Home ଅପରାଧ ପୁଇଁତୋଳା ବିଡିଓଙ୍କୁ ଅପହରଣ!

ପୁଇଁତୋଳା ବିଡିଓଙ୍କୁ ଅପହରଣ!

885

ଭୁବନେଶ୍ୱର:ବଲାଙ୍ଗୀର ଜିଲ୍ଲା ପୁଇଁତୋଳା ବିଡିଓ ଅପହୃତ ହୋଇ ଯାଇଛନ୍ତି।ଦିନ ଦିପହରରେ ୧୦/୧୨ ଜଣ ଦୁର୍ବୁତ୍ତ ଏକ ସ୍କର୍ପିଓ ଗାଡ଼ିରେ ଆସି ବ୍ଲକ ଅଫିସ ଭିତରେ ପସି ବିଡିଓ ସରୋଜ ମିଶ୍ରଙ୍କୁ ଅପହରଣ କରିନେଇଛନ୍ତି।ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ବ୍ଲକ ଅଫିସରେ ଏହି କାଣ୍ଡ ଘଟିଛି।ମାଓବାଦୀ ସଂପୃକ୍ତିକୁ ପୁଲିସ ଅସ୍ବୀକାର କରିବା ସହ ପୁଲିସ ଘଟଣାର ତନାଘନା ଆରମ୍ଭ କରିଦେଇଛି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.