Home ଓଡ଼ିଶା କୋଭିଡ କଟକଣା ମଧ୍ୟରେ ସାମୁକା ସାହି କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

କୋଭିଡ କଟକଣା ମଧ୍ୟରେ ସାମୁକା ସାହି କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ

52

ନୟାଗଡ/୩୦/୧୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ କରୋନା ସଂକ୍ରମଣ କୁ ରୋକିବା ଲକ୍ଷ ନେଇ କୋଭିଡ କଟକଣା ଲାଗୁ କରାଗଲା । ଯାହାଫଳରେ ଚଳିତ ବର୍ଷ ସମସ୍ତ ପୂଜା ମଣ୍ଡପ ରେ କୋଭିଡ କଟକଣା କୁ ପାଳନ କରି ନିରାଡାମ୍ବର ଭାବରେ ପୂଜା କରାଯାଇଅଛି । ସେହି କଟକଣା କୁ ମାନି ରଣପୁର ସାମୁକା ସାହି ଠାରେ  ଦୀର୍ଘ ବର୍ଷ ହେଲା ହୋଇଆସୁଥିବା କାର୍ତ୍ତିକେଶ୍ୱର ପୂଜା କେବଳ ପୂରୋହିତ ଓ କର୍ତ୍ତାଙ୍କୁ ନେଇ ହୋଇଯାଇଅଛି ।

ଏହି ପୂଜା ମଣ୍ଡପରେ ସମାଜରେ ଜନ ସଚେତନତା ସୃଷ୍ଟି ପାଇଁ ଫଟୋଚିତ୍ର ମାଧ୍ୟମରେ ପ୍ରତିମୁର୍ତି  କରଯାଇଥାଏ । ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥାଏ । ଚଳିତ ବର୍ଷ ସେ ସବୁକୁ ବନ୍ଦ କରାଯାଇଅଛି । ଯାହାଫଳରେ ପୂଜା ମଣ୍ଡପ ଖାଁ ଖାଁ ଲାଗୁଛି । ସେହିଭଳି ଭାବରେ ଅନ୍ୟ ସମସ୍ତ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.