Home ଓଡ଼ିଶା ତୁଟିଲା ବିକ୍ରମ ଆଶା

ତୁଟିଲା ବିକ୍ରମ ଆଶା

771

ନୂଆଦିଲ୍ଲୀ,୨୧/୦୯,(ଓଡ଼ିଆ ପୁଅ ପି ନାଏକ): ଲ୍ୟାଣ୍ଡର ବିକ୍ରମକୁ ଅଲବିଦା  କଲା ଇସ୍ରୋ । ମିଶନ୍‌ ଚନ୍ଦ୍ରଯାନ-୨ରେ  ଚନ୍ଦ୍ରକୁ ପଠାଯାଇଥିବା  ଲ୍ୟାଣ୍ଡର ବିକ୍ରମ ଏବଂ ପ୍ରଜ୍ଞାନ ରୋଭର ସହିତ ଯୋଗାଯୋଗ ହୋଇପାରୁ ନାହିଁ । ତେଣୁ ଇସ୍ରୋ ଚନ୍ଦ୍ରାୟାନ-2 କୁ ଛାଡି ବର୍ତ୍ତମାନ ଗଗନଯାନ ଉପରେ ପ୍ରାଥମିକତା ଦବାକୁ କହିଛିନ୍ତି ଇସ୍ରୋର ମୁଖ୍ୟ । ଚନ୍ଦ୍ରାୟାନ-2 ମିଶନ ପରେ  ଏବେ ମାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ  ସଙ୍ଗଠନ (ଇସ୍ରୋ) ଗଗନୟାନ ମିଶନ ଉପରେ  ପ୍ରଥମିକତା କରିବ ।

ଇସ୍ରୋ ଚିଫ୍‌  କେ ସିବନ୍‌ ଶନିବାର ଦିନ କହିଛନ୍ତି ଯେ, ଚନ୍ଦ୍ରାୟାନ-2 ର ଲ୍ୟାଣ୍ଡର  ସହ ସମ୍ପର୍କ  ହୋଇପାରୁ ନାହିଁ  । ଆର୍ବିଟର ତାର କାମ କରୁଛି, ଆର୍ବିଟର ରେ 8 ଇଷ୍ଟୁମେଣ୍ଟ ରହିଛି ଏବଂ ପ୍ରତ୍ୟେକ  ଇଷ୍ଟୁମେଣ୍ଟ  ନିଜ ନିଜର କାମ କରୁଛନ୍ତି ।  ବର୍ତ୍ତମାନ ଆମର ଆଗାମୀ ପ୍ରଥମିକତା ଗଗନୟାନ ରହିବ ବୋଲି କେ ସିବନ୍‌ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.