Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ସାବଧାନ୍: ଟ୍ରେନ୍ ଟ୍ରାକ୍ ଉପରେ ଯାତାୟତ କରନ୍ତୁ ନାହିଁ

0
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି। ତେବେ ଲୋକମାନଙ୍କ ସୁବିଧା ପାଇଁ ପୂର୍ବାପେକ୍ଷା ଏବେ ଧୀରେ ଧୀରେ କେତେକ...

୫୦ ପ୍ରଭାବଶାଳୀ ଭାରତୀୟ: ତାଲିକାରେ ୨ ଓଡ଼ିଆ ପୁଅ; ସର୍ବାଗ୍ରେ ମୋଦୀ

0
ଭୁବନେଶ୍ୱର: ଫେମ୍ ଇଣ୍ଡିଆ ପତ୍ରିକା ଏବଂ ଏସିଆ ପୋଷ୍ଟ ପକ୍ଷରୁ ୨୦୨୦ ବର୍ଷର ୫୦ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି। ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତର ସବୁଠାରୁ...

ସୋସିଆଲ୍ ମିଡିଆରେ ଥୁମ୍ପିଲେ କଂଗ୍ରେସ ନେତ୍ରୀ: ମାମଲା ରୄଜୁ

0
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ୍ ଟ୍ୱିଟରରେ ଥୁମ୍ପିବା ପଡ଼ିଲା ମହଙ୍ଗା। କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କ ନାମରେ ରୄଜୁ ହେଲା ମାମଲା। ଗତକାଲି ୟୁଟ୍ୟୁବରେ ନିଜର ଏକ ପୁରୁଣା ଭିଡିଓକୁ ଟ୍ୱିଟରେ ପୋଷ୍ଟ...

ଥୁମ୍ପୁଛି ମୁଁ, ତୁମ ମୁହଁରେ: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା

0
ନୂଆଦିଲ୍ଲୀ: ବିବାଦୀୟ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ପୁଣି ବିବାଦରେ। ନିଜକୁ ପ୍ରଚାର ଭିତରେ ରଖିବା ପାଇଁ ସେ ଜାଣିଶୁଣି ବିବାଦ ସୃଷ୍ଟି କରୁଥିବା ଅନୁଭବ ହେଉଛି। ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ...

ତ୍ରୁଟିପୂର୍ଣ୍ଣ ଟ୍ୱିଟ୍: କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଅପଦସ୍ତ

0
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଅଳକା ଲମ୍ବା ତାଙ୍କର ଏକ ଟ୍ୱିଟ୍ ପାଇଁ ବିବାଦ ଘେରକୁ ଆସି ଯାଇଛନ୍ତି। ମାମଲାଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଉନ୍ନାଓର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ...

ଭଜନ ସମ୍ରାଟ ଭିକାରୀ ବଳ (୧୯୨୯ – ୨୦୧୦) – ଆଜି ଜୟନ୍ତୀ: କିପରି...

0
ଭୁବନେଶ୍ୱର: ଭଜନ ସମ୍ରାଟ ଭିକାରୀ ବଳ। ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମଇ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ା ସ୍ଥିତ ସୋବଳା...

ଇଦ୍ ମୁବାରକ୍: ଇଦ୍- ଉଲ୍- ଫିତର୍ (عيد الفطر)

0
ଇଦ୍ ମୁବାରକ୍ .. ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ, ୨୦୨୦ ମେ ୨୫ ତାରିଖରେ ପାଳନ ହେବ 'ଇଦ୍- ଉଲ୍- ଫିତର୍'। ରମଜାନ୍ ମାସର ଶେଷ ଦିନ ସନ୍ଧ୍ୟା ପରେ ଆକଶରେ...

ଦେଉଛି କିଏ, ଆଉ ନେଉଛି କିଏ; କିଛି ଜଣାପଡ଼ୁନି ..

0
ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହା ସହିତ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ସାବୁନ...

ମୋ ତଣ୍ଟି କାଟିଦିଅ: କାହିଁକି ଏପରି କହିଲେ ମମତା ଦିଦି ..

0
କୋଲକତା: ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବିଦ୍ୟୁତ ଏବଂ ଅନ୍ୟାନ୍ୟ ଜରୁରୀ ସେବା ଗୁଡ଼ିକ ରାଜ୍ୟର ଅନେକ ସ୍ଥାନରେ ଅଟକି ଯାଇଛି। ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ଏକ ଲକ୍ଷ କୋଟିରୁ...

ପିଞ୍ଜରା ଭିତରେ ‘ପିଞ୍ଜରା ତୋଡ଼’ କର୍ମୀ: କିଏ ଏହି ‘ପିଞ୍ଜରା ତୋଡ଼’ କର୍ମୀ ..

0
ନୂଆଦିଲ୍ଲୀ: ପିଞ୍ଜରା ଭିତରେ ଏବେ ଦୁଇ 'ପିଞ୍ଜରା ତୋଡ଼' କର୍ମୀ। ପୋଲିସ୍ ଦୁଇ ଜଣ 'ପିଞ୍ଜରା ତୋଡ଼' ଛାତ୍ରୀଙ୍କୁ ଗିରଫ କରିଛି। ଚଳିତ ବର୍ଷ ଫେବୃଆରୀ ମାସରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)...

ତୁଟିଲା ବନ୍ଧନ; ବିଜେପି ବନ୍ଧନରେ ବାନ୍ଧି ହେବେ ଆଦିତି ..

0
ନୂଆଦିଲ୍ଲୀ: ଜାତୀୟ କଂଗ୍ରେସର ଯୁବା ମହିଳା ଚେହେରା ତଥା 'ପ୍ରିୟଦର୍ଶିନୀ କଂଗ୍ରେସ' ସାଧାରଣ ସମ୍ପାଦିକା ଦାୟିତ୍ୱରେ ଥିବା ଆଦିତି ସିଂଙ୍କର କଂଗ୍ରେସ ମୋହ ତୁଟି ଯାଇଛି। ଉତ୍ତରପ୍ରଦେଶ ରାଏ ବରେଲି ବିଧାନସଭା ଆସନରୁ...

ଯଦି ଲକ୍ ଡାଉନ୍ ହୋଇନଥାନ୍ତା, ତେବେ କ’ଣ ହୋଇଥାଆନ୍ତା ..

0
ନୂଆଦିଲ୍ଲୀ: କରୋନା ଭାଇରସ୍ ଆତଙ୍କ କାରଣରୁ ଭାରତରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏବେ ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଚାଲିଛି। ଏ' ଭିତରେ ଭାରତରେ କରୋନା ଭାଇରସ୍ ସଂକ୍ରମିତ ମାମଲା ଏକ...

ଜଣେ ଡାକ୍ତର ନେତାଙ୍କ କରୋନା ସଚେତନତା ..

0
ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତ୍ୱ ଦେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହା ସହିତ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ସାବୁନ...

ଜିଲ୍ଲାପାଳ କ୍ଷମତା; ଅପରାଧୀ ମାନସିକତା: କରୋନା ଯୋଦ୍ଧାଙ୍କ ମଦ କାରବାର

0
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ବଡ଼ କ୍ଷମତା ଦେଲେ। ନିଷ୍ଠା ଏବଂ ଦାୟିତ୍ୱର ସହ କରୋନା ମୁକାବିଲା ଦିଗରେ କାମ କରିବାକୁ ସରପଞ୍ଚ ମାନେ ଶପଥ ନେଲେ।...

ହାଏରେ ବିଧାତା – କ’ଣ ନ’ଦେଖିଲା ଏ’ ଆଖି – ଭୋକ ବିକଳରେ ମଲା...

0
ନୂଆଦିଲ୍ଲୀ: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ନାନାଦି ଅସୁବିଧା ଦେଇ ଗତି କରୁଛନ୍ତି। କେଉଁଠି ଦାଦନ ଶ୍ରମିକ କାମ ହରାଇ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ତ',...

ନର୍ସଙ୍କ ପିପିଇ କିଟ୍ ଗାଉନ୍ ସୃଷ୍ଟି କଲା ହଙ୍ଗାମା ..

0
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ବିରୋଧ ଲଢ଼େଇରେ ସେବା କାର୍ଯ୍ୟରେ ଜଡ଼ିତ ଜଣେ ନର୍ସଙ୍କ ଗାଉନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ନର୍ସଙ୍କ ଗାଉନ୍ ପିନ୍ଧା ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ...

ସାବିତ୍ରୀ ଅମାବାସ୍ୟା: ଜଣେ ସତୀର କାହାଣୀ ..

0
ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଇଥାଏ। ଓଡ଼ିଶାରେ ବାର ମାସରେ ତେର...

ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ଚର୍ଚ୍ଚା ..

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଓଡ଼ିଶା ଆସିପାରନ୍ତି ବୋଲି ଆଲୋଚନା ଜୋର ଧରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିବାକୁ ଆମନ୍ତ୍ରଣ...

ଲଜ୍ଜା: ମହିଳା ଓକିଲଙ୍କ ସହିତ ଦୁଷ୍କର୍ମ, ହତ୍ୟା ଉଦ୍ୟମ

0
ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ଘଟଣା ରାଜଧାନୀ ଦିଲ୍ଲୀର ଜାଙ୍ଗପୁରା ଏକ୍ସଟେନ୍ସନ୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପିଡ଼ି଼ତା ଯୁବତୀ ଜଣଙ୍କ ବୃତ୍ତିରେ ଜଣେ ଓକିଲ। ମୁଖା ପିନ୍ଧା ଅପରାଧୀ ଏପରି ଘଟଣା ଘଟାଇଛି।...

ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହର ହେବ ଶତ ପ୍ରତିଶତ ସୌରଚାଳିତ

0
ଭୁବନେଶ୍ୱର: ଓଡ଼ିଶାର କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ଏବଂ କୋଣାର୍କ ସହରକୁ ସଂପୂର୍ଣ୍ଣ ସୌରଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ନିଷ୍ପତି ନେଇଛି। ଏହି ଯୋଜନା ସମ୍ପର୍କରେ...