Biswaranjan Acharya
ବ୍ୟାପକ ଅବକାରୀ ଚଢାଉ ୬୫ଲି. ଦେଶୀ ମଦ ଜବତ,୫ ଗିରଫ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୮-ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗ ଦ୍ୱାରା ଅଗଷ୍ଟ ୧୮ ତାରିଖ ବିଳମ୍ବିତ ସଂଧ୍ୟାରେ ଏକ ବ୍ୟାପକ ଚଢାଉ କରାଯାଇଛି । ଏଥିରେ ଚାନ୍ଦପୁର, ବାଣିକିଲୋ, ରଣପୁର, ହରିପୁର ଓ...
ରଣପୁର ବ୍ଲକ୍ ଅଂଚଳରେ ୟୁରିଆ ସାରର ବ୍ୟାପକ କଳାବଜାର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୮-କୃଷି ମନ୍ତ୍ରୀଙ୍କ ଜିଲ୍ଲା ନୟାଗଡ । ଏହି ନୟାଗଡ ଜିଲ୍ଲାର ରଣପୁର ବ୍ଲକ୍ ଅଂଚଳରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଅଭିଯୋଗ ହେଉଛି । ସାଧାରଣତଃ ଚାଷୀ ଧାନ...
ଗୋପାଳପୁର ପଂଚାୟତରେ ଜାତୀୟ ପତାକାକୁ ଅବମାନନା-ଥାନାରେ ମାମଲା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୮-ଭାରତ ବର୍ଷର ଗଣତାନ୍ତ୍ରୀକ ସରକାର ରେ ଜାତୀୟ ପତାକାକୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ । କିନ୍ତୁ ୭୪ତମ ସ୍ୱାଧିନତା ଦିବସରେ ଜାତୀୟ ପତାକାକୁ ଅବମାନନା ନିହାତି ଦୁଃଖର ବିଷୟ...
ରଣପୁର ତହସିଲ୍ ଓ ଚାନ୍ଦପୁର ଥାନା ମିଳିତ ଚଢାଉ ୪ ଟ୍ରକ୍ ଜବତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ନଂ ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ଟ୍ରକ୍ ଚୋରା ମେଣ୍ଟାଲ ଚାଲାଣ ହୋଇଥାଏ । ଚାନ୍ଦପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ...
ରଣପୁର ଏନ୍.ଏ.ସି ୩ନଂ ୱାର୍ଡ ଆବଦ୍ଧାଂଚଳ ପାଇଁ ଅତ୍ୟାବଶ୍ୟକୀୟ ସୁବିଧା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ନୟାଗଡ ଜିଲ୍ଲା ରଣପୁର ଏନ୍.ଏ.ସି ର ୩ନଂ ୱାର୍ଡରେ କରୋନା ପଜେଟିଭ୍ ଙ୍କ ସଂଖ୍ୟା ବଢିବାରୁ ଏହି ଅଂଚଳକୁ ଆବଦ୍ଧାଂଚଳ ଘୋଷଣା କରାଯାଇଅଛି । ଏଥିସହ ୨ନଂ ୱାର୍ଡର କିଛି...
ୱେବ୍ ଚ୍ୟାନେଲ୍ ପ୍ରତିନିଧି ଙ୍କ ଆତ୍ମହତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୮-ସାରା ରାଜ୍ୟରେ ୱେବ୍ ଚ୍ୟାନେଲ୍ ର ସଂଖ୍ୟା ବଢିବାରେ ଲାଗିଛି । ଏହି ଚ୍ୟାନେଲ୍ ର ପ୍ରତିନିଧିମାନେ ସୋସିଆଲ ମିଡିଆରେ ଖବର ଛାଡି ଅନେକ ଅସୁବିଧା ଭୋଗ କରୁଥିବା ଦେଖିବାକୁ...
ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସକୁ ଘରୋଇ କରଣର ବିରୋଧ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୮-ନୟାଗଡ ଜିଲ୍ଲା ଚାନ୍ଦପୁରଠାରେ ୧୯୫୫ ମସିହାରେ ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟ ମନ୍ତ୍ରୀ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ନାମରେ ୧୧୭ଏକର ଜମିକୁ ନେଇ ଶିଳାନ୍ୟାସ କରିଥିଲେ । ଯାହାକି...
ରାଜସ୍ଥାନରୁ ଜଗନ୍ନାଥ ଧାମକୁ ମାନସିକ ଯାତ୍ରା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୮/-ସାରା ବିଶ୍ୱରେ ଜଗନ୍ନାଥ ଧାମକୁ ଆସି ଜଗନ୍ନାଥଙ୍କୁ ଦର୍ଶନ କରିବାରେ ବିଶେଷ ଆଗ୍ରହ ପ୍ରକାଶ ପାଇଥାଏ । କିଏ ଉଡାଜାହାଜରେ ଆସେ ତ କିଏ ଟ୍ରେନ୍ ଓ ଗାଡି ମୋଟର...
ଗିରଫ ସର୍ପଧରାଳି ଅଜୟ ଦାସଙ୍କୁ ଖୋର୍ଦ୍ଧା ଡି.ଏଫ୍.ଓ ଙ୍କୁ ହସ୍ତାନ୍ତର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୮-ନୟାଗଡ ଜିଲ୍ଲା ରଣପୁର ବନାଂଚଳ ବାଘ ଶିକାର ଘଟଣା ଭିନ୍ନ ମୋଡ ନେଇଛି । ଏସ୍.ଟି.ଏଫ୍. ଓ ବନବିଭାଗ ଦ୍ୱାରା ୭ଜଣ ଗିରଫ ହୋଇ ଜେଲ୍ ଯିବା ପରେ ପୁଣି...
କୋଟିଏ ଟଙ୍କା ଖର୍ଚ୍ଚରେ ନିର୍ମିତ ମା ମଣିନାଗ କଲ୍ୟାଣ ମଣ୍ଡପ କାର୍ଯ୍ୟରେ ଆସୁନି
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୮-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଗୋଟିଏ କଲ୍ୟାଣ ମଣ୍ଡପ ନଥିବାରୁ ବିବାହ, ବ୍ରତ, ସଭାସମିତି ପାଇଁ ଲୋକମାନେ ବହୁତ ହଇରାଣ ହେଉଥିଲେ । ରଣପୁର ର ପୁର୍ବତନ ବିଧାୟକ ତଥା...
ରଣପୁର ବନବିଭାଗରୁ ଫେରାର ଅଜୟ ପୋଲିସ୍ କବଜାରେ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୮-ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ୍ କବଜାରେ ରଣପୁର ବନବିଭାଗରୁ ଫେରାର ହୋଇଥିବା ସର୍ପ ଧରାଳି ଅଜୟ ଦାସ ଏବଂ ଅଜୟ ଦାସଙ୍କୁ ଆଶ୍ରୟ ଦେଇଥିବା ଦେଉଳି ଗ୍ରାମର ନରସିଂହ...
ରଣପୁର ମଠ ଓ ଜଗନ୍ନାଥ ମନ୍ଦିରରେ କୃଷ୍ଣଜନ୍ମ ଓ ନନ୍ଦୋତ୍ସବ ପାଳିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୮-ନୟାଗଡ ଜିଲ୍ଲା ରଣପୁର ଏକ ମନ୍ଦିର ମାଳିନୀ ଅଂଚଳ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ରଣପୁର ରେ ଜଗନ୍ନାଥ ମନ୍ଦିର, ମା ମଣିନାଗ ମନ୍ଦିର ସାଙ୍ଗକୁ ଦଧିବାମନ ମଠ,...
ରଣପୁର ଅଂଚଳରେ ଜୀବପ୍ରେମୀଙ୍କ ଜୀବପ୍ରେମ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮-ସମାଜରେ ମାନବ ପ୍ରେମୀ, ପ୍ରକୃତି ପ୍ରେମୀ ଓ ଜୀବପ୍ରେମୀଙ୍କ ଭଳି ଅନେକ ପ୍ରେମୀ ଦେଖାଯାନ୍ତି । ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ତିରୁ ସାମନ୍ତରାୟ ଜଣେ ଜୀବପ୍ରେମୀ ହିସାବରେ...
ତାଳକଣିରେ ପୁର୍ଣ୍ଣାନନ୍ଦ ବୃଦ୍ଧାଶ୍ରମର ନୁତନ ଗୃହ ପ୍ରତିଷ୍ଠା
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮-ରଣପୁର ବ୍ଲକ୍ ତାଳକଣି ଗ୍ରାମ ପଂଚାୟତ ତାଳକଣିଠାରେ ଶ୍ରୀ ଶ୍ରୀ ସଦ୍ଗୁରୁ ପୁର୍ଣ୍ଣାନନ୍ଦ ଦେବଙ୍କ ଦିବ୍ୟଧାମ ତୁଳସୀ ବୃନ୍ଦାବନ ତରଫରୁ ଏକ ବୃଦ୍ଧାଶ୍ରମ ର ନୁତନ ଗୃହ ପ୍ରତିଷ୍ଠା ଅଗଷ୍ଟ...
କରୋନା ଆକ୍ରାନ୍ତରେ ଜିଲ୍ଲାରେ ୧ନଂ ରଣପୁର
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୦/୦୮-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ କୋଭିଡ୍-୧୯ କଟକଣା କୋହଳ ହେବାରେ ଲାଗିଛି । ନୟାଗଡ...
ରଣପୁର ଡାକ୍ତରଖାନା ଓ ଥାନାରେ କରୋନା ଯୋଗୁଁ ସାନିଟାଇଜେସନ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୮-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ କରୋନା ପଜେଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ସମସ୍ତ ସରକାରୀ କୋଭିଡ୍ କଟକଣାକୁ ମାନୁଥିବା ବେଳେ ରଣପୁର ଥାନାର ଜଣେ ଡ୍ରାଇଭର୍...
ବର୍ଷିଆନ ସ୍ୱାଧିନତା ସଂଗ୍ରାମୀ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୯/୦୮-ସାରା ଦେଶରେ ମହାମହିମ ରାଷ୍ଟ୍ରପତି ସ୍ୱାଧିନତା ଦିବସ ଅଗଷ୍ଟ ୧୫ ତାରିଖରେ ସ୍ୱାଧିନତା ସଂଗ୍ରମାୀ ମାନଙ୍କୁ ସମ୍ମାନିତ କରିଥାନ୍ତି । କୋଭିଡ୍ କଟକଣା ଯୋଗୁଁ ମହାମହିମ ରାଷ୍ଟ୍ରପତି ଜିଲ୍ଲା ପ୍ରଶାସନ...
ଓଡିଶା ଆଶାକର୍ମୀ ଆସୋସିଏସନ୍ ର ୧୮ଦଫା ଦାବି ପତ୍ର ପ୍ରଦାନ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୮-ନୟାଗଡ ଜିଲ୍ଲା ରଣପୁର ର ଚାନ୍ଦପୁର କୋଭିଡ୍ ହସ୍ପିଟାଲ ସାମନାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଭୁବନେଶ୍ୱରଙ୍କ ଉଦ୍ଧେଶ୍ୟରେ ଆଶାକର୍ମୀ ଆସୋସିଏସନ୍(ସିଟୁ) ତରଫରୁ ୧୮ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣା ପଡିଛି...
ଅବକାରୀ ଚଢାଉ ମଦ ଜବତ, ପୋଚ ନଷ୍ଟ, ୨ ଗିରଫ
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮-ନୟାଗଡ ଜିଲ୍ଲା ରଣପୁର ଅବକାରୀ ବିଭାଗର କାକଲମା କାଜୁ ଜଙ୍ଗଲରେ ବ୍ୟାପକ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୪ ହଜାର ଲିଟର ମଦରନ୍ଧା ପୋଚ ଜବତ କରିଥିବା ବେଳେ...
ରାଜସୁନାଖଳାରେ ସାନିଟାଇଜ୍ ଓ ୩ ଦିନ ପାଇଁ ସଟ୍ଡାଉନ୍
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୮-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗ୍ରାମ ଓ ବଜାର ୩ ଦିନ ପାଇଁ ସଟ୍ଡାଉନ୍ ଘୋଷଣା ହୋଇଥିବା ଜଣା ପଡିଛି । ଏହି ସଟ୍ଡାଉନ୍ ଆସନ୍ତା ଶନିବାର ଅଗଷ୍ଟ...




