Home ଓଡ଼ିଶା ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ଓଡ଼ିଶାଜାତୀୟରାଜନୀତି ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା By Bureau - September 21, 2019 153 0 0 0 0ନୂଆ ଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ନିର୍ବାଚନ ଆୟୋଗ ଆଜି (ଶୁକ୍ରବାର) ମହାରାଷ୍ଟ୍ର ଏବଂ ହରିୟାଣାରେ ହେବାକୁଥିବା ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହି ଦୁଇ ରାଜ୍ୟରେ ଏକା ସାଙ୍ଗେ ୨୧ ଅକ୍ଟୋବରରେ ମତଦାନ କରାଯିବ ଏବଂ ଫଳାଫଳର ଘୋଷଣା ମଧ୍ୟ ଏକ ସାଥିରେ ୨୪ ଅକ୍ଟୋବରେ ହେବ। Tweet 0 0 0 0