Home ଆନ୍ତର୍ଜାତୀୟ ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ

ମୋଦିଙ୍କୁ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍! – ବାବା ରାମଦେବ

1858

ନୂଆଦିଲ୍ଲୀ: ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବାକୁ ଆସୁଛି ବିଦେଶୀ ଫଣ୍ଡ୍!କେତେକ ଖ୍ରୀଷ୍ଟିୟାନ ଏବଂ ଇସ୍ଲାମିକ ଦେଶରୁ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର କ୍ଷମତାକୁ ଆସିବାରେ ଅଟକାଇବା ପାଇଁ କୋଟି କୋଟି ଟଙ୍କା ଆସୁଛି।ଏପରି ଏକ ସମ୍ବେଦନ କଥା କହିଛନ୍ତି ଯୋଗଗୁରୁ ବାବା ରାମଦେବ।ମୋଦିଙ୍କ ତୁଳନାରେ କେହି ନେତା ନ’ଥିବାରୁ, ଏବଂ ମୋଦିଙ୍କ କାମକୁ ଦେଖି, ସେ ଚଳିତ ନିର୍ବାଚନରେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି ବୋଲି କହିଛନ୍ତି, ବାବା ରାମଦେବ।//ଦେବଦତ୍ତ

ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ ଯୋଗୀ!

ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.