Home ଓଡ଼ିଶା ଆସନ୍ତା କାଲି ଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ

ଆସନ୍ତା କାଲି ଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ

330

ଭୁବନେଶ୍ୱର୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଶିକ୍ଷା ନୀତି ବୈଠକ ବୋଲି ସୂଚନା ମିଳିଛି। ତେବେ ଏହି ବୈଠକରେ  ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି  । ତେବେ ସ୍କୁଲ ପିଲାଙ୍କୁ ଜଳଖିଆ ଦେବା ଭାର କେନ୍ଦ୍ର ନେଉ ବୋଲି ପ୍ରସ୍ତାବ ରଖିବ ଓଡିଶା । ସେହିପରି ପ୍ରି ସ୍କୁଲ, ପ୍ରାଇମେରୀ ସ୍କୁଲ ମିଶାଇବା ପାଇଁ କେନ୍ଦ୍ର ନେଇଥିବା ନିଷ୍ପତ୍ତି ଉପରେ ରାଜ୍ୟର କୌଣସି ଆପତ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.