Home ଜିଲ୍ଲା ପରିକ୍ରମା କ୍ରିଏଟିଭ ୟୁଥ କ୍ଲବ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

କ୍ରିଏଟିଭ ୟୁଥ କ୍ଲବ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

76

ରାଉରକେଲା ୧୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଚଳିତ ବର୍ଷ ଶାରଦୀୟ ଦୂର୍ଗାପୂଜାକୁ ମହାସମାରୋହରେ ପାଳନ କରିବା ପାଇଁ ଦେଓଗାଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି ବୈଠକ। ଅନୁଷ୍ଠିତ ସଭାରେ ନୂତନ କର୍ମକର୍ତା ଚୟନ କରାଯାଇଥିଲାା ସର୍ବସମ୍ମତିକ୍ରମେ ଚଳିତ ବର୍ଷର ନୂତନ କମିଟିର ସଭାପତି ଭାବେ ଦିଲୀପ ମହାନ୍ତି, ଉପସଭାପତି ସୁବାଷ ବାରିକ ଓ ମାଧବ ସାହୁ, ସମ୍ପାଦକ ସନ୍ତୋଷ ପାଇକରାୟ, କୋଷାଧକ୍ଷ ମନୋଜ ଦାଶ ସହକୋଷାଧକ୍ଷ ସତିଶ ଗୁପ୍ତା, ଅକ୍ଷୟ ସ୍ୱାଇଁ ପ୍ରମୁଖ ମନୋନୀତ ହୋଇଛନ୍ତି। ଉପଦେଷ୍ଟା ଭାବେ ସୁଧିର ହରିଚନ୍ଦନ, ସୁରେନ୍ଦ୍ର ପ୍ରହରାଜ, ପ୍ରଭାସ ଜେନା, ଭ୍ରମରବର ଦାସ, ଭାଗୀରଥୀ ପାତ୍ର, ଶ୍ରୀକାନ୍ତ ପ୍ରହରାଜ, ସଦାନନ୍ଦ ରାଉତ, ସୁରେନ୍ଦ୍ର ଶତପଥି, ରମେଶ ହରିଚନ୍ଦନ, ରମେଶ ସାହୁ, ରମେଶ ପଲାଇ, ସତ୍ୟଜିତ ସାହୁ, ପିୟୁସ କେର୍କେଟା, ପିତବାସ ଛୋଟରାୟ ପ୍ରମୁଖ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.