24.1 C
Bhubaneswar
Thursday, March 28, 2024
Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ତେଣେ ମୋଦୀ କହିଲା ବେଳେ ଡବଲ ଇଞ୍ଜିନ;ଏଣେ ଟ୍ରେନରୁ ଅଲଗା ହୋଇଗଲାଣି ବଗି!

0
ବିଜେପିକୁ ଝଟକା ବିଜେଡିରେ ମିଶିଲେ ବିଜେପି ପାର୍ଥି! ଭୁବନେଶ୍ୱର:ବିଜେପିକୁ ଆଜି ଏକ ବଡ଼ ଝଟକା ଲାଗିଛି।ତେଣେ ମୋଦୀ ଆସି ଭବାନୀପାଟଣା ସଭାରେ ଉଦ୍ବୋଧନ ଦେଇ ଡବଲ ଇଞ୍ଜିନ କଥା କହିଲା ବେଳେ,ଏଣେ ବିଜେପି ଟ୍ରେନରୁ...

ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

0
ଦଳରେ ବହୁତ ଅଳିଆ ଭର୍ତ୍ତି ହେଇ ଗଲାଣି - ବଜରଙ୍ଗ ଦଳ ଭୁବନେଶ୍ୱର:ଓଡ଼ିଶାରେ ଭାଜପାର ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାର ମଧ୍ୟରେ ଗୁରୁତ୍ୱର ଫାଟ ସୃଷ୍ଟି ହୋଇଛି।ସଙ୍ଗଠନ ଭିତରେ ବିଦ୍ରୋହ ଦେଖାଦେଇଛି।ଦଳ...

ଉଜ୍ଜଲା ଯୋଜନାର ବିଫଳତାକୁ ପଦାରେ ପକାଇଦେଲେ ସମ୍ବିତ ପାତ୍ର!

0
କାଠ ଚୁଲିରେ ରୋଷେଇ କରି ଡାଃ: ସମ୍ବିତ ପାତ୍ରଙ୍କୁ ଖାଇବାକୁ ଦେଲେ ବୃଦ୍ଧା ମା" ଭୁବନେଶ୍ୱର:ପୁରୀ ଲୋକସଭା ପାର୍ଥି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାଃ: ସମ୍ବିତ ପାତ୍ର ଉଜ୍ଜଲା ଯୋଜନାର ବିଫଳତାକୁ ପଦାରେ ପକାଇ...

ଜେଲରେ ଥାଇ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶ:ପ୍ରଚାର କରୁଛନ୍ତି ପତ୍ନୀ

0
ଆଶାଙ୍କ ଆଶା, ବ୍ରହ୍ମପୁରବାସୀ ନିଶ୍ଚିତ ସହଯୋଗ ଦେବେ ଭୁବନେଶ୍ୱର/ବ୍ରହ୍ମପୁର:ଜେଲରେ ଥାଇ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ୁଛନ୍ତି ସ୍ୱାଧୀନ ପାର୍ଥି ପୂର୍ବତନ ମେୟର ଶିବ ଶଙ୍କର (ପିଣ୍ଟୁ) ଦାଶ।ପିଣ୍ଟୁ ଦାଶଙ୍କ ପତ୍ନୀ ଆଶା କୁମାରୀ...

ଫ୍ଲାଇଁ ସ୍କ୍ୱାର୍ଡ ଟିମକୁ ଦୁର୍ବ୍ୟବହାର ଘଟଣାରେ ପିତାମ୍ବର ଆଚାର୍ଯ୍ୟଙ୍କ ନାମରେ ମାମଲା ରୁଜୁ

0
ଭୁବନେଶ୍ୱର:ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ହିଂଜିଳିରୁ ହୋଇଥିବା ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁ'ରେ ଥାନାରେ ମାମଲା ରୁଜୁ ହୋଇଛି।ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ ଟିମ (ଏଫଏସଟି)।...

ବିଜେପି ଉପରେ ସୁବାସ ଚୌହାନଙ୍କ ସାଇଡ ଇଫେକ୍ଟ: ଚାଲିଯିବ ହାତରୁ ବରଗଡ଼ ଜିଲ୍ଲା ପରିଷଦ...

0
ଭୁବନେଶ୍ୱର:ସୁବାସ ଚୌହାନଙ୍କ ଟିକେଟ କାଟିବା ବିଜେପିକୁ ମହଙ୍ଗା ପଡ଼ୁଛି।ବରଗଡ଼ ପାଇଁ ବିଜେପି ଟିକେଟ କଟିବା ପରେ ପ୍ରଥମରେ ତ' ସୁବାସ ଚୌହାନ ବିଜେପିରୁ ଇସ୍ତଫା ଦେବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପୁରରେ ନବୀନଙ୍କ...

ସମର୍ଥନ ପାଇଁ ସଂପର୍କ କଲେ ବିଜେପିରୁ ପ୍ରଭାତୀ ପରିଡ଼ା;କିନ୍ତୁ ମୀରା ପରିଡ଼ା ହେଲେ ବିଜେଡି...

0
ଭୁବନେଶ୍ୱର:କିନ୍ନର ଅଖଡ଼ାର ମହାମଣ୍ଡଳେଶ୍ୱର ମୀରା ପରିଡ଼ାଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପ ସଭାପତି ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ମୀରା ମାର୍ଚ୍ଚ ୧୭ ତାରିଖରେ ବିଜେଡିରେ ଯୋଗ...

ଅନୀଲ ମିଶ୍ର ପାଇଲେ ଡକ୍ଟରେଟ ଉପାଧି

0
ଭୁବନେଶ୍ୱର:ଅନୁଗୁଳ କଲେଜର ଇଂରାଜୀ ବିଭାଗ ଅଧ୍ୟାପକ ଅନୀଲ ମିଶ୍ର ସମ୍ନାନ ଜନକ ଡକ୍ଟରେଟ ଉପାଧି ପାଇଛନ୍ତି।ବାରିପଦା ତକତପୁର ସ୍ଥିତ ଶ୍ରୀରାମ ବିହାର ପରିସରରେ ଆୟୋଜିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ଏକାଦଶ ସମାବର୍ତ୍ତନ...

ମୋଦୀଙ୍କ ପାଇଁ ମହାଦେବଙ୍କୁ ଅସମ୍ମାନ ନ’ କରୁ ବିଜେପି; “ହରହର ମୋଦୀ” ଏକ ଭୁଲ...

0
ଭୁବନେଶ୍ୱର:ମୋଦୀଙ୍କ ପାଇଁ ମହାଦେବଙ୍କୁ ଅସମ୍ମାନ ନ' କରୁ ବିଜେପି, "ହରହର ମୋଦୀ" ଏକ ଭୁଲ ନ୍ୟାରା ବୋଲି କହିଛି ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା।"ହରହର ମହାଦେବ", "ହରହର ଗଙ୍ଗା"।କେହି ହୁଏତ...

ପୁଇଁତୋଳା ବିଡିଓଙ୍କୁ ଅପହରଣ!

0
ଭୁବନେଶ୍ୱର:ବଲାଙ୍ଗୀର ଜିଲ୍ଲା ପୁଇଁତୋଳା ବିଡିଓ ଅପହୃତ ହୋଇ ଯାଇଛନ୍ତି।ଦିନ ଦିପହରରେ ୧୦/୧୨ ଜଣ ଦୁର୍ବୁତ୍ତ ଏକ ସ୍କର୍ପିଓ ଗାଡ଼ିରେ ଆସି ବ୍ଲକ ଅଫିସ ଭିତରେ ପସି ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ କରିନେଇଛନ୍ତି।ଥାନାଠାରୁ...

ମତେ ପାରିବେନି ଆଜ୍ଞା,ମୁଁ ୮୦ ଦଶକର ଛାତ୍ରନେତା;ବସ ପୋଡ଼ି ଦେଇଥିଲି – ପିତାମ୍ବର ଆଚାର୍ଯ୍ୟ

0
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପିରୁ ପାର୍ଥି ହୋଇଥିବା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କର ଏକ ଭିଡିଓ ଭାଇରାଲ ହେଉଛି।ନିର୍ବାଚନ ପାଇଁ ନିୟୋଜିତ ଫ୍ଲାଇଂ ସ୍କ୍ୱାର୍ଡ ଟିମ...

ସୁବାସ ଚୌହାନ ହେଲେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ

0
ଭୁବନେଶ୍ୱର:ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ସୁବାସ ଚୌହାନଙ୍କୁ ବିଜେଡି ବଡ଼ ଦାୟିତ୍ୱ ଦେଇଛି।ସୁବାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ କରାଯିବା ସହ କଳାହାଣ୍ଡି,ବଲାଙ୍ଗୀର,ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲା ପାଇଁ...

ବୈଜୟନ୍ତଙ୍କର ବଢ଼ୁଛି, ଧର୍ମେନ୍ଦ୍ରଙ୍କର ଛିଡ଼ୁଛି! କି’ ବିଜେପିରେ ପ୍ରଭାବ?

0
ଭୁବନେଶ୍ୱର:ଓଡ଼ିଶା ବିଜେପିରେ ଏବେ ବୈଜୟନ୍ତ ପଣ୍ଡାଙ୍କର ପତିଆରା ବଢ଼ିବାରେ ଲାଗିଛି।ବିଜେଡି ଛାଡ଼ିବା ପରେ ବୈଜୟନ୍ତ ବିଜେପିରେ ଯୋଗ ଦେବେ ବୋଲି ଆଲୋଚନା ହେଲା।କିନ୍ତୁ ବୈଜୟନ୍ତଙ୍କର ବିଜେପିକୁ ଆସିବା ବିଳମ୍ବ ହେଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଆରଜେଡି ଦି’ ଫାଳ!ବିଚରା ଲାଲୁ ଜେଲରେ

0
ପାଟଣା:ନିର୍ବାଚନ ଲଢ଼େଇ ପୂର୍ବରୁ ମହାମେଣ୍ଟର ଏକ ବଡ଼ ସହଯୋଗୀ ଦଳ ଆରଜେଡି ଦୁଇ ଫାଳ ହୋଇ ଯାଇଛି।ଛାତ୍ର ସଂରକ୍ଷକ ପଦରୁ ତେଜ ପ୍ରତାପ ଯାଦବ ଇସ୍ତଫା ଦେଇଛନ୍ତି।ଏହା ସହ ସେ ଟ୍ୱିଟ କରିଛନ୍ତି,...

୨୧ ରୁ ୨୧ ଲୋକସଭା ଏବଂ ବିଜେପିର ମିଶନ ୧୨୦:ମରୀଚିକା ନୁହେଁ ତ’ ?

0
ଭୁବନେଶ୍ୱର:ନବୀନ ପଟ୍ଟନାୟକ ୨୧ ରୁ ୨୧ ଲୋକସଭା ଆସନ ଜିତିବା କହିବା ପରେ ଏବେ ଭାଜପା ମଧ୍ୟ ସେଇ କଥା କହୁଛି।ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦ ଫର୍ମୁଲା ଠାରୁ କେନ୍ଦ୍ରମନ୍ତ୍ରୀ...

ଭୁବନେଶ୍ୱରରୁ ସୌମ୍ୟ,କଟକରୁ ଅରୁପ ବିଜେଡି ପାର୍ଥି!

0
ଭୁବନେଶ୍ୱର/କଟକ:ଭୁବନେଶ୍ୱର ଏବଂ କଟକ ପାଇଁ ବିଜେଡି ତା'ର ରଣନୀତିରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛି।ଅରୁପ ପଟ୍ଟନାୟକଙ୍କୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପାର୍ଥି କରିବା ଆଲୋଚନା ହେଉଥିଲା।କିନ୍ତୁ ଶେଷ ମୁହୂର୍ତ୍ତରେ ଚକମା...

ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର

0
ଭୋପାଳ:ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର କହିଛନ୍ତି ଯଦି ସଙ୍ଗଠନ ଚାହିଁବ ତେବେ କଂଗ୍ରେସ ପାର୍ଥି ଦିଗବିଜୟ ସିଂଙ୍କ ବିରୋଧରେ ସେ ଭୋପାଳ ଲୋକସଭା ଆସନରୁ...

ମେଣ୍ଟର ସବୁ ଦଳର ପତାକା ନିଜ କାରରେ ଲଗାଇଲେ କୀର୍ତ୍ତି ଚିଦମ୍ବରମ

0
ଚେନାଇ: କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପୁଅ କୀର୍ତ୍ତି ଚିଦମ୍ବରମ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି,ଯେଉଁଥିରେ ତାମିଲନାଡ଼ୁରେ ୟୁପିଏ ଗଟବନ୍ଧନର ସବୁ ଦଳ ଗୁଡ଼ିକର ପତାକା ସେ ତାଙ୍କ କାରରେ ଲଗାଇଛନ୍ତି।ସୂଚନାଯୋଗ୍ୟ ଯେ...

ଷ୍ଟାର ପ୍ରଚାରକରେ ଆଡ଼ଭାନୀ ଏବଂ ଯୋଶୀଙ୍କ ନାଁ ନାହିଁ!

0
ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପାଇଁ ବିଜେପି ଉତ୍ତରପ୍ରଦେଶ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ସୂଚୀ ଜାରୀ କରିଛି।କିନ୍ତୁ ଏହି ଲିଷ୍ଟରେ ବିଜେପିର ଦୁଇ ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଏବଂ ମୁରଲୀ ମନୋହର...

ଆଡଭାନୀଙ୍କ ପରେ ଯୋଶୀ:ନିର୍ବାଚନ ନ’ଲଢ଼ିବାକୁ ବାଧ୍ୟ କରାଗଲା!

0
ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦଳ ଚାହିଁଲା ନାହିଁ,ସେ ଆଉ ନିର୍ବାଚନ ଲଢ଼ନ୍ତୁ।ତାଙ୍କ ସ୍ଥାନ ଗାନ୍ଧୀନଗରରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଜେ ନିର୍ବାଚନ ଲଢ଼ିବା ପାଇଁ ଦଳ ସ୍ଥିର କଲା।ବୟଷାଧିକ...