Home ଓଡ଼ିଶା ପ୍ଲାଷ୍ଟିକ ଫ୍ରି କ୍ୟାମ୍ପେନ ପାଇଁ ଇଲେକ୍ସନ କମିଶନରଙ୍କ ଆହ୍ବାନ

ପ୍ଲାଷ୍ଟିକ ଫ୍ରି କ୍ୟାମ୍ପେନ ପାଇଁ ଇଲେକ୍ସନ କମିଶନରଙ୍କ ଆହ୍ବାନ

241

ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ଲାଷ୍ଟିକ୍‌ ଫ୍ରି କ୍ୟାମ୍ପେନ୍‌ କରିବାକୁ ଆହ୍ୱାନ୍‌ ଦେଲେ ଚିଫ୍‌ ଇଲେକ୍ସନ୍‌ କମିଶନର ସୁନିଲ ଆରୋରା । ଆସନ୍ତା ଅକ୍ଟୋବର ୨୧ ତାରିଖରେ ସାରା ଦେଶରେ ୬୪ଟି ସ୍ଥାନରେ ହେବ ନିର୍ବାଚନ-ଉପନିର୍ବାଚନ । ତେବେ ଏହି ନିର୍ବାଚନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନେ ନିଜ କ୍ୟାମ୍ପେନ୍‌ ସମୟୋରେ ପ୍ଲାଷ୍ଟିକ୍‌ କିମ୍ବା ପଲିଥିନ ବ୍ୟବହାର କରିବାକୁ ବାରଣ କରିଛନ୍ତି ଚିଫ୍‌ ଇଲେକ୍ସନ କମିଶନର । ପରିବେଶ ଓ ପ୍ରାକୃତିକ ସମ୍ପଦ ପାଇଁ ବିଶେଷ ଯତ୍ନବାନ୍‌ ହେବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦେଇଛନ୍ତି ସୁନିଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.