Home ଓଡ଼ିଶା ଖୋଲିଲା ୨ଟି ଗେଟ

ଖୋଲିଲା ୨ଟି ଗେଟ

131

ସମ୍ବଲପୁର,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରୁ ଖୋଲିଲା ୨ଟି ଗେଟ୍ । ହୀରାକୁଦ ଜଳଭଣ୍ତାର ଜଳସ୍ତର ଛୁଇଲା ୬୩୦ ଫୁଟ୍ । ଜଳଭଣ୍ତାରର ଜଳସ୍ତର କ୍ଷମତା ୬୩୦ ରହିଥିବା ବେଳେ ଜଳସ୍ତର ମଧ୍ୟ ୬୩୦କୁ ପହଞ୍ଚିଛି । ଉପର ମୁଣ୍ତରେ ଵର୍ଷା ପରିମାଣ କମିଥିବାରୁ କମ୍ ଜଳ ପ୍ରବେଶ କରିଥିଲା।

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

ସେନେଇ ଗତ ସୋମବାର ସମସ୍ତ ଗେଟ ମଧ୍ୟ ବନ୍ଦ ହୋଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ଜଳଭଣ୍ତାର ଜଳସ୍ତର କ୍ଷମତାକୁ ପହଞ୍ଚିଥିବା ଵେଳେ ୨ ଟି ଗେଟ୍ ଖୋଲା ଯାଇଛି । ତେବେ ସେକେଣ୍ତ ପ୍ରତି ୫୪ ହଜାର ୦୩୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଟି ଗେଟ ଦେଇ ସେକେଣ୍ତ ୫୪ ହଜାର ୦୩୮ କ୍ୟୁସେକ ପାଣି ନିଷ୍କାସିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.