତ୍ର ରମଜାନ ମାସ ଏବଂ ତାର ମହତ୍ୱ…

0
ଶାନ୍ତି,ମୈତ୍ରୀ,ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା ରମଜାନ ମାସ।ମୁସଲିମ ସଂପ୍ରଦାୟର ଅତି ପବିତ୍ର ମାସ।ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ...

ସାବିତ୍ରୀ ବ୍ରତ: ଜଣେ ସତୀର କାହାଣୀ…

0
ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର ପର୍ବ...

ମମତା ବାନାର୍ଜୀଙ୍କୁ “ଜୟ ଶ୍ରୀରାମ” ଚିଠି!

0
ଭୁବନେଶ୍ୱର: "ଜୟ ଶ୍ରୀରାମ" ନାରା ଶୁଣି ରାଗି ଯାଉଛନ୍ତି ମମତା।ଆଉ ନାରା ଲଗାଉଥିବା ଲୋକଙ୍କୁ ରାଗରେ କହୁଛନ୍ତି,ଚମଡା ବାହାର କରିଦେବି।ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ପଶ୍ଚିମବଙ୍ଗର ଉତର ୨୪ ପ୍ରଗଣା...

ପ୍ରତାପ ଷଡ଼ଙ୍ଗୀଙ୍କ ଅଫିସରେ ବିଜୁ ବାବୁ! ହାଇଜାକ୍ ହେଇଯିବେ କି?

0
ଭୁବନେଶ୍ୱର:ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ତାଙ୍କୁ ଲଘୁ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଏବଂ ପଶୁପାଳନ, ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ...

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ:କିଏ କହେ ମୋଦୀ,କିଏ କହେ ଯୋଗୀ!

0
ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୋଦୀ ମନ୍ତ୍ରୀ ମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।ପ୍ରତାପଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।ପୂର୍ବରୁ ଜୁଏଲ...

ପୂଜ୍ୟ ପ୍ରତାପ ନନାଙ୍କୁ ପଦେ, (ବାଜେ କବିତା)

0
-ଅମ୍ଳାନ ପ୍ରହରାଜ(ବ୍ୟଙ୍ଗ ଗୋସେଇଁ) ପ୍ରତାପ ନନା ମୁଁ ଘରୁ ବାହାରେନି ନ ପିନ୍ଧିଲେ ସୁଟ୍ ଟାଇ। କିପରି ତୁମେ ହେ ଦିଲ୍ଲୀ ବାହାରିଛ ପଞ୍ଜାବୀ ଦେହେ ଗଳାଇ ? ଭୁବନେଶ୍ବରରେ ରହି, ଭାଗ୍ୟକୁ ନିନ୍ଦୁଚି ମୁମ୍ବାଇ,ଦିଲ୍ଲୀରେ ଫ୍ଲାଟ ଖଣ୍ଡେ ମୋର ନାଇଁ। ଦାମୀ ବ୍ରଅସକୁ...

ଓଡ଼ିଶାରୁ କିଏ ହେବେ କେନ୍ଦ୍ରମନ୍ତ୍ରୀ? ଚର୍ଚ୍ଚାରେ ଦୁଇ ଷଡ଼ଙ୍ଗୀ!

0
ଭୁବନେଶ୍ୱର:୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୮ଟି ଆସନ ଜିତିପାରିଛି।ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,ବରଗଡ଼ରୁ ସୁରେଶ ପୂଜାରୀ,ସୁନ୍ଦରଗଡ଼ରୁ ଜୁଏଲ ଓରାମ,ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ସମ୍ବଲପୁରରୁ ନିତେଶ...

ସହିଦ ହେମନ୍ତ କରକରେଙ୍କୁ କହିଥିଲେ ସାଧ୍ଵୀ ପ୍ରଜ୍ଞା; ତୁମର ସର୍ବନାଶ ହେବ!

0
ଭୋପାଳ:ଭୋପାଳ ଲୋକସଭା ଆସନରୁ ବିଜେପି ପକ୍ଷରୁ ପାର୍ଥି ହୋଇଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୁର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।୨୬/୧୧, ୨୦୦୮ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ଏଟିଏସ (ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ)...

ଷ୍ଟେଜ ଉପରେ ହାର୍ଦ୍ଧିକ ପଟେଲଙ୍କୁ ଚାପୁଡ଼ା!

0
ସୁରଟ: ଗୁଜୁରାଟର ସୁରେନ୍ଦ୍ରନଗରରେ ଏକ ଜନସଭାରେ ଭାଷଣ ଦେଉଥିବା ବେଳେ ପାଟିଦାର ତଥା କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କୁ କେହି ଜଣେ ବ୍ୟକ୍ତି ଷ୍ଟେଜ୍ ଉପରେ ଚଢ଼ି ଚାପୁଡ଼ା ମାରିଛି।ଏହାପରେ ହାର୍ଦ୍ଧିକଙ୍କ ସମର୍ଥକ...

ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ

0
ନୂଆଦିଲ୍ଲୀ: ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍!କେତେକ ଖ୍ରୀଷ୍ଟିୟାନ ଏବଂ ଇସ୍ଲାମିକ ଦେଶରୁ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବା ପାଇଁ କୋଟି କୋଟି ଟଙ୍କା ଆସୁଛି।ଏପରି...

ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ...

0
ଲକ୍ଷ୍ନୋୖ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀଙ୍କ ଉପରେ ନିର୍ବାଚନ କମିଶନ ୭୨ ଘଣ୍ଟାର ପ୍ରତିବନ୍ଧ ଲଗାଇଛନ୍ତି।୭୨ ଘଣ୍ଟା ଯାଏଁ ଯୋଗୀ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ।ଭାଷଣ ଦେଇ ପାରିବେ ନାହିଁ।ଅର୍ଥାତ୍...

ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!

0
ଭୋପାଳ: ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର ବିଜେପିରେ ଯୋଗ ଦେଇଛନ୍ତି।ମଧ୍ୟପ୍ରଦେଶ ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ଭାଜପାର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।ଦଳ ତାଙ୍କୁ...