Bureau
ପଲ୍ୟୁସନ ସାର୍ଟିଫିକେଟ ଦେଇ ମୋଟା ଟଙ୍କା ଆଦାୟ
ଗଜପତି,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ସେପ୍ଟେମ୍ବର ୧ ତାରିଖରୁ ସରକାର ଟ୍ରାଫିକ ନିୟମ କଡାକଡି କରିବା ପରେ ଗାଡ଼ି ମାଲିକମାନେ ମୋଟା ଅଙ୍କର ଜରିମାନା ବାନ୍ଧିବା ଘଟଣା ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ...
ପ୍ରେମ ନେଲା ଉଗ୍ରରୂପ
ଉତ୍ତରପ୍ରଦେଶ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିକାଲି ପ୍ରେମ ଏମିତି ରୂପ ନେଲାଣି ଯେ, କିଛି ବଚସା ଓ ଭୁଲ ବୁଝାମଣା ରୁ ଏହା ଉଗ୍ରରୂପ ଧାରଣ କରୁଛି । ଠିକ୍ ଏଭଳି ଏକ...
ଘୋଷଣା ହେଲା ନିର୍ବାଚନ ତାରିଖ
ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଶେଷରେ ପ୍ରତୀକ୍ଷାର ଘଟିଲା ଅନ୍ତ । ଆଉ ଘୋଷଣା ହୋଇଛି ନିର୍ବାଚନ ତାରିଖ । ମହାରାଷ୍ଟ୍ର, ହରିୟାଣା ଓ ବିଜେପୁରର ଆଜି ନିର୍ବାଚନ ବିଗୁଲ୍ ବାଜିଛି ।...
ପ୍ଲାଷ୍ଟିକ ଫ୍ରି କ୍ୟାମ୍ପେନ ପାଇଁ ଇଲେକ୍ସନ କମିଶନରଙ୍କ ଆହ୍ବାନ
ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ଲାଷ୍ଟିକ୍ ଫ୍ରି କ୍ୟାମ୍ପେନ୍ କରିବାକୁ ଆହ୍ୱାନ୍ ଦେଲେ ଚିଫ୍ ଇଲେକ୍ସନ୍ କମିଶନର ସୁନିଲ ଆରୋରା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ସାରା ଦେଶରେ ୬୪ଟି ସ୍ଥାନରେ...
ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ନିର୍ବାଚନ ଆୟୋଗ ଆଜି (ଶୁକ୍ରବାର) ମହାରାଷ୍ଟ୍ର ଏବଂ ହରିୟାଣାରେ ହେବାକୁଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ଦୁଇ ରାଜ୍ୟରେ ଏକା ସାଙ୍ଗେ ୨୧...
ତୁଟିଲା ବିକ୍ରମ ଆଶା
ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଲ୍ୟାଣ୍ଡର ବିକ୍ରମକୁ ଅଲବିଦା କଲା ଇସ୍ରୋ । ମିଶନ୍ ଚନ୍ଦ୍ରଯାନ-୨ରେ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ ହୋଇପାରୁ ନାହିଁ ।...
ଭାରତ-ମଙ୍ଗୋଲିଆ ବ୍ୟବସାୟିକ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଭାରତ-ମଙ୍ଗୋଲିଆ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ଅର୍ଥନୀତିକୁ...
- ଯୁଗ୍ମ ଉଦ୍ୟମରେ ଡିଜିଟାଲ ଦୁନିଆରେ ଲାଭ ପାଇଁ ପ୍ରୟାସ
- ଆଇଟି, ଯୋଗାଯୋଗ ପ୍ରଯୁକ୍ତି ବିଜ୍ଞାନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ କ୍ଷେତ୍ରରେ ସହଯୋଗ
- ଗୋପାଳନରେ ସହଯୋଗ ମାଧ୍ୟମରେ ଅର୍ଥନୀତି ବିକାଶରେ...
ଦନ୍ତା ଆକ୍ରମଣର ଶିକାର ହେଲେ ଯୁବକ
ଅନୁଗୁଳ,୨୧/୦୯,(ଓଡ଼ିଆ ପୁଅ ପି ନାଏକ ): ପୁଣି ଦନ୍ତା ଆତଙ୍କ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକ...
ଖୋଲିଲା ୨ଟି ଗେଟ
ସମ୍ବଲପୁର,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ଖୋଲିଲା ୨ଟି ଗେଟ୍ । ହୀରାକୁଦ ଜଳଭଣ୍ତାର ଜଳସ୍ତର ଛୁଇଲା ୬୩୦ ଫୁଟ୍ । ଜଳଭଣ୍ତାରର ଜଳସ୍ତର କ୍ଷମତା ୬୩୦...
ଆଜି ଓଡିଶା ଆସିବେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ଓଡ଼ିଶା ଆସିବେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ । ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍ । ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ...
ଜିଏସଟି (GST) କାଉନସିଲ୍ ରେ ବଡ଼ ନିଷ୍ପତି : ଜାଣନ୍ତୁ କାହା ଉପରେ କମିଲା...
ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) ଜିଏସଟି (GST) କାଉନସିଲର ୩୭ତମ ବୈଠକ ପରେ ବିଭିନ୍ନ ବସ୍ତୁ ଏବଂ ସେବାଗୁଡ଼ିକ ଉପରେ ନୂଆ ଦରର ଘୋଷଣା କରାଯାଇଛି।
ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ କହିଛନ୍ତି କି...
ଗାୟକରତ୍ନ ନରୋତମ ମହାପାତ୍ରଙ୍କ ଦେହାନ୍ତ
ଭୁବନେଶ୍ୱର ୨୦-୯ (ଓଡ଼ିଆ ପୁଅ) : ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଗତ କିଛି ଦିନ...
କଣ୍ଡୋମ୍ ନଥିଲା କ୍ୟାବରେ, କଟିଲା ଚାଲାଣ !
ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) : କ୍ୟାବ ଡ୍ରାଇବର ପାଖରେ କଣ୍ଡୋମ ନଥିବାରୁ କଟିଲା ଚାଲାଣ। ଶୁଣିଲେ ଆପଣଙ୍କୁ ମଧ୍ୟ ଆଶ୍ଟର୍ଯ୍ୟ ଲାଗୁଥିବ। ନୂଆ ମୋଟର ଯାନ ଆଇନ ଲାଗୁ ହେବା...
ବନ୍ଦ ହେବ ଏୟାର ଏସିଆ
ଭୁବନେଶ୍ଵର,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବ୍ୟାଙ୍କକକୁ ଏୟାର ଏସିଆ ବିମାନ ଉଡ଼ାଣ ସାମୟିକ ବନ୍ଦ କରାଯିବ । ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କରିଛନ୍ତି ଏୟାର...
ଆସନ୍ତା କାଲି ଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ
ଭୁବନେଶ୍ୱର୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ ବୋଲି ସୂଚନା ମିଳିଛି। ତେବେ ଏହି ବୈଠକରେ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ...
ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ସମ୍ବଲପୁରରୁ ବାହାରିବ ଐତିହାସିକ ଯାତ୍ରା
ସମ୍ବଲପୁର, ୨୦/୯ - (ଓଡ଼ିଆ ପୁଅ) ଗୁରୁ ନାନକ ଜୀଙ୍କ ୫୫୦ତମ ଜୟନ୍ତୀ ଅବସରରେ ବର୍ଷବ୍ୟାପୀ ଆୟୋଜନ କରାଯାଉଥିବା ‘ବିଶ୍ୱ ଭାତୃତ୍ୱ ବର୍ଷ- ୨୦୧୯’ ପରିପ୍ରେକ୍ଷୀରେ ସମ୍ବଲପୁର ଶିରୋମଣୀ ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ,...
ବୁର୍ଲା ମେଡ଼ିକାଲ ମେଡ଼ିସିନ ୱାର୍ଡ଼ର ସ୍ଥାନାଭାବ ଦୂର କରାଯାଉ
ସମ୍ବଲପୁର, ୨୦/୯ - (ଓଡ଼ିଆ ପୁଅ) ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାନ ଭିମସାର ଡାକ୍ତରଖାନାର ମେଡ଼ିସିନ ୱାର୍ଡ଼ରେ ଶଯ୍ୟାର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି। ଆବଶ୍ୟକ ସଂଖ୍ୟକ ଆଇସିୟୁ...
ଆରଏସପି ସିଣ୍ଟର ପ୍ଳାଣ୍ଟ-୨ ବିଭାଗର କର୍ମଚାରୀ ‘ଉତ୍କର୍ଷ’ ଯୋଜନା ଅଧୀନରେ ପୁରସ୍କୃତ
ରାଉରକେଲା ୧୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : କର୍ମଚାରୀମାନଙ୍କୁ ଉଦ୍ୟୋଗୀ ପ୍ରୟାସ ଗ୍ରହଣ ନିମନ୍ତେ ଅନୁପ୍ରେରିତ ପୂର୍ବକ ଇସ୍ପାତ କାରଖାନାର ପ୍ରକ୍ରିୟାବଳୀ ଓ ବୈଷୟିକ ଆର୍ଥିକ ପରିମାପକତାରେ ଅଧିକ ଉନ୍ନତି ହାସଲ ଉଦ୍ଦେଶ୍ୟରେ...
କ୍ରିଏଟିଭ ୟୁଥ କ୍ଲବ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ
ରାଉରକେଲା ୧୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚଳିତ ବର୍ଷ ଶାରଦୀୟ ଦୂର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ଦେଓଗାଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଅନୁଷ୍ଠିତ ସଭାରେ...
କୃଷ୍ଣାନନ୍ଦପୁର ପୋଲିଫାଣ୍ଡିର ନୂତନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ତିର୍ତ୍ତୋଲ ୨୦/୯ (ଓଡ଼ିଆ ପୁଅ/ଟୁକନ ୟେଠୀ) - ତିର୍ତ୍ତୋଲ ଥାନା ଅନ୍ତର୍ଗତ ଦୋଆବ ଅଞ୍ଚଳ କୃଷ୍ଣାନନ୍ଦପୁର ପୋଲିସ ଫାଣ୍ଡିରେ ଅନିରୁଧ ନାୟକ ନୂତନ ଅଧିକାରୀଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ କୃଷ୍ଣାନନ୍ଦପୁର ପଞ୍ଚାୟତ...





