Home ଓଡ଼ିଶା ମିଶ୍ରଣ: ବିଜେପିରେ ଯୋଗଦେଲେ ବିଜେଡି କର୍ମୀ

ମିଶ୍ରଣ: ବିଜେପିରେ ଯୋଗଦେଲେ ବିଜେଡି କର୍ମୀ

139

ବରଗଡ଼: ଭାରତୀୟ ଜନତା ପାର୍ଟି ସାରା ଦେଶରେ ଡା: ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ସପ୍ତାହ ବ୍ୟାପି ପାଳନ କରୁଛି। ଏହି ଅବସରରେ ବିଜେପି ବିଚାରଧାରା ପ୍ରତି ଆକୃଷ୍ଟ ହୋଇ ପାଇକମାଳ ବ୍ଳକ ପଳସଦା ଗ୍ରାମ ପଞ୍ଚାୟତର ବିଜୁ ଜନତାର ବରିଷ୍ଠ କାର୍ଯ୍ୟକର୍ତ୍ତା ଭଗବାନ ଲୁହାର, ରାଜ କୁମାର ତରିଆ, ମଧୁସୂଦନ ମେହେର , ଦିବ୍ୟ କୁମାର ନାୟକ, ଅନ୍ତ ପଟେଲ, ସୋନୁ ମିର୍ଦ୍ଧା, ଦୟାନିଧି ଝଗରା, ରୂପଧର ମଲ୍ଲିକ, ଫକିର ରଣା, ଲାଳ ବିହାରୀ ରଣା, ନାରାୟଣ ବାଗ, ତୁରେଶ ନାଗ ପ୍ରମୂଖ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଉପସ୍ଥିତରେ ବିଜେପିରେ ଯୋଗଦେଇଛନ୍ତି।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.