Home ଓଡ଼ିଶା ରଣପୁର ଉପର ମଣିନାଗ ପୀଠରେ ଅଁଳା ନବମୀ ପାଇଁ ଭକ୍ତଙ୍କ ସମାଗମ

ରଣପୁର ଉପର ମଣିନାଗ ପୀଠରେ ଅଁଳା ନବମୀ ପାଇଁ ଭକ୍ତଙ୍କ ସମାଗମ

43

ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଉପର ମଣିନାଗ ଙ୍କ ପୀଠରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା । ପ୍ରତି ବର୍ଷ ଭଳି ଏହି ପୀଠରେ ଗାୟତ୍ରୀ ଯଜ୍ଞ କରାଯାଇଥିଲା  । ପଣ୍ଡିତ ସୁଧାକର ପଣ୍ଡା ରଣପୁର କୃଷ୍ଣଦ୍ୱେପାୟନ ବେଦ ପାଠଶାଳା ର ଶିକ୍ଷାର୍ଥି ମାନେ ଏହି ଗାୟତ୍ରୀ ପୂଜାରେ ସହଯୋଗ କରିଥିଲେ ।

ରଣପୁର ମହା ବିଦ୍ୟାଳୟର ଅର୍ଥନିତୀ ବିଶାରଦ ପ୍ରାଧ୍ୟାପକ ଡ. ନିରଞ୍ଜନ ଗୁରୁ ଗାୟତ୍ରୀ ଯଜ୍ଞ ସହ ଭଜନ ଗାୟନ ଓ ପ୍ରସାଦ ସେବନର ଆୟୋଜନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ କୋଭିଡ୍ ନିତି ନୀୟମକୁ ପାଳନ କରାଯାଇଥିଲା  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.