Home ଓଡ଼ିଶା ଆଜି ଓଡିଶା ଆସିବେ ଇସ୍ରୋ ମୁଖ୍ୟ

ଆଜି ଓଡିଶା ଆସିବେ ଇସ୍ରୋ ମୁଖ୍ୟ

279

ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ଓଡ଼ିଶା ଆସିବେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ । ଭୁବନେଶ୍ୱରର IITର ୮ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଶିବନ୍ । ଏନେଇ ଖୋର୍ଦ୍ଧା ଅରୁଗୁଳସ୍ଥିତ ଆଇଆଇଟି ପରିସରରେ ସମସ୍ତ ପ୍ରସ୍ତୁତି ସରିଛି ।

ବିଶେଷ ସୂଚନା: ମଦୁଆଙ୍କୁ ମିଳିବନି ପାର୍ଟି ଟିକେଟ!

ସେହିପରି 2ଜଣ ବିଦ୍ୟାର୍ଥୀଙ୍କୁ ଆଇଆଇଟି ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ । ଏହାସହ ୩୨ଜଣ ପିଏଚଡ଼ି, ୧୦୫ଜଣ ଏମଟେକ୍, ୬୭ ଜଣ ଏମଏସସି, ୧୫୨ ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ଼. ଆର ଭି ରାଜାକୁମାର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.