Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ତୁମ୍ ଇତନା ଜୋ ମୁସ୍କୁରା ରହେ ହୋ, କ୍ୟା ଗମ୍ ହେ ଜିସକା ଛୁପା...

0
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହୋଇ ସାରିଛି। ଓଡ଼ିଶାରୁ ଥିବା ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରୁ ମନ୍ତ୍ରୀପଦ ଛଡ଼ାଇ ନିଆଯାଇଛି, ଆଉ ଜଣଙ୍କର ବଦଳେଇ ଦିଆଯାଇଛି। ତେବେ, ଓଡ଼ିଶା ପ୍ରତି ବଦାନ୍ୟତା ଦେଖାଇ...

ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା; ଦୀପଦାନ ..

0
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କୋଭିଡ୍ ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷ୍ଣୁ ସେଠୀଙ୍କ ଆଶୁ...

ମିଶ୍ରଣ: ବିଜେପିରେ ଯୋଗଦେଲେ ବିଜେଡି କର୍ମୀ

0
ବରଗଡ଼: ଭାରତୀୟ ଜନତା ପାର୍ଟି ସାରା ଦେଶରେ ଡା: ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ସପ୍ତାହ ବ୍ୟାପି ପାଳନ କରୁଛି। ଏହି ଅବସରରେ ବିଜେପି ବିଚାରଧାରା ପ୍ରତି ଆକୃଷ୍ଟ ହୋଇ ପାଇକମାଳ...

ବିଧାୟକଙ୍କ ବାହାଘରିଆ ଡ୍ୟାନ୍ସ ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ..

0
ଭଦ୍ରକ: ଚାନ୍ଦବାଲି ବିଧାୟକ ଡଃ: ବ୍ୟମୋକେଶ ରାୟଙ୍କ ଦ୍ବାରା ଖୋଲାଖୋଲି କଟକଣା ଉଲଙ୍ଘନ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି। ନିଜ ବାହାଘରରେ ନିଜ ଶୁଭେଚ୍ଛୁ ଏବଂ ସମର୍ଥକ ମାନଙ୍କ ସହ ମିଶି...

୫୭ ବର୍ଷ ବୟସରେ ମାଟ୍ରିକ ପାସ୍ କରିଥିବା ଆଶା ଦିଦିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି...

0
ଭଦ୍ରକ: ୫୭ ବର୍ଷ ବୟସରେ ମାଟ୍ରିକ ପାସ୍ କରିଥିବା ଆଶା ଦିଦି ସ୍ୱର୍ଣ୍ଣଲତା ପତିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ମହିଳା ମୋର୍ଚ୍ଚା। ବିଜେପି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ...

ଏଣିକି ଗର୍ଭବତୀ ମହିଳା ନେଇପାରିବେ କୋଭିଡ୍ ଟିକା ..

0
ନୂଆଦିଲ୍ଲୀ: ଏଣିକି ଗର୍ଭବତୀ ମହିଳାମାନେ କୋଭିଡ୍- ୧୯ ପ୍ରତିଷେଧକ ଟିକା ନେଇପାରିବେ। ଟିକାକରଣ ସଂକ୍ରାନ୍ତ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ)ର ସୁପାରିସକୁ ଆଧାର କରି ଏହି ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଏବଂ ପରିବାର...

ଡେଲିହଣ୍ଟରେ ଦୁଇ ଲକ୍ଷ ଟପିଲା ‘ଓଡ଼ିଆ ପୁଅ’ ଫଲୋୟର୍ସ ସଂଖ୍ୟା: ପାଠକଙ୍କୁ କୃତଜ୍ଞତା ..

0
ଭୁବନେଶ୍ୱର: ପ୍ରଥମ ଓଡ଼ିଆ ମୋବାଇଲ୍‌ ନ୍ୟୁଜ୍‌ ପ୍ଲାଟଫର୍ମ 'ଓଡ଼ିଆ ପୁଅ'ର ଡେଲିହଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି। ଏଥିନେଇ 'ଓଡ଼ିଆ ପୁଅ' ଟିମ୍ ପକ୍ଷରୁ ପାଠକଙ୍କ ନିକଟରେ କୃତଜ୍ଞତା ପ୍ରକାଶ...

ଭଦ୍ରକ: ବିଜେପି ଜିଲ୍ଲା ସଭାପତିଙ୍କ ପ୍ରଭାବହୀନ ପଦକ୍ଷେପ ..

0
ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ ତାଙ୍କ ପ୍ରଭାବହୀନ ପଦକ୍ଷେପ ଯୋଗୁଁ ନିଜର ଗୁରୁତ୍ୱ ହରାଇ ଚାଲିଛନ୍ତି ବୋଲି ଆଲୋଚନା ହେଉଛି। ନିକଟରେ ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଅନ୍ତର୍ଗତ...

ଐଶ୍ୱର୍ଯ୍ୟାଙ୍କ ‘ଫଲ୍ ଅଫ୍ ଲଭ୍’କୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

0
ନୂଆଦିଲ୍ଲୀ: ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦିକା ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଲିଖିତ 'ଫଲ୍ ଅଫ୍ ଲଭ୍' ପୁସ୍ତକକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେଠାରେ ଧର୍ମେନ୍ଦ୍ର ପ୍ରଧାନଙ୍କ...

ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ..

0
ନୂଆଦିଲ୍ଲୀ: ଆଜି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ। ନବଗଠିତ ବିଜେପି ମହିଳା ମୋର୍ଚ୍ଚାର ଏହା ପ୍ରଥମ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ। ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ..

0
ଯାଜପୁର: ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକା ଶାନ୍ତି ବଜାର ଦୁର୍ଗା ମଣ୍ଡପଠାରେ ଏକ ରକ୍ତଦାନ ଶିବିରରେ ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ମୋଟ...

ଜୁଲାଇ ପହିଲାରେ ‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

0
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ର ହିତାଧିକାରୀଙ୍କ ସହିତ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଜୁଲାଇ ୧ ତାରିଖ, ୨୦୧୫ରେ...

ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା, ସଂସାର ସୃଷ୍ଟିର ପ୍ରକ୍ରିୟା: ଜାଗୃକତା ସୃଷ୍ଟିର ଆବଶ୍ୟକ...

0
ଭୁବନେଶ୍ୱର: ସଚେତନତାର ଅଭାବ ଆଜି ନାରୀଶକ୍ତିକୁ ଦୁର୍ବଳ କରିଛି। ଲଜ୍ଜା ଏବଂ ସଙ୍କୋଚ ଭିତରେ ଆବଦ୍ଧ ଏହି ନିରବ ସଂଘର୍ଷ ଦୀର୍ଘ ଦିନ ଧରି ସହ୍ୟ କରୁଛି ନାରୀ ଜାତି। ମାସିକ ଧର୍ମ...

ଆଦିବାସୀଙ୍କ ସହ ନିଜ ଜନ୍ମଦିନ ପାଳିଲେ ବିଜେପି ନେତ୍ରୀ ..

0
ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ ଆଦିବାସୀ ବସ୍ତିକୁ ଯାଇ ତାଙ୍କ ଜନ୍ମଦିନ ଆଦିବାସୀ ମହିଳା ଏବଂ ଛୋଟ ଛୋଟ ପିଲାମାନଙ୍କ ସହିତ ପାଳନ କରିଛନ୍ତି।...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଟଙ୍କା ମାଗିଲେ, ମାଡ଼ ମାରିଲେ ସରପଞ୍ଚ: ଗିରଫ ଦାବି...

0
ଭଦ୍ରକ: ଭଦ୍ରକ ଜିଲ୍ଲା ଗୋରାମାଟି ପଞ୍ଚାୟତ ଅନ୍ତର୍ଗତ ଚକପୁର ଗ୍ରାମର ପ୍ରହ୍ଲାଦ ରଣା ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରଥମେ ଟଙ୍କା ମାଗିବା ଏବଂ ଟଙ୍କା...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ...

0
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ କଟକଣା ଯୋଗୁଁ ଭିଡିଓ କନ୍ଫରେନ୍ସିଂ (ଭର୍ଚୁଆଲ) ଜରିଆରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟର...

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ଆରମ୍ଭ: ଆଗାମୀ ୩ ମାସ ପାଇଁ ପ୍ରସ୍ତୁତି ହେବ କାର୍ଯ୍ୟ...

0
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ କରୋନା କଟକଣା କାରଣରୁ ଭିଡିଓ କନଫରେନ୍ସ (ଭର୍ଚୁଆଲ) ଜରିଆରେ ଆରମ୍ଭ ହୋଇଥିବା ଏହି ବୈଠକରେ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ କି ବାତ’ର ଓଡ଼ିଆ ଭାଷାନ୍ତର ..

0
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ପ୍ରାୟତଃ ‘ମନ୍ କି ବାତ’ରେ ଆପଣମାନଙ୍କର ଅନେକ ପ୍ରଶ୍ନ ରହିଥାଏ । ଏଥର ମୁଁ ଭାବିଲି କିଛି ଭିନ୍ନ କରିବା ପାଇଁ, ମୁଁ ଆପଣଙ୍କୁ ପ୍ରଶ୍ନ...

ସଂକଟରେ ୩ ବିଧାୟକ ପାର୍ଥିଙ୍କ ଭବିଷ୍ୟତ! ଅଲୋଡ଼ା ହେଲେଣି ବାସୁଦେବପୁର ନେତା ମାଧବାନନ୍ଦ ..

0
ଭଦ୍ରକ: ଓଡ଼ିଶା ବିଜେପି ରାଜନୀତିରେ ଏବେ ଏକ ନୂଆ ପରମ୍ପରା ଚାଲିଛି। ପୂର୍ବେ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ର ଅଞ୍ଚଳ ଗୁଡ଼ିକରେ ଜିଲ୍ଲା ସଭାପତିଙ୍କର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିଲା।...

ଭଦ୍ରକ ବିଜେପିରେ ବିବାଦ: କଳା ଦିବସ ପାଳନରେ ଅନେକ ପ୍ରମୂଖ ନେତୃତ୍ୱ ଅନୁପସ୍ଥିତ

0
ଭଦ୍ରକ: ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଜରୁରୀ ପରିସ୍ଥିତି ଘୋଷଣାକୁ ନେଇ ଦେଶବ୍ୟାପୀ ଆଜିର ଦିନଟିକୁ କଳାଦିବସ ଭାବେ ପାଳନ କରିଛି ଭାରତୀୟ ଜନତା ପାର୍ଟି। ଏହି ଅବସରରେ ଭଦ୍ରକ ଜିଲ୍ଲା...