Home ଅପରାଧ ପ୍ରେମ ନେଲା ଉଗ୍ରରୂପ

ପ୍ରେମ ନେଲା ଉଗ୍ରରୂପ

258

ଉତ୍ତରପ୍ରଦେଶ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଆଜିକାଲି ପ୍ରେମ ଏମିତି ରୂପ ନେଲାଣି ଯେ, କିଛି ବଚସା ଓ ଭୁଲ ବୁଝାମଣା ରୁ ଏହା ଉଗ୍ରରୂପ ଧାରଣ କରୁଛି । ଠିକ୍ ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଜଣେ ପ୍ରେମିକ ନିଜ ପ୍ରେମିକାକୁ ଗୁଳି କରି ହତ୍ୟା କରିଛି । ପରେ ନିଜେ ନିଜକୁ ଗୁଳି ମାରି ଦୁନିଆରୁ ବିଦାୟ ନେଇଛି । ପ୍ରେମିକ ସିଧା ପ୍ରେମିକାର ଘରକୁ ଯାଇ ଗୁଳି ମାରି ହତ୍ୟା କରିବା ଘଟଣା ସମ୍ପୃକ୍ତ ସହରରେ ଚାଞ୍ଚଳ୍ୟ ଖେଳାଇ ଦେଇଛି । ସୁଚନାଅନୁଯାୟୀ, ମୃତ ପ୍ରେମିକା ତାର ଭଉଣୀ ସହ ଭଡା ଗରେ ରହୁଥିଲା । ୩ ରୁ ୪ ବର୍ଷ ଧରି ଉଭୟ ପ୍ରେମିକା ପ୍ରେମିକ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିଲା । ଆଉ ଦୂଇ ଜଣ ପରସ୍ପରକୁ ବିବାହ କରିବାକୁ ଚାହିଁଥିଲେ । ତେବେ ଦୁଇ ଜଣଙ୍କର ବିବାହ ନ ହେବାରୁ ଏପରି ବିଭତ୍ସ କାଣ୍ଡ ଘଟାଇଛି ପ୍ରେମିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.