Home ଓଡ଼ିଶା ଦନ୍ତା ଆକ୍ରମଣର ଶିକାର ହେଲେ ଯୁବକ

ଦନ୍ତା ଆକ୍ରମଣର ଶିକାର ହେଲେ ଯୁବକ

140

ଅନୁଗୁଳ,୨୧/୦୯,(ଓଡ଼ିଆ ପୁଅ ପି ନାଏକ ): ପୁଣି ଦନ୍ତା ଆତଙ୍କ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,  ଆଜି ସକାଳେ ବ୍ରାହ୍ମଣବିଲ୍ ଗାଁର ନେପାଳ ସେଠୀ ସାଇକେଲରେ ଶୌଚ କରିବା ପାଇଁ ଯାଉଥିବା ସମୟରେ ଦନ୍ତାହାତୀ କଚାଡ଼ି ଦେଇଥିଲା । ଏହାଦ୍ବାରା ତାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଛି ।ଏନେଇ ବନବିଭାଗ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନେପାଳକୁ ଉଦ୍ଧାର କରି କୋଶଳା ମେଡିକାଲରେ ଭର୍ତ୍ତି କରିଛନ୍ତି।

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.