24.1 C
Bhubaneswar
Thursday, March 28, 2024
Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ମନ୍ତ୍ରୀ ପଦ୍ମନାଭ ବେହେରା ଙ୍କ ଦ୍ୱାରା ସାମନ୍ତ ସିଂହାର ମନ୍ଦିର ଭୂମି ପୁଜନ

0
ନୟାଗଡ /୨୮/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାମଚନ୍ଦ୍ରପୁର ନିକଟସ୍ଥ ଭଟ୍ଟପୁର ରେ ସାମନ୍ତ ସିଂହାର ମନ୍ଦିର ଭୂମି ପୂଜନ ଓଡିଶା ର ମାନ୍ୟବର ଯୋଜନା ସମନ୍ୱୟ ଓ...

ରଣପୁର ରେ ଭାଜପା ନୟାଗଡ ଜିଲ୍ଲା ପଦାଧିକାରୀ ଙ୍କ ବୈଠକ

0
ନୟାଗଡ/୨୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ନିର୍ବାଚନ ମଣ୍ଡଳୀ ଭାଜପା ଦଳୀୟ କାର୍ଯ୍ୟାଳୟ ରଣପୁର ଠାରେ ନୟାଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି ନୟାଗଡ ଜିଲ୍ଲା ପଦାଧିକାରୀ ଙ୍କର ଏକ ବୈଠକ ମାର୍ଚ୍ଚ ୨୭...

ଶାନ୍ତି ଶୃଙ୍ଖଳା ରେ  ରଣପୁର ବାର ଆସୋସିଏସନ୍ ନିର୍ବାଚନ ଶେଷ

0
ନୟାଗଡ/୨୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବାର ଆସୋସିଏସନ୍ ରାଜ ରାଜୁଡା ଅମଳରୁ ରହିଆସି ବେଶ ସୁନାମ ଅର୍ଜନ କରିଅଛି । ଏହି ଅଦାଲତ ରେ ଓକିଲାତି କରି ରାଜ୍ୟର ଅନେକ...

ରଣପୁର ରେ ଭାରତ ବନ୍ଦ ର ବେଶ ପ୍ରଭାବ

0
ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଭାରତରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଡାକରା ରେ କେନ୍ଦ୍ର ସରକାର ଙ୍କ କୃଷକ ବିରୋଧି ତିନି କଳା କୃଷି ଆଇନ୍ ବାତିଲ ପାଇଁ ଯେଉଁ ଡାକରା ଦିଆଯାଇଥିଲା ସେଥିରେ...

ଶ୍ରୀକୃଷ୍ଣପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବହେଳିତ

0
ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ୧୯୬୨ ମସିହା ରେ ଚମ୍ପାଗଡ ଗ୍ରାମ ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥ କଡ ଶ୍ରୀକୃଷ୍ଣପୁର ଠାରେ ଏକ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇଥିଲା ।...

କୋଭିଡ୍ କଟକଣା ରେ ଦୋଳ ବିମାନ ରେ ବାବା ବାଲୁଙ୍କେଶ୍ୱର

0
ନୟାଗଡ/୨୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଗଡଜାତ ଅଂଚଳ ରାଜ ରାଜୁଡା ଅମଳ ରୁ ଶୈବ କ୍ଷେତ୍ର ଭାବରେ ପରିଚିତ । ୧୦୧ ରୁ ଉର୍ଦ୍ଧ ଶୈବ ପୀଠ ରଣପୁର ଗଡଜାତ...

ବାମଡା ପାଣି ପମ୍ପ ହାଉସ୍ ରେ ଚାଲିଛି ଗାଡି ଗ୍ୟାରେଜ

0
ନୟାଗଡ/୨୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରବଳ  ଗ୍ରୀଷ୍ମ ପ୍ରବାହ ଯୋଗୁଁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ରେ ପାନୀୟ ଜଳ ର ସମସ୍ୟା ଦେଖାଦେଇଛି । ଲତାର ପାନୀୟ ଜଳ...

ପ୍ରଶାସନିକ ଅବହେଳା ରୁ ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ବିକାଶ ରେ ଝୁଲୁଛି ତାଲା

0
ନୟାଗଡ/୨୫/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ବିକାଶ ର ଚିତ୍ର ଦେଖିବାକୁ ମିଳୁଥିବା ବେଳେ କେତେକ ଗ୍ରାମ ପଞ୍ଚାୟତ ରେ ପ୍ରଶାସନିକ ଅବହେଳା ଯୋଗୁଁ ବିକାଶ...

ବିଶ୍ୱ ଯକ୍ଷ୍ମା ଦିବସରେ ଚାନ୍ଦପୁର ରେ ଯକ୍ଷ୍ମାରୋଗ ହଟାଇବା ଶପଥ ପାଠ

0
ନୟାଗଡ/୨୪/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ଦେଶରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ଜନସଚେତନତା ସ୍ୱରୂପ ମାର୍ଚ୍ଚ ୨୪ ତାରିଖ କୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଅଛି । ନୟାଗଡ ଜିଲ୍ଲା...

ରଣପୁର ବିଧାୟକ ଙ୍କ ପୋଷ୍ୟ ବଜେନ୍ଦ୍ର ନୋଡାଲ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

0
ନୟାଗଡ/୨୪/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ରାଜା ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ ରଣପୁର ରେ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରିଥିଲେ । ଯାହାର ନାମ ରଖା ଯାଇଥିଲା ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ...

ରଣପୁର ବନାଂଚଳ ଚମ୍ପାଗଡ ପଞ୍ଚାୟତ ରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ

0
ନୟାଗଡ/୨୩/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ରେ ଜଙ୍ଗଲ ରେ ନିଆଁ ଲାଗି ଜଳବାୟୁର ତାପମାତ୍ରା ବଢିବାରେ ଲାଗିଛି ।  ଯାହାକୁ ନେଇ ପରିବେଶବିତ୍ ମାନେ ଘୋର ଉଦବେଗ ପ୍ରକାଶ କରୁଛନ୍ତି ।...

 ମା ଖିଲାମୁଣ୍ଡା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି

0
ନୟାଗଡ/୨୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରଣପୁର ଗଡଜାତ ର ରାଜା ମାନଙ୍କର ଆରାଧ୍ୟ ଠାକୁରାଣୀ ହେଉଛନ୍ତି ମା ଖିଲାମୁଣ୍ଡା । ରଣପୁର ରିଜର୍ଭ ଜଙ୍ଗଲ ରାଆଁଳା ଗ୍ରାମ ନିକଟରେ ମା ଖିଲାମୁଣ୍ଡା ଙ୍କ ମନ୍ଦିର...

ରଣପୁର ବ୍ଲକ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ବୈଠକ

0
ନୟାଗଡ/୨୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁଶ୍ରୀ ସଙ୍ଗିତା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ଙ୍କ ବୈଠକ ମାର୍ଚ୍ଚ ୨୨ ତାରିଖ...

ଯୁବତୀ ର ଅଶ୍ଳିଳ ଫଟୋ ଭାଇରାଲ୍ କରି ଯୁବକ ଜେଲ୍ ଗଲେ

0
ନୟାଗଡ/୨୧/୦୩(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶ ରେ ସାମାଜିକ ଗଣ ମାଧ୍ୟମ ଯେତେ ପ୍ରଚାର ଓ ପ୍ରସାର ହେବାରେ ଲାଗିଛି ସେତିକି ଅପରାଧ ମଧ୍ୟ ବଢୁଛି । କିଛି ଯୁବକ...

ବିଶ୍ୱ ଜଙ୍ଗଲ ଦିବସ ରେ ଜଳୁଛି ବନାଂଚଳ  ବନ୍ୟଜନ୍ତୁ ବିପଦ ରେ

0
ନୟାଗଡ/୨୧/୦୩(ଓଡିଆ ପୁଅ/ଦେବୀପ୍ରାସାଦ ଆଚାର୍ଯ୍ୟ)- ଜଙ୍ଗଲ ସମ୍ପଦ ର ସୁରକ୍ଷା ଓ ଜନ ସଚେତନତା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖ କୁ ବିଶ୍ୱ ଜଙ୍ଗଲ ଦିବସ ରୂପେ ପାଳନ କରାଯାଇଥାଏ । କିନ୍ତୁ...

ରଣପୁର ଅଂଚଳ ରେ ରାସନ କାର୍ଡ ଓ ଘରଡିହ ପଟ୍ଟା ରେ ଅନିୟମିୟତା ଅଭିଯୋଗ...

0
ନୟାଗଡ/୨୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଓ ଏନ୍‌.ଏ.ସି. ଅଂଚଳ ରେ ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ରାସନ କାର୍ଡ ପ୍ରଦାନ ରେ ଅନିୟମିତା ସାଙ୍ଗକୁ ପାଇଖାନା ର୍ଦୁନୀତି...

ରଣପୁର ଅଂଚଳ ରେ ଜଳବାୟୁ ପ୍ରଦୁଷିତ ଜନଜୀବନ ଅସ୍ତବ୍ୟସ୍ତ

0
ନୟାଗଡ/୨୦/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ସାରା ରାଜ୍ୟ ଓ ଦେଶ ରେ ଦିନକୁ ଦିନ ପ୍ରଦୁଷଣ ମାତ୍ରା ବଢିବା ରେ ଲାଗିଛି । ଯାହାକୁ ନେଇ ପରିବେଶ ବିତ୍ ମାନେ ଘୋର ଉଦବେଗ ପ୍ରକାଶ...

ପ୍ରଶାସନର ଅବହେଳା ଯୋଗୁଁ ବିପଦ ରେ ଅଙ୍ଗନାବାଡି ଶିଶୁ

0
ନୟାଗଡ/୧୯/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନାବାଡି କେନ୍ଦ୍ର ରେ ୨୦୧୨ ମସିହାରେ ୭ ଜଣ  ନିଷ୍ପାପ ଶିଶୁ ଙ୍କର କାନ୍ଥ ମାଡିବସି ମୃତ୍ୟୁ ଘଟିଥିଲା ।...

ଉପସ୍ୱାସ୍ଥ୍ୟ  ଓ ଆରୋଗ୍ୟ କେନ୍ଦ୍ର ରେ ମିଳୁନି ସ୍ୱାସ୍ଥ୍ୟ ସେବା

0
ନୟାଗଡ/୧୮/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ସ୍ୱାଧିନତା ର ୭୨ ବର୍ଷ ହେଲା ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାନ କରି ଚାଲିଛନ୍ତି । ପ୍ରତି ଗ୍ରାମ...

ରଣପୁର ବ୍ଲକ କଂଗ୍ରେସର ଆଶାର ଆଲୋକ ସାଜିଲେ ଦିଲ୍ଲୀପ

0
ନୟାଗଡ/୧୭/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ କଂଗ୍ରେସ ସଭାପତି ପଦ ଟି ଅନେକ ଦିନ ହେଲା ଖାଲି ରହିଥିଲା । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରଣପୁର ବ୍ଲକ...